କରୋନା ମୃତକଙ୍କ ପରିବାରକୁ ଆଶ୍ୱସ୍ତି! ଏବେ ପ୍ରତି ମାସରେ ମିଳିବ ଏତେ ଟଙ୍କାର ପେନସନ, ଶ୍ରମ ମନ୍ତ୍ରାଳୟର ମଞ୍ଜୁରୀ

ନୂଆଦିଲ୍ଲୀ: କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ଯୋଗୁଁ ଦେଶରେ ଲକ୍ଷାଧିକ ଜୀବନ ଚାଲିଯାଇଛି । ଏହାରି ମଧ୍ୟରେ କରୋନା ମୃତକଙ୍କ ପରିବାର ପାଇଁ ଆସିଛି ଆଶ୍ୱସ୍ତିକର ଖବର । କର୍ମଚାରୀ ରାଜ୍ୟ ବୀମା ନିଗମ ବା ESIC ନିକଟରେ…

୨୭ରୁ ଚାଲିବ ବିଶାଖାପାଟଣା-ଗୁଣୁପୁର ସ୍ୱତନ୍ତ୍ର ଟ୍ରେନ୍

ଗୁଣପୁର (ଭାସ୍କର ନ୍ୟୁଜ୍‌): କରୋନାର ଦ୍ୱିତୀୟ ଲହର ପାଇଁ ବନ୍ଦ ରହିଥିବା ବିଶାଖାପାଟଣା-ଗୁଣପୁର ଟ୍ରେନ ୨୭ ତାରିଖରୁ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବିଶାଖାପାଟଣା-ଗୁଣପୁର-ବିଶାଖାପାଟଣା…

ବିଜେନେସ୍ ଟାଇକନ୍ ସୁବତ୍ର ରୟ ସାହାରାଙ୍କ ଜିବନୀକୁ ନେଇ ଫିଲ୍ମ କରିବେ ସନ୍ଦିପ୍ ସିଂ

ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍) : ଭାରତର ବରିଷ୍ଠ ଯୁବ ଫିଲ୍ମ ନିର୍ମାତା ସନ୍ଦିପ୍ ସିଂଙ୍କ, ମାଲିକାନାଭୁକ୍ତ ଲିଜେଣ୍ଡ ଗ୍ଲୋବାଲ ଷ୍ଟୁଡିଓକୁ ସାହାରା ଇଣ୍ଡିଆ ପରିବାରର ଅଧକ୍ଷ ସୁବତ୍ର ରୟ ସାହାରାଙ୍କ ବାୟୋପିକ…

ଟ୍ୱିଟର୍‌ ଇଣ୍ଡିଆ ମୁଖ୍ୟଙ୍କୁ ମିଳିଲା ଆଶ୍ୱସ୍ତି, ୟୁପି ପୁଲିସର ନୋଟିସକୁ ରଦ୍ଦ କଲେ କର୍ଣ୍ଣାଟକ ହାଇକୋର୍ଟ

ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆର ମୁଖ୍ୟ ମନୀଷ ମାହେଶ୍ୱରୀଙ୍କୁ କର୍ଣ୍ଣାଟକା ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ସିଆରପିସିର ଧାରା ୪୧ଏ ଅନୁଯାୟୀ ଉତ୍ତର ପ୍ରଦେଶ ପୋଲିସ୍‌ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ…

ହକିରେ ଭାରତର ଦମଦାର ବିଜୟ, ପ୍ରଥମ ମ୍ୟାଚରେ ୩-୨ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଲା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଏକ ଦମଦାର ଶୁଭାରମ୍ଭ କରିଛି । ଭାରତ ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ହରାଇ ଅଭିଯାନ ଆରମ୍ଭ କରିଛି । ରୂପିନ୍ଦର ଗୋଟିଏ ଓ ମନପ୍ରୀତି ୨ଟି…

ଓଡ଼ିଶାରୁ ପୁଣି ୬୮ ଜୀବନ ନେଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ ୩୦

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟମନ୍ତ୍ରକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…

ଓଡିଶା ସିନିଅର କ୍ରିକେଟ ଟିମର ମୁଖ୍ୟ କୋଚ ଭାବେ ଦାୟିତ୍ବ ସମ୍ଭାଳିଲେ ୱାସିମ୍‌ ଜାଫର, ଆଜିଠୁ ଆରମ୍ଭ ହେବ ଅଭ୍ୟାସ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଓଡିଶା କ୍ରିକେଟ ଦଳର ନୂଆ କୋଚ ଭାବେ ନିଯୁକ୍ତ ୱାସିମ୍‌ ଜାଫର ଶୁକ୍ରବାର ଦିନ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଜାଫର କହିଛନ୍ତି ଯେ ଏହା ମୋ ପାଇଁ…

ପର୍ଣ୍ଣ ଦେଖିଲେ ଶରୀରରେ ହୋଇଥାଏ ସାଙ୍ଘାତିକ କ୍ଷତି, ସେକ୍ସ ଲାଇଫ୍ ବି ହୋଇପାରେ ନଷ୍ଟ

ଇଣ୍ଟରନେଟ ସୁବିଧା ଯୋଗୁଁ ଲୋକମାନେ ଅନେକ ତଥ୍ୟ ପାଉଥିବା ବେଳେ କେତେକ ଏହାକୁ ଖରାପ ମାଧ୍ୟମରେ ମଧ୍ୟ ବ୍ୟବହାର କରୁଛନ୍ତି । ଅଶ୍ଳୀଳ ବିଷୟବସ୍ତୁ ପାଖକୁ ପହଞ୍ଚିବା ଯୁବପୀଢ଼ିଙ୍କ ପାଇଁ ସହଜ କରିଛି ଇଣ୍ଟନେଟ୍ ।…

ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ଦୁଇ ହଜାର ତଳେ: ଆଜି ଚିହ୍ନଟ ହେଲେ ୧୮୬୪ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସମ୍ମିଳନୀ: ଅଗଷ୍ଟ ୨୩ରୁ ଏକକ ପିଜି ଏଣ୍ଟ୍ରାନ୍ସ, ଅକ୍ଟୋବର ୧୫ରୁ ପିଜି ନାମଲେଖା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ସମସ୍ତ ଅଣ୍ଡର ଗ୍ରାଜୁଏଟ୍‌ ଫାଇନାଲ ସେମିଷ୍ଟାର ପରୀକ୍ଷା (ବ୍ୟାକ୍‌ ପେପରକୁ ଛାଡ଼ି) ଅଗଷ୍ଟ ୧୯ ତାରିଖ ସୁଦ୍ଧା ଶେଷ ହେବ । ସେହିପରି ୟୁଜିର ବ୍ୟାକ୍‌ ପେକର ସମେତ ଫାଇନାଲ ସେମିଷ୍ଟାର…