ରାଜ୍ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ଭାଇରାଲ୍ ହେଉଛି ଅଜିଙ୍କ୍ୟ ରାହାଣେଙ୍କ ୮ ବର୍ଷ ତଳର ଟୁଇଟ୍, ଲେଖିଥିଲେ ଏପରି

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଉପରେ ଅନେକ ଆରୋପ ପ୍ରତ୍ୟାରୋପ ଲାଗିଛି । ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ପାଇଁ ତାଙ୍କୁ ଗିରଫ କରାଯାଇଛି । ରାଜ କୁନ୍ଦ୍ରା ଗିରଫ ହେବା…

ରାଜ କୁନ୍ଦ୍ରାଙ୍କ ମାମଲାରେ ବଡ଼ ଖୁଲାସା, କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ୭୦ଟି ପର୍ଣ୍ଣ ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଲୀଳ ଫିଲ୍ମ ପ୍ରସ୍ତୁତ କରିବା ମାମଲାରେ ଗିରଫ କରାଯାଇଛି । ଏହି ମାମଲାରେ ତଦନ୍ତ କରୁଥିବା ମୁମ୍ବାଇ ପୋଲିସର କ୍ରାଇବବ୍ରାଞ୍ଚକୁ…

ସୌମ୍ୟଙ୍କ ମୃତ୍ୟୁ ସରକାରୀ କ୍ୱାର୍ଟର୍ସରେ ହିଁ ହୋଇଛି, ଡିଏଫଓଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ୍

ପାରଳାଖେମୁଣ୍ଡି(ଓଡ଼ିଶା ଭାସ୍କର): ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟର ଗୁମର ଧୀରେ ଧୀରେ ଫିଟୁଛି । କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ ଆଉ ସହଯୋଗ କରୁଛି ପୋଲିସ । ସୌମ୍ୟଙ୍କ ସରକାରୀ ବାସଭବନ ଯାଞ୍ଚ…

ପାକିସ୍ତାନରେ ଆତଙ୍କୀ ଆକ୍ରମଣକୁ ଡରୁଛନ୍ତି ଚୀନ୍ କର୍ମଚାରୀ: ହାତରେ AK-୪୭ ଧରି କରୁଛନ୍ତି କାମ

ଇସଲାମାବାଦ: ପାକିସ୍ତାନରେ ହୋଇଥିବା ଆତଙ୍କୀ ଆକ୍ରମଣ ଯୋଗୁଁ ଚୀନ୍ ନାଗରିକମାନେ ଏତେ ପରିମାଣରେ ଭୟଭୀତ ଅଛନ୍ତି ଯେ ଏବେ ସେମାନେ ନିଜ ସୁରକ୍ଷା ପାଇଁ ଅସ୍ତ୍ର ଉଠାଇଛନ୍ତି । ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହେବାରେ…

କାଲି ୩,୯୯୯ ତ ଆଜି ୫୦୭: ଏପରି ରହୁଛି ଦେଶର ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ଉପର-ତଳ ହେବାରେ ଲାଗିଛି ।  ଗତକାଲି ଦେଶରେ ୩ ହଜାର ୯୯୯ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ୫୦୭ ଜଣଙ୍କର ଜୀବନ ନେଇଛି କରୋନା । ଏହାଫଳରେ ଦେଶରେ ମୋଟ ମୃତ୍ୟୁ…

ସୌମ୍ୟଙ୍କ ମୃତ୍ୟୁ ମାମଲାରୁ ହଟିବ କି ପରଦା! ଆଜି କ୍ରାଇମସିନ୍ ବୁଲି ଦେଖିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଅଡୁଆ ସୁତା ପରି ଦିନକୁ ଦିନ ଆହୁରି ଛନ୍ଦି ହେବାକୁ ଲାଗିଛି । ବର୍ତ୍ତମାନ ସୁଦ୍ଧା ପୋଲିସ ସୌମ୍ୟଙ୍କ ମୃତ୍ୟୁର କାରଣ…

ରେଲୱେରେ ଷ୍ଟେସନମାଷ୍ଟର ପାଇଁ ବାହାରିଲା ନିଯୁକ୍ତି, ଏହି ଲିଙ୍କରେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ପଶ୍ଚିମ କେନ୍ଦ୍ରୀୟ ରେଳବାଇ ଷ୍ଟେସନ ମାଷ୍ଟର ପଦବୀ ପାଇଁ ନିଯୁକ୍ତି ବାହାର କରିଛି ଭାରତୀୟ ରେଳବାଇ । ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନ କରିବାକୁ ଆଉ କମ୍ ସମୟ ବାକି ରହିଛି । ପଶ୍ଚିମ କେନ୍ଦ୍ରୀୟ…

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ: ୨୭ ଯାଏ ରାଜ୍ୟରେ ବର୍ଷା, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, (ଓଡିଶା ଭାସ୍କର): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଳଘୁଚାପର ରୂପ ନେଇଛି । ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଫଳରେ ୨୭ ତାରିଖ ଯାଏ…

କମୁନି ମୃତ୍ୟୁସଂଖ୍ୟା! ଓଡ଼ିଶାରୁ ପୁଣି ୬୭ ଜୀବନ ନେଲା କରୋନା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟମନ୍ତ୍ରକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…

ଓଡ଼ିଶାରୁ ପୁଣି ବାହାରିଲେ ପଜିଟିଭ୍, ଜାଣନ୍ତୁ ଆଜି କେତେ?

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…