ଆସିଲା ଚାରି ନୂଆ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର,୧୨ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଗତକାଲି ଚିହ୍ନଟ ହୋଇଥିବାଚାରି ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସମ୍ପର୍କରେ ଜଣାପଡ଼ିଛି । ୫୧ନମ୍ବର ଆକ୍ରାନ୍ତଙ୍କ ବୟସ ୬୭ବର୍ଷ । ତାଙ୍କ ଘର ସୁନ୍ଦରଗଡ଼ ବିସ୍ରା ଅଞ୍ଚଳରେ । ସେ…

ଆସିଲା ୫୦ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର,୧୨ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଗତକାଲି ଚିହ୍ନଟ ହୋଇଥିବା ୫୦ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଆସିଛି । ୨୨ବର୍ଷୀୟ ଯୁବକ ମାର୍ଚ୍ଚ ୧୮ରୁ ୨୦ ମଧ୍ୟରେ ଖୋର୍ଦ୍ଧା ବାଣପୁରର ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ…

ଆଜିର ଦିନରେ ପୋଲିଓକୁ ମିଳିଥିଲା ବଡ ବିଜୟ, ଜାଣନ୍ତୁ କଣ ଥିଲା ଡାକ୍ତର ସଲ୍କଙ୍କ ଅବଦାନ?

ବିଶ୍ୱରେ କୋଭିଡ -୧୯ ମହାମାରୀ ରୋକିବାରେ ବହୁ ଦେଶର ସରକାର, ଡାକ୍ତର ଏବଂ ବୈଜ୍ଞାନିକ ନିୟୋଜିତ ଅଛନ୍ତି। ଏହି ସମୟରେ ଅନେକ ମହାମାରୀ ମନେପଡେ, ଯାହାକୁ ବିଶ୍ୱ ପରାସ୍ତ କରି ସେମାନଙ୍କୁ ଦୂରେଇ ଦେଇଛି । ତେବେ ଏପ୍ରିଲ୍…

ତାଲାବନ୍ଦରେ ସୋସିଆଲ୍ ମିଡ଼ିଆର ବହୁତ ବ୍ୟବହାର, ସାଇବର କ୍ରାଇମ ରୋକିବାକୁ ନଜର ରଖିଛନ୍ତି ସରକାର

ନୂଆଦିଲ୍ଲୀ, ୧୨ା୪: ପ୍ରତିଦିନ ପରି କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ତାଲାବନ୍ଦରେ ସୋସିଆଲ୍ ମିଡ଼ିଆର ବ୍ୟବହାର ବହୁତ…

କରୋନା ସ୍ଥିତି, ରାଜ୍ୟରେ ଯୁବବର୍ଗ ଅଧିକ ବିପଦରେ

ଭୁବନେଶ୍ୱର, ୧୨ା୪ (ଓଡ଼ିଶା ଭାସ୍କର): ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍ ଓଡ଼ିଶାରେ ମଧ୍ୟ ଭୟର ବାତାବରଣ ଖେଳାଇଦେଇଛି । ଦିନକୁ ଦିନ ରାଜ୍ୟରେ କରୋନା (କୋଭିଡ-୧୯) ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ…

BSNLର ଜବରଦସ୍ତ ପ୍ଲାନ୍! ବିନା କୌଣସି ଚାର୍ଜରେ ପ୍ରତିଦିନ ୫ ଜିବିର ମାଗଣା ଇଣ୍ଟରନେଟ୍

କରୋନା ଭାଇରସ ପାଇଁ ଅଧିକରୁ ଅଧିକ ଲୋକ ଘରେ ବସି କାମ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତ ସଞ୍ଚାର ନିଗମ ଲିମିଟେଡ ବା BSNL ନିକଟରେ ଏକ ଜବରଦସ୍ତ ପ୍ଲାନ ଯୋଗାଇ ଦେଇଛି । ଘରେ ବସି କାମ କରୁଥିବା ଲୋକଙ୍କୁ…

ଗଞ୍ଜାମର ମେରୁଯାତ୍ରା ବନ୍ଦ୍ କରିବାକୁ ନିଷ୍ପତ୍ତି

ଗଞ୍ଜାମ, ୧୨ା୪(ଓଡ଼ିଶା ଭାସ୍କର): ଚଳିତବର୍ଷ ମହାମାରୀ କରୋନାର କରାଳ ପ୍ରକୋପରେ ସାରା ବିଶ୍ୱ ତଥା ଆମ ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହାସହ କରୋନା ମୁକାବିଲା ପାଇଁ ଦେଶ ତଥା ରାଜ୍ୟବ୍ୟାପୀ ଲକ୍ ଡାଉନ ଜାରି ରହିଥିବାରୁ…

୨୩ ବର୍ଷ ଭାରତରେ ଲୁଚି ରହିଥିଲା ଦୋଷୀ, ବାଲାଂଦେଶ ସଂସ୍ଥାପକ ତଥା ବଙ୍ଗ ବନ୍ଧୁଙ୍କୁ ହତ୍ୟା ମାମଲାର ଦୋଷୀକୁ ଫାଶୀ

ଢ଼ାକା, ୧୨ା୪: ବାଲାଂଦେଶର ସଂସ୍ଥାପକ ତଥା ବଙ୍ଗ ବନ୍ଧୁ ନାମରେ ପରିଚିତ ଶେଖ୍ ମୁଜୀବୁର ରହମାନଙ୍କୁ ହତ୍ୟା ମାମଲାରେ ରବିବାର ବାଲାଂଦେଶ ସେନାର ଜଣେ ପୂର୍ବତନ କ୍ୟାପଟେନଙ୍କୁ ରବିବାର ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି ।…