Featured ନବୀନଙ୍କ ବଡ ଘୋଷଣା: ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିଲେ ୬ କୋଟି Abinash Kumar Dhal Jul 8, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ୍ସକୁ ଆଉ ମାତ୍ର ୧୫ ଦିନ ବାକି ରହିଥିବା ବେଳେ ଓଡିଆ ଆଥଲେଟଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
Featured ପୁରୀବାସୀଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ; ଆଉ କଣ କହିଲେ ଜାଣନ୍ତୁ Abinash Kumar Dhal Jul 8, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରାର ସୁପରିଚଳନା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
Featured ରଥଯାତ୍ରାକୁ ନେଇ ଘନଘନ ବୈଠକ: ଡିଜିଟାଲ ଦର୍ଶନ ଉପରେ ଗୁରୁତ୍ୱ Abinash Kumar Dhal Jul 8, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତବର୍ଷ କୋଭିଡ କଟକଣାରେ ବିନାଭକ୍ତରେ ଅନୁଷ୍ଠିତ ହେବ ରଥଯାତ୍ରା । ରଥଯାତ୍ରା ଅୟୋଜନକୁ ନେଇ ଘନଘନ ବୈଠକ ଜାରି ରହୁଛି। ଗୁରୁବାର ଗଜପତି ମହାରାଜାଙ୍କ ଅଧକ୍ଷତାରେ ଭରଚୁଆଲ୍ ବୈଠକ…
Featured ଯେଉଁ ପଦବୀରେ ବାପା ଭରିଥିଲେ ଉଡ଼ାଣ, ସେହି ପଦବୀରେ ଏବେ ଜ୍ୟୋତିରାଦିତ୍ୟ ବିରାଜମାନ! Odisha Bhaskar Bureau Jul 8, 2021 ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଡ୍ରିମ୍ ଟିମ୍'ରେ ସ୍ଥାନ ପାଇଛନ୍ତି । ପ୍ରାୟ ଦେଢ଼ ବର୍ଷ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ଯୋଗ…
Featured ସୌନ୍ଦର୍ଯ୍ୟ-ପ୍ରେମ-ଶାନ୍ତିର ଭୂମି ଓଡ଼ିଶା: ଗଣେଶୀ ଲାଲ୍; ଆଉ କଣ କହିଲେ ରାଜ୍ୟପାଳ ଜାଣନ୍ତୁ Odisha Bhaskar Bureau Jul 8, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରାଚୀନ ଉତ୍କଳର ଗୌରବମୟ ଗାଥାକୁ ବହନ କରି ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ହୋଇଛି ଓଡ଼ିଶା । ଏଥିସହ ସ୍ନେହ-ଶାନ୍ତି-ସଂହତିର ଦେବଭୂମି ଓଡ଼ିଶା । ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପୂର୍ବରୁ ମୋ…
Featured ଚା’ ବିକାଳି ପାଲଟିଛନ୍ତି ତେନ୍ଦୁଲକରଙ୍କ ସହ ଖେଳୁଥିବା ଏହି ଖେଳାଳି Abinash Kumar Dhal Jul 8, 2021 ଗୌହାଟୀ: ଏକଦା କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍ ଲକ୍ଷ୍ମଣଙ୍କ ପରି ଖେଳାଳିଙ୍କୁ ବୋଲିଂ କରିଥିବା କ୍ରିକେଟର ଆଜିକା ସମୟରେ ଚା ବିକୁଛନ୍ତି । ଆସାମର ବାମହାତୀ ସ୍ପିନର ପ୍ରକାଶ…
Breaking News ଚାଷ ପାଇଁ ଲକ୍ଷେ କୋଟି : କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି Abinash Kumar Dhal Jul 8, 2021 ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଆମୂଳଚୂଳ ପରିବର୍ତ୍ତନ ପରେ ଗୁରୁବାର ବଡ ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର । ଚାଷୀ ଓ ଚାଷର ଉନ୍ନତି ପାଇଁ ୧ ଲକ୍ଷ କୋଟିର ସହାୟତା ରାଶି ଘୋଷଣା କରାଯାଇଛି । କେନ୍ଦ୍ର ସରକାରଙ୍କ…
Featured ପୁଲିସ ପଞ୍ଝାରେ ରସିକିଆ ବର, ଟଙ୍କା ପାଇଁ କରିଥିଲା ଏକାଧିକ ବିବାହ Odisha Bhaskar Bureau Jul 8, 2021 ଭୁବନେଶ୍ୱର(ଓଡିଶା ଭାସ୍କର): ଧନୀ ଝିଅ ସାବଧାନ । ଟିକେ ଅସାବଧାନ ଆପଣଙ୍କୁ ଭୟଙ୍କର ଭାବେ ଫସାଇ ଦେଇପାରେ । ସାବଧାନ ଥାଆନ୍ତୁ ଶୋ ଅଫ୍ ବରପାତ୍ରଙ୍କ ଠାରୁ । ଏମିତି ଯୁବକଙ୍କ ହାବୁଡ଼ରେ ପଡିବ ପୂର୍ବରୁ ଭଲ ଭାବରେ…
Breaking News ୧୧ରୁ ଖୋଲିବ ହୀରାକୁଦ୍ ଗେଟ୍, ହେବ ବନ୍ୟାଜଳ ନିଷ୍କାସନ Odisha Bhaskar Bureau Jul 8, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୧ ତାରିଖରେ ଖୋଲିବ ହୀରାକୁଦ୍ ଗେଟ୍ । ୧୧ ତାରିଖ ଦିନ ୧୧ଟା ସମୟରେ ହୀରାକୁଦ୍ ରୁ ବନ୍ୟା ଜଳ ନିଷ୍କାସନ ହେବ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ଡ୍ୟାମ କର୍ତ୍ତୃପକ୍ଷ…
Breaking News ଗଣଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ପୂରାଇଲେ ବୋତଲ, ଭିଡିଓ ବି ଭାଇରାଲ୍ କଲେ: ଏବେ ପୁଲିସ୍ ଘୋଷଣା କରିଛି ପୁରସ୍କାର, ପଢ଼ନ୍ତୁ ପୂରା ଖବର Odisha Bhaskar Bureau Jul 8, 2021 ବେଙ୍ଗାଲୁରୁ: ବେଙ୍ଗାଲୁରୁ ପୁଲିସ୍ ବାଂଲାଦେଶୀ ମହିଳାଙ୍କ ସହିତ ଗଣଦୁଷ୍କର୍ମ ଏବଂ ଅତ୍ୟାଚାର କରିବା ମାମଲାରେ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିମଧ୍ୟରେ ଦୁଇ ଜଣ ମହିଳା ମଧ୍ୟ ସାମିଲ ଥିବା ବେଳେ ୧୧ଜଣ…