ମସ୍ତବଡ଼ ଭୁଲ କରିଦେଲେ ରାଜ୍ୟ ସରକାର! ଏମିତି ହୋଇଥିଲେ ଲିଟର ପିଛା ୩୫ ଟଙ୍କା କମିଥା’ନ୍ତା ପେଟ୍ରୋଲ ଡିଜେଲ ଦର…
ଓଡ଼ିଶା ଭାସ୍କର: କେନ୍ଦ୍ର ସରକାରଙ୍କ ଦ୍ବାରା ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍ଟି) ହାରରେ ବଡ଼ ସଂସ୍କାର ଘୋଷଣା ପରେ ବଜାରରେ ନିତ୍ୟ ବ୍ୟବହାର୍ଯ୍ୟ ସମାଗ୍ରୀଗୁଡିକର ଦର ମହୁ ମାତ୍ରାରେ ହ୍ରାସ ଘଟିବ ବୋଲି କୁହାଯାଉଛି।…