ଗ୍ୟାଙ୍ଗ୍ଷ୍ଟର ହାଇଦର୍ର ପୁଅକୁ ମିଳିଲାନି ପାରୋଲ୍, ୪୦ ଦିନିଆ ଜାମିନ୍ ଆବେଦନକୁ ଖାରଜ କଲେ କୋର୍ଟ
କେନ୍ଦ୍ରାପଡ଼ା, (ଭାସ୍କର ନ୍ୟୁଜ୍): ଗ୍ୟାଙ୍ଗ୍ଷ୍ଟର ସେକ୍ ହାଇଦରର ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ପାରୋଲ୍ ପାଇଁ ଆବେଦନ କରିଥିଲା ବଡ଼ ପୁଅ ସେକ ମୁନା । ହେଲେ ଏହି ଆବେଦନକୁ କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ୍ ଖାରଜ…