Featured କମଫର୍ଟ ହୋଟେଲ୍ ରେ ଚାଲିଥିଲା ସେକ୍ସ ରାକେଟ, କାବୁ କଲା ପୋଲିସ୍ Odisha Bhaskar Bureau Jul 15, 2021 ରାଉରକେଲା(ଓଡ଼ିଶା ଭାସ୍କର): ରାଉରକେଲାର କମଫର୍ଟ ହୋଟେଲ । ନାଁ ଯେମିତି କାମ ବି ସେମିତି । ପୂରା କମଫର୍ଟରେ ଚାଲିଥିଲା ଦେହ କାରବାର । ସହରରେ ଲାଗିଥିଲା କଡ଼ା କଟକଣା ଆଉ ସେହି ନାଇଟ୍ କର୍ଫ୍ୟୁର ସୁଯୋଗରେ ମାତିଥିଲେ ଦେହ…
Breaking News ଏଲଏସିରେ ଚୀନର ନୂଆ ଚାଲ୍, ସୀମାଠାରୁ କିଛି କିମି ଦୂରରେ ତିଆରି କଲା କଂକ୍ରିଟ୍ କ୍ୟାମ୍ପ Odisha Bhaskar Bureau Jul 15, 2021 ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ଧମୁନଥିବା ବେଳେ ଏବେ ପୁଣି ଥରେ ଚୀନ ସୈନ୍ୟମାନେ, ସୀମାରେ ସକ୍ରିୟ ହେବାରେ ଲାଗିଛନ୍ତି । ଚୀନ ଏବେ ଏଲଏସି ପାଖରେ ପରମାନେଟ୍ କଂକ୍ରିଟ୍ କ୍ୟାମ୍ପ ତିଆରି କରୁଛି । କୁହାଯାଉଛି ଯେ, ଏପରି…
Featured ଭୁଲରେ ବି ଖେଳନ୍ତୁନି ଏମିତି ଦୋଳି, ନହେଲେ… Odisha Bhaskar Bureau Jul 15, 2021 ନୂଆଦିଲ୍ଲୀ: ଦୋଳି ଖେଳିବାକୁ ହୁଏତ ସମସ୍ତେ ପସନ୍ଦ କରିଥାନ୍ତି । ତେବେ ଋଷିଆର ଦୁଇଜଣ ମହିଳାଙ୍କ ଏହି ଦୋଳି ଖେଳିବା ଭାରି ପଡ଼ିଛି । ୬୩୦୦ ଫୁଟରେ ଦୋଳି ଖେଳୁଥିବା ସମୟରେ ଛିଡ଼ିଯାଇଥିଲା ଦୋଳି । ଆଉ ଏହି ଘଟଣାର ଭିଡିଓ…
Featured ଶସ୍ତା ହେବ ଖାଇବା ତେଲ; ସରକାର ଆପଣାଉଛନ୍ତି ଏହି ଉପାୟ Abinash Kumar Dhal Jul 15, 2021 ନୂଆଦିଲ୍ଲୀ: ଦେଶରେ ଦରଦାମ ବୃଦ୍ଧିକୁ ନେଇ ଜନସାଧାରଣ ଅସ୍ତବ୍ୟସ୍ତ ହେଉଛନ୍ତି । ଏପରି ସ୍ଥିତିରେ ହ୍ରାସ ପାଇବାକୁ ଯାଉଛି ଖାଇବା ତେଲର ଦାମ । ଖାଇବା ତେଲର ଦର ଦେଶବ୍ୟାପୀ ୨୦୦ ଡେଇଁଥିବା ବେଳେ ଏହା ଆଗାମୀ ଦିନରେ…
Featured ଗାନ୍ଧୀ ପରିବାର ହାତରୁ ଯିବ ଦଳର ଦାୟିତ୍ୱ ! ମଙ୍ଗ ଧରି ପାରନ୍ତି କମଲନାଥ Odisha Bhaskar Bureau Jul 15, 2021 ଓଡ଼ିଶା ଭାସ୍କର ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନ ପରେ ରାହୁଲ ଗାନ୍ଧୀ ସଭାପତି ପଦରୁ ଇସ୍ତଫା ଦେବାର ଦୁଇ ବର୍ଷରୁ ଅଧିକ ସମୟ ବିତିଗଲାଣି । ହେଲେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଏ ପର୍ଯ୍ୟନ୍ତ ନିଜର…
