ସ୍ୱର ଶୁଣିବା ମାତ୍ରେ କହିଦେବ କରୋନାର ଲକ୍ଷଣ! ଏପରି ଆପ୍ ପ୍ରସ୍ତୁତ ହୋଇଥିବା ଦାବି

ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍ ବା କୋଭିଡ୍-୧୯କୁ ନେଇ ଅନେକ ଆପ୍ ପ୍ରସ୍ତୁତ ହୋଇସାରିଛି । କିନ୍ତୁ ଏବେ ଏକ ନୂଆ ଆପ୍ ଆସିଛି, ଯାହାକି ସ୍ୱର ଶୁଣିବା ମାତ୍ରେ କରୋନା ଲକ୍ଷଣକୁ ଚିହ୍ନଟ କରିଦେବ । କାର୍ନେଗୀ ମେଲନ…

ପିତୃଙ୍କ ବିୟୋଗ ସତ୍ତ୍ୱେ ଛୁଟି ନନେଇଥିବାରୁ କଟକ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର, ୭ା୪(ଓଡ଼ିଶା ଭାସ୍କର): କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ପିତୃଙ୍କ ବିୟୋଗ ସତ୍ତ୍ୱେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପ୍ରଶଂସା କରିଛନ୍ତି । କରୋନାଚଳି…

କରୋନା ମୃତକଙ୍କ ଶବ ସତ୍କାର କରିବେ ରାଜ୍ୟ ସରକାର

ଭୁବନେଶ୍ୱର, ୭ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ।  ସେ କହିଛନ୍ତି କରୋନା ମୁକାବିଲା କରିବା ପାଇଁ ୩୦୦ଜଣ ଡାକ୍ତର ସ୍ୱେଚ୍ଛାକୃତ ଭାବେ…

ଲକ୍-ଡାଉନରେ ସିଗାରେଟ୍ ପାଇଁ ଅନ୍ୟ ଦେଶରେ ପହଞ୍ଚିଲା ବ୍ୟକ୍ତି, ହେଲିକପ୍ଟର ଯୋଗେ ଉଦ୍ଧାର

କରୋନା ଭାଇରସ ଯୋଗୁଁ ଅଧିକାଂଶ ଦେଶରେ ଲକ୍-ଡାଉନ୍ ଜାରି ରହିଛି । ସେଥିପାଇଁ ଲୋକମାନେ ଘରେ ବସି କାମ କରିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ସିଗାରେଟ୍ ଟାଣିବାର ଅଭ୍ୟାସ ଥିବା ଜଣେ ବ୍ୟକ୍ତି ଯାହା କଲେ , ତାହା ଜାଣି…

ଗତ ୨୪ଘଣ୍ଟାରେ କରୋନାରେ ୩୫୪ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୭ା୪: ପ୍ରତିଦିନ ପରି କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ କ୍ୱରେଣ୍ଟାଇନରେ ଥିବା ଲୋକଙ୍କୁ ନୀରିକ୍ଷଣ…

କରୋନା ବିରୋଧରେ ଜିତିଲେ ୮୨ ବର୍ଷୀୟ ବୃଦ୍ଧ

ନୂଆଦିଲ୍ଲୀ, ୭ା୪: କରୋନା ବିରୋଧରେ ଲଢ଼େଇ କରି ଜଣେ ୮୨ ବର୍ଷୀୟ ବୃଦ୍ଧା ଯୁଦ୍ଧ ଜିତିଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଥିବା ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି…