fbpx

୪୬ଟି ଟ୍ରେନରେ ଲଗାଯାଇଛି ୯୨ଟି ସାଧାରଣ ଶ୍ରେଶୀ କୋଚ୍, ଆଉ ୨୨ଟି ପାଇଁ ଯୋଜନା

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ସାଧାରଣ ବର୍ଗର ଯାତ୍ରୀମାନଙ୍କୁ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ୪୬ଟି ଗୁରୁତ୍ୱପୂର୍ଣ୍ଣ ଦୀର୍ଘ ଦୂରତା ଅତିକ୍ରମ କରୁଥିବା ଟ୍ରେନ୍ ରେ ୯୨ଟି ନୂଆ ସାଧାରଣ ଶ୍ରେଣୀର କୋଚ୍ ଲଗାଇ କୋଚ୍ ସଂଖ୍ୟା ବୃଦ୍ଧି କରିଛି । ଏହାବ୍ୟତୀତ ଅନ୍ୟ ୨୨ଟି ଟ୍ରେନ୍ କୁ ଚିହ୍ନଟ କରାଯାଇଛି ଏବଂ ଖୁବ୍ ଶୀଘ୍ର ସେଥିରେ ଅତିରିକ୍ତ ସାଧାରଣ ଶ୍ରେଣୀ କୋଚ୍ ଲଗାଇବାକୁ ଯୋଜନା କରାଯାଇଛି ।

ଯେଉଁ ଟ୍ରେନ୍ ଗୁଡ଼ିକରେ ଅତିରିକ୍ତ କୋଚ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି, ସେଗୁଡ଼ିକ ମଧ୍ୟରେ ନିମ୍ନଲିଖିତଗୁଡିକ ଅନ୍ତର୍ଭୁକ୍ତ:

