Featured ‘ଆପ୍’କୁ ପ୍ରଶଂସା କଲେ ସିଦ୍ଧୁ, ଟ୍ୱିଟ୍ ପରେ ତେଜିଲା କଂଗ୍ରେସରେ ବିବାଦ Odisha Bhaskar Bureau Jul 13, 2021 ନୂଆଦିଲ୍ଲୀ: ଅଗାମୀ ବିଧାନସଭା ନିର୍ବାଚନ ପୂବର୍ରୁ ପଞ୍ଜାବରେ ରାଜନ÷ତିକ ଉତ୍ତେଜନା ଦେଖାଦେଇଛି । କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ଏକ ଟ୍ୱିଟକୁ ନେଇ ପଞ୍ଜାବ କଂଗ୍ରେସ ଦଳ ମଧ୍ୟରେ ଅନ୍ତଃ ବିବାଦ ଦେଖାଦେଇଛି ।…
Breaking News ଟୋକିଓ ଅଲିମ୍ପିକ୍ସ: ଖେଳାଳୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ, ଦୌଡ଼ରାଣୀ ଦୂତୀ ଚାନ୍ଦ ଥିଲେ ସାମିଲ Odisha Bhaskar Bureau Jul 13, 2021 ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାଗ ନେଉଥିବା ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ଆଥଲେଟଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ଖେଳାଳି ଦୂତୀ ଚାନ୍ଦ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସହ…
Breaking News ଭାରତର ୨୫୪ କୋଟିପତି ବିଦେଶକୁ ସିଫ୍ଟ ହେବା ପାଇଁ ଆପଣାଇଛନ୍ତି ଏହି ଫଣ୍ଡା, ଜାଣନ୍ତୁ କଣ Odisha Bhaskar Bureau Jul 13, 2021 ନୂଆଦିଲ୍ଲୀ: ଭାରତର କୋଟିପତିମାନେ କିପରି ବିଦେଶ ଯାଇ ସେଠାରେ ସହଜରେ ବସିଗଲେ ଜାଣିଛନ୍ତି କି? ଏକ ଆନ୍ତର୍ଜାତୀୟ ରିପୋର୍ଟ ମାଧ୍ୟମରେ ଏହା ପ୍ରକାଶ ପାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ପ୍ରାୟ ୨୫୪ କୋଟିପତି…
Breaking News ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରୁଥିଲେ ହୁଅନ୍ତୁ ସାବଧାନ୍, ଅନ୍ଧ ହେବା ସହ ମୃତ୍ୟୁର ସମ୍ଭାବନା! Sushreejyoti Routray Jul 13, 2021 କରୋନା କାଳରେ ସମସ୍ତଙ୍କ ପାଇଁ ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି । ହ୍ୟାଣ୍ଡ ସାନିଟାଇଜରକୁ ବାରମ୍ବାର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । ସଂକ୍ରମଣରୁ ରକ୍ଷା କରିବାରେ ଏହା…
Featured ତୃତୀୟ ଲହରକୁ ଅଟକାଇବା ଆମ ସମସ୍ତଙ୍କ ଦାୟିତ୍ୱ: ମୋଦୀ Odisha Bhaskar Bureau Jul 13, 2021 ନୂଆଦିଲ୍ଲୀ: କରୋନାର ତୃତୀୟ ଲହର ଜୁଲାଇରୁ ଆରମ୍ଭ ହୋଇସାରିଛି । ୧୫ ମାସରୁ ଅଧିକ ସମୟ ଧରି କରୋନା ସଂକ୍ରମଣ ଓ ମୃତ୍ୟୁ ସମ୍ପର୍କରେ ବିଶ୍ଲେଷଣ କରୁଥିବା ହାଇଦ୍ରାବାଦର ଜଣେ ବରିଷ୍ଠ ଗବେଷକ ଏଭଳି ମତ ଦେଇଛନ୍ତି । ଦେଶେର…
Featured ସେପ୍ଟେମ୍ବରରୁ ସ୍ଫୁଟନିକ୍ ଟିକା ଉତ୍ପାଦନ ଆରମ୍ଭ କରିବ ସେରମ ଇନଷ୍ଟିଚ୍ୟୁଟ୍ Odisha Bhaskar Bureau Jul 13, 2021 ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଦେଶରେ ଏପର୍ଯ୍ୟନ୍ତ ୩୮ କୋଟିରୁ ଅଧିକ ଡୋଜ ଦିଆସାରିଛି । ସେପଟେ ଋଷର ସ୍ଫୁଟନିକ୍-ଭି ଭାକ୍ସିନର…
Breaking News ୧୧ ଟଙ୍କାରେ ମିଳିବ ୧ ଜିବି ଡାଟା ଓ ବର୍ଷ ସାରା ଚାଲିବ, ଜାଣନ୍ତୁ ଜିଓର ଦମଦାର୍ ଅଫର୍ Odisha Bhaskar Bureau Jul 13, 2021 ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିଜର ଗ୍ରାହକଙ୍କୁ ବିଭିନ୍ନ ପ୍ରକାରର ଭାଲିଡିଟି ସହ ଅଫର୍ ଦେଇ ଆସୁଛି । କମ୍ପାନୀ ପ୍ରତିଦିନ ୧ ଜିବି ଡାଟାରୁ ୩ ଜିବି ଡାଟା ପର୍ୟ୍ୟନ୍ତ ପ୍ଲାନ୍ ଦେଇ ଆସୁଛି । ତେବେ କିଛି ପ୍ଲାନ୍ ଏମିତି…
Featured ମହିଳାଙ୍କୁ ୯ ଦିନ ଧରି ଗଣଦୁଷ୍କର୍ମ, ନିଶା ଇଞ୍ଜେକ୍ସନ ଦେଉଥିଲେ ଜୋର ଜବରଦସ୍ତ Odisha Bhaskar Bureau Jul 13, 2021 ଓଡ଼ିଶା ଭାସ୍କର ବ୍ୟୁରୋ: ସେମାନେ ୪ ଜଣ ସାଙ୍ଗ । ଚିନ୍ତାଧାରା ବି ସମାନ । କିନ୍ତୁ ସୈତାନର ମୁଣ୍ଡ ସମସ୍ତଙ୍କର । ଦେହଲୋଭରେ ପାଗଳ ଆଉ ନିଶାରେ ଚୂର୍ । ଏମିତି କାଣ୍ଡ ଭିଆଇଲେ ଯାହାକି ଭାବିଲେ ବି ଛାତି ଥରିଯିବ । ଜଣେ…
Featured ଶ୍ରୀମନ୍ଦିରରେ ଆରମ୍ଭ ହେଲା ଲେଜର୍ ସ୍କାନିଂ ପ୍ରକ୍ରିୟା Odisha Bhaskar Bureau Jul 13, 2021 ପୁରୀ: ଶ୍ରୀମନ୍ଦିରରେ ଆରମ୍ଭ ହେଲା ଲେଜର୍ ସ୍କାନିଂ । ଜଗମୋହନ, ନାଟମଣ୍ଡପ ଓ ଭୋଗମଣ୍ଡପର ଲେଜର୍ ସ୍କାନିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୩ ଜୁଲାଇ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ସେନ୍ସ ଜିଓ ମେଟ୍ରିକ୍ସ…
Breaking News ଭାରତର ପ୍ରଥମ କୋଭିଡ଼ ଆକ୍ରାନ୍ତଙ୍କୁ ପୁଣି ଥରେ ହେଲା କରୋନା Sushreejyoti Routray Jul 13, 2021 ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । କିନ୍ତୁ କେରଳ ସମତେ କିଛି ରାଜ୍ୟରେ ସ୍ଥିତି ଚିନ୍ତାଜନକ ରହିଛି । ଏହାରି ମଧ୍ୟରେ ଖବର ମିଳିଛି କି, ଦେଶର ପ୍ରଥମ କରୋନା ସଂକ୍ରମିତଙ୍କୁ…