Breaking News ଗୋଟିଏ ପରିବାରର ୫ ଭଉଣୀ ପ୍ରଶାସନିକ ଅଧିକାରୀ, ଥରକରେ ତିନିଜଣ କଲେ ପାସ୍ Odisha Bhaskar Bureau Jul 15, 2021 ଜୟପୁର: ରାଜସ୍ଥାନର ହନୁମାନଗଢ଼ର ତିନି ଭଉଣୀ ଏକାସାଙ୍ଗରେ ରାଜ୍ୟ ପ୍ରଶାସନିକ ସେବା(ଆରଏଏସ୍) ପରୀକ୍ଷାରେ ପାସ୍ କରିଛନ୍ତି । ଏହି ସଫଳତା ସହିତ ଏହି ତିନି ଭଉଣୀ ପୂର୍ବରୁ ଆରଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା…
Featured ପୁଣି ରାଜଧାନୀକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ Abinash Kumar Dhal Jul 15, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା କଟକଣା କୋହଳ ନେଇ ଘୋଷଣା କରାଯାଇଛି । ଗୋଟିଏ ପଟେ କଟକଣା କୋହଳ କରାଯାଇଥିବା ବେଳେ ଅନ୍ୟ ପଟେ ରାଜ୍ୟକୁ ଫେରିଛି ମାଇକ୍ରୋ କଣ୍ଟେନମେଣ୍ଟ । ଖଣ୍ଡଗିରି…
Featured ଏମିତି ୧୦ ଦେଶ ଯାହାଙ୍କ ପାଖରେ ନାହିଁ ସେନା, ନିଜ କ୍ଷମତାରେ ନିଜର କରୁଛନ୍ତି ସୁରକ୍ଷା Odisha Bhaskar Bureau Jul 15, 2021 ନୂଆଦିଲ୍ଲୀ: ଦେଶର ଏକ ଜରୁରୀ ଅଙ୍ଗ ହେଉଛି ସେନା । ସେନାର କ୍ଷମତା କେତେ ତାକୁ ଦେଖି ହିଁ କୌଣସି ଦେଶର ଶକ୍ତିକୁ ଆକଳନ କରାଯାଇପାରେ । କୁହାଯାଏ ଯେଉଁ ଦେଶର ସେନା ଯେତେ ଶକ୍ତିଶାଳୀ ସେହି ଦେଶର ଶକ୍ତି ସେତେ ଅଧିକ ।…
Featured ଅଭିମାନିନୀ ଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ ଚକ Odisha Bhaskar Bureau Jul 15, 2021 ପୁରୀ: ରତ୍ନବେଦୀ ଛାଡ଼ି ନବଦିନାତ୍ମକ ଯାତ୍ରାରେ ମାଉସୀ ଘରକୁ ଆସିଛନ୍ତି ଜଗତର ନାଥ ଜଗନ୍ନାଥ । ଜନ୍ମଵେଦୀରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା। ବୁଧବାର ରାତି ପ୍ରାୟ ୧୦ଟାରେ ମହାପ୍ରଭୁଙ୍କ ପହୁଡ ନୀତି ଅନୁଷ୍ଠିତ…
Featured ସନ୍ଧି କରିନେଲେ ସିଦ୍ଧୁ ଓ ଅମରିନ୍ଦର; ପଞ୍ଜାବରେ ଆଶ୍ୱସ୍ତ କଂଗ୍ରେସ Abinash Kumar Dhal Jul 15, 2021 ନୂଆଦିଲ୍ଳୀ: ପଞ୍ଜାବ ରାଜନୀତିରେ ଓ କଂଗ୍ରେସ ଦଳରେ ରହିଥିବା ଘରକଳି ଶେଷରେ ବୁଝାମଣାରେ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଏବଂ ନଭଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଲଢେଇରେ ଶେଷରେ…