ମୋଦିଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନଙ୍କ ଧନ୍ୟବାଦ

ନୂଆଦିଲ୍ଲୀ, ୧୦ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ । ଇସ୍ରାଏଲକୁ ହାଇଡ୍ରୋକ୍ଲୋରୋକୁଇନ ଯୋଗାଇ ଦେଇଥିବାରୁ ସେ ମୋଦିଙ୍କୁ ଧନ୍ୟବାଦ…

ଗଞ୍ଜାମରେ କାର୍ଯ୍ୟକ୍ଷମ ହେଲା କୋଭିଡ଼-୧୯ ହସ୍ପିଟାଲ୍

ଗଞ୍ଜାମ, ୧୦ା୪(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରିମଧ୍ୟରେ ଗଞ୍ଜାମରେ ଆଜି କାର୍ଯ୍ୟକ୍ଷମ ହୋଇଛି କୋଭିଡ଼-୧୯ ହସ୍ପିଟାଲ । ବ୍ରହ୍ମପୁର ଉପକଣ୍ଠ…

କେଉଁ କାରଣରୁ ବନ୍ଦ ହୋଇଥିଲା ସୁପରିହିଟ୍ ଶୋ ‘ଶକ୍ତିମାନ’, ଜାଣନ୍ତୁ

ମୁମ୍ବାଇ,୧୦ ।୪: ଦୂରଦର୍ଶନରେ ପୁରୁଣା ସିରିଏଲଗୁଡିକ ପୁନର୍ବାର ପ୍ରସାରଣ କରିବା ଦ୍ୱାରା ତାହା ପୁରୁଣା ସ୍ମୃତିକୁ ପୁନର୍ଜୀବିତ କରୁଛି । ୮୦ ଓ ୯୦ ଦଶକରେ ସିରିଏଲକୁ ଆଜି ବି ଲୋକମାନେ ଭୁଲିନାହାନ୍ତି । ସେହିପରି ୯୦…

କ୍ରାଇମବ୍ରାଞ୍ଚ ପକ୍ଷରୁ କରୋନା ନେଇ ଆଡ଼ଭାଇଜରି ଜାରି

ଭୁବନେଶ୍ୱର, ୧୦ା୪(ଓଡ଼ିଶା ଭାସ୍କର): କରୋନା ଭାଇରସ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଡ଼ଭାଇଜରି ଜାରି ହୋଇଛି । ସାଇବର ଠକେଇ ସମ୍ପର୍କିତ ୭ଟି ଆଡ଼ଭାଇଜରି ଜାରି କରାଯାଇଛି । ଫେକ୍ କାଗଜପତ୍ର ସୋସିଆଲ ମିଡ଼ିଆରେ ପୋଷ୍ଟ…

ରାଜୀବ ଶୁକ୍ଲାଙ୍କ ବଡ ବୟାନ୍: କହିଲେ- ୧୫ ଏପ୍ରିଲ ପରେ ବି ହେବନାହିଁ IPL !

ନୂଆଦିଲ୍ଲୀ,୧୦ ।୪: କରୋନା ଭାଇରସ୍ କାରଣରୁ ଇଣ୍ଡିଆନ୍ ପ୍ରିମିୟମ ଲିଗକୁ ପୂର୍ବରୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି । ବର୍ତ୍ତମାନର ପରିସ୍ଥିତିକୁ ଦେଖି ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି ଯେ,…

ବିରାଟଙ୍କୁ ବ୍ରେକ୍ ,ଷ୍ଟୋକ୍ସ ଲିଡିଂ କ୍ରିକେଟର ଇନ ଦ ୱାର୍ଲ୍ଡ

ଭୁବନେଶ୍ୱର,୧୦.୪(ଓଡ଼ିଶା ଭାସ୍କର):ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବିଗତ ୩ ବର୍ଷ ଧରି ଚାଲି ଆସୁଥିବା ଦବଦବାକୁ ଶେଷ କରିଛନ୍ତି ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ । ୱିସଡେନ କ୍ରିକେଟର ଅଫ ଦି ଇୟର ହେବାର ସୌଭାଗ୍ୟ…

ପୃଥିବୀ ଉପରେ ଆଉ ଏକ ବଡ ବିପଦ: ଓଜୋନ ସ୍ତରରେ ବଡ ଛିଦ୍ର, ହୋଇପାରେ ଅଘଟଣ

କରୋନା ଭାଇରସରେ ବିଶ୍ୱ ଲଢୁଥିବା ବେଳେ ପୃଥିବୀ ଉପରେ ଆଉ ଏକ ବିପଦ ବଢିବାରେ ଲାଗିଛି । ରିପୋର୍ଟ ମୁତାବକ, ଉତ୍ତର ଧ୍ରୁବରେ ଆର୍କଟିକା ଉପରେ ଥିବା ଓଜୋନ ସ୍ତରରେ ବହୁତ ବଡ ଛିଦ୍ର ରହିଛି । ବୈଜ୍ଞାନିକଙ୍କ କହିବା…

ତୁରନ୍ତ ଛାଡନ୍ତୁ ଏହି ଅଭ୍ୟାସ ନହେଲେ ଖୁବଶୀଘ୍ର ହେବେ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୦.୪(ଓଡ଼ିଶା ଭାସ୍କର):କରୋନା ଭାଇରସରୁ ବଂଚିବାକୁ ସଫାସୁତୁରା ରହିବା ସହ କିଛି ପୁରୁଣା ଅଭ୍ୟାସ ଆପଣଙ୍କୁ ଛାଡିବାକୁ ପଡିବ । ନହେଲେ ଆପଣ ସଂକ୍ରମିତ ହେବା ନିଶ୍ଚିତ । ମେଡିକାଲ ଏକ୍ସପଟଙ୍କ ଅନୁଯାୟୀ…

କରୋନା ଭାଇରସ୍: ଭାରତରେ ବଢ଼ୁଛି ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୦ା୪: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୯୯କୁ ବୃଦ୍ଧି ପାଇଛି । ଏହାସହ…

କଳାହାଣ୍ଡିରେ ଦ୍ୱିତୀୟ କରୋନା ଭାୟା କ୍ରିକେଟ୍

କଳାହାଣ୍ଡି,୧୦.୪(ଓଡ଼ିଶା ଭାସ୍କର):ରାଜ୍ୟରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଗୋଟିଏ ଦିନରେ ୬ ଜଣଙ୍କ ରିପୋର୍ଟ ପଜେଟିଭ୍ ଆସିଛି । ଏଥିମଧ୍ୟରୁ ଜଣେ ପଜେଟିଭ କଳାହାଣ୍ଡିର ।ଏହାକୁ ମିଶାଇ…