କୁମ୍ଭ ମେଳା “ହରି କି ପୌରି”ରେ ସମୁହ ସ୍ନାନ, ଜମୁଛି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ
ନୁଆଦିଲ୍ଲୀ : ହରିଦ୍ୱାରରେ ଚାଲିଛି ମହାକୁମ୍ଭ ମେଳା । ତେବେ ସୋମବତି ଅମାବାସ୍ୟା ଅବସରରେ ହରିଦ୍ୱାରରେ ଆୟୋଜିତ ହୋଇଥିବା ଦ୍ୱିତୀୟ ଶାହୀ ସ୍ନାନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏକତ୍ର ହୋଇଛନ୍ତି । ସେମାନେ "ହରି କି…