Lumpy Virus: ସଂକ୍ରମିତ ଗାଈର କ୍ଷୀର ପିଇଲେ କ’ଣ କ୍ଷତି ହେବ, ଜାଣନ୍ତୁ ବିଶେଷଜ୍ଞଙ୍କ ମତାମତ
ନୂଆଦିଲ୍ଲୀ: ଲମ୍ପି ଭାଇରସ ବ୍ୟାପିବା କାରଣରୁ ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ ଦୁଧ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି । ପଞ୍ଜାମ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ଗ୍ରାମୀଣ ଅଞ୍ଚଳର ଦୁଗ୍ଧ ଚାଷୀଙ୍କ ଜୀବିକା ହାନୀ ହୋଇଛି ।…