୧୫୬୩୪/୧୫୬୩୩ ଗୌହାଟୀ ବିକାନେର ଏକ୍ସପ୍ରେସ,
୧୫୬୩୧/୧୫୬୩୨ ଗୌହାଟୀ ବାରମେର ଏକ୍ସପ୍ରେସ,
୧୫୬୩୦/୧୫୬୨୯ ସିଲଘାଟ ଟାଉନ ତାମ୍ବରାମ ନଗାଓଁ ଏକ୍ସପ୍ରେସ,
୧୫୬୪୭/୧୫୬୪୮ ଗୌହାଟୀ ଲୋକମାନ୍ୟ ତିଳକ ଏକ୍ସପ୍ରେସ,
୧୫୬୫୧/୧୫୬୫୨ ଗୌହାଟୀ ଜାମ୍ମୁ ତାୱି ଏକ୍ସପ୍ରେସ,
୧୫୬୫୩/୧୫୬୫୪ ଗୌହାଟୀ ଜାମ୍ମୁ ତାୱି ଏକ୍ସପ୍ରେସ,
୧୫୬୩୬/୧୫୬୩୫ ଗୌହାଟୀ ଓଖା ଏକ୍ସପ୍ରେସ,
୧୨୫୧୦/୧୨୫୦୯ ଗୌହାଟୀ ବେଙ୍ଗାଲୁରୁ ସୁପରଫାଷ୍ଟ ଏକ୍ସପ୍ରେସ,
୧୫୯୦୯/୧୫୯୧୦ ଦିିବ୍ରୁଗଡ଼ ଲାଲଗଡ଼ ଅବଧ ଆସାମ ଏକ୍ସପ୍ରେସ,
୨୦୪୧୫/୨୦୪୧୬ ବାରାଣସୀ ଇନ୍ଦୋର ସୁପର ଫାଷ୍ଟ ଏକ୍ସପ୍ରେସ,
୨୦୪୧୩/୨୦୪୧୪ କାଶୀ ମହାକାଳ ବାରାଣସୀ ଇନ୍ଦୋର ସୁପରଫାଷ୍ଟ ଏକ୍ସପ୍ରେସ,
୧୩୩୫୧/୧୩୩୫୨ ଧାନବାଦ ଆଲାପୁଜା ଏକ୍ସପ୍ରେସ,
୧୪୧୧୯/୧୪୧୨୦ କାଠଗୋଦାମ ଡେରାଡୁନ ଏକ୍ସପ୍ରେସ,
୧୨୯୭୬/୧୨୯୭୫ ଜୟପୁର ମହୀଶୂର ସୁପରଫାଷ୍ଟ ଏକ୍ସପ୍ରେସ,
୧୭୪୨୧/୧୭୪୨୨ ତିରୁପତି କୋଲ୍ଲାମ ଏକ୍ସପ୍ରେସ,
୧୨୭୦୩/୧୨୭୦୪ ହାୱଡା ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ,
୧୨୨୫୩/୧୨୨୫୪ ବେଙ୍ଗାଲୁରୁ ଭାଗଲପୁର ଏକ୍ସପ୍ରେସ,
୧୬୫୨୭/୧୬୫୨୮ ଯଶବନ୍ତପୁର କନ୍ନୁର ଏକ୍ସପ୍ରେସ,
୧୬୨୦୯/୧୬୨୧୦ ଆଜମେର ମହୀଶୂର ଏକ୍ସପ୍ରେସ,
୧୨୭୦୩/୧୨୭୦୪ ହାୱଡା ସିକନ୍ଦରାବାଦ ଏକ୍ସପ୍ରେସ,
୧୬୨୩୬/୧୬୨୩୫ ମହୀଶୂର ଟୁଟିକୋରିନ ଏକ୍ସପ୍ରେସ,
୧୬୫୦୭/୧୬୫୦୮ ଯୋଧପୁର ବେଙ୍ଗାଲୁରୁ ଏକ୍ସପ୍ରେସ,
୨୦୬୫୩/୨୦୬୫୪ କେଏସଆର ବେଙ୍ଗାଲୁରୁ ସିଟି ବେଲଗାଭି ସୁପରଫାଷ୍ଟ ଏକ୍ସପ୍ରେସ,
୧୭୩୧୧/୧୭୩୧୨ ଚେନ୍ନାଇ ସେଣ୍ଟ୍ରାଲ ହୁବଳି ସୁପରଫାଷ୍ଟ ଏକ୍ସପ୍ରେସ,
୧୨୨୫୩/୧୨୨୫୪ ବେଙ୍ଗାଲୁରୁ ଭାଗଲପୁର ଅଙ୍ଗ ଏକ୍ସପ୍ରେସ,
୧୬୫୫୯/୧୬୫୯୦ ବେଙ୍ଗାଲୁରୁ ସିଟି ସାଙ୍ଗଲି ରାଣୀ ଚେନ୍ନାମ୍ମା ଏକ୍ସପ୍ରେସ,
୦୯୮୧୭/୦୯୮୧୮ କୋଟା ଜଙ୍କସନ ଦାନପୁର ସୁପରଫାଷ୍ଟ ଏକ୍ସପ୍ରେସ,
୧୯୮୧୩/୧୯୮୧୪ କୋଟା ସିରସା ଏକ୍ସପ୍ରେସ,
୧୨୯୭୨/୧୨୯୭୧ ଭାବନଗର ବାନ୍ଦ୍ରା ଟର୍ମିନସ ସୁପରଫାଷ୍ଟ ଏକ୍ସପ୍ରେସ,
୧୯୨୧୭/୧୯୨୧୮ ଭେରାଭାଲ ଜଙ୍କସନ ମୁମ୍ବାଇ ବାନ୍ଦ୍ରା ଭେରାଭାଲ ଜଙ୍କସନ ସୌରାଷ୍ଟ୍ର ଜନତା ଏକ୍ସପ୍ରେସ,
୨୨୯୫୬/୨୨୯୫୫ ମୁମ୍ବାଇ ବାନ୍ଦ୍ରା – ଭୁଜ କଚ୍ଛ ସୁପରଫାଷ୍ଟ ଏକ୍ସପ୍ରେସ,
୨୦୯୦୮/୨୦୯୦୭ ଭୁଜ ଦାଦର ସୟାଜୀ ନଗରୀ ସୁପରଫାଷ୍ଟ ଏକ୍ସପ୍ରେସ,
୧୧୩୦୧/୧୧୩୦୨ ମୁମ୍ବାଇ ବେଙ୍ଗାଲୁରୁ ଉଦୟନ ଏକ୍ସପ୍ରେସ,
୧୨୧୧୧/୧୨୧୧୨ ମୁମ୍ବାଇ ଅମରାବତୀ ସୁପରଫାଷ୍ଟ ଏକ୍ସପ୍ରେସ,
୧୨୧୩୯/୧୨୧୪୦ ଛତ୍ରପତି ଶିବାଜୀ ଟର୍ମିନାଲ ନାଗପୁର ସେବାଗ୍ରାମ ଏକ୍ସପ୍ରେସ
ଏହି ସମସ୍ତ ଟ୍ରେନରେ ଏହି ଅତିରିକ୍ତ କୋଚ୍ ସାଧାରଣ ଲୋକଙ୍କୁ ଯାତ୍ରାରେ ବହୁତ ଆଶ୍ୱସ୍ତି ପ୍ରଦାନ କରିବ ।

Get real time updates directly on you device, subscribe now.