ଗୃହରେ ବିଦ୍ୟୁତ ସଂଯୋଗ କରିବା ଯାଇ ୨ନାବାଳିକା ଭଉଣୀଙ୍କ ଉଠାଇଥିଲେ ଅଶ୍ଲୀଳ ଫଟୋ, ଭାଇରାଲ କରି ବନ୍ଧା ହେଲା ଅଭିଯୁକ୍ତ
ମାଲକାନଗିରି (ଭାସ୍କର ନ୍ୟୁଜ୍) : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଏମ୍.ଭି:- ୬୨ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ୨ଜଣ ନାବାଳିକା ଯୁବକଙ୍କ କଥାରେ ରାଜି ନ ହେବାରୁ ସୋସିଆଲ ମିଡିଆରେ…