fbpx
Browsing Tag

MUMBAI

ବିଜେପି ବିଧାୟକ ଥାନାରେ ଗୁଳି ଚଳାଇବା ଘଟଣାରେ ବିରୋଧୀଙ୍କ ଆକ୍ରମଣ 

ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଉଲହାସନଗରରେ ବିଜେପି ବିଧାୟକ ଗଣପତ ଗାଇକୱାଡଙ୍କୁ ଶିବସେନାର ଜଣେ ନେତା ଗୁଳି କରି ହତ୍ୟା କରିଛନ୍ତି। ମୁଖ୍ୟ ବିରୋଧୀ ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ଏହି ଘଟଣାକୁ ନେଇ ରାଜ୍ୟର…

BIG BREAKING…ପୋଲିସ ଷ୍ଟେସନ ଭିତରେ ଗୁଳିବିନିମୟ; ଶିବସେନା ନେତାଙ୍କୁ ଗୁଳିକଲେ ବିଜେପି ବିଧାୟକ

ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଏକ ଥାନା ଭିତରେ ଶୁକ୍ରବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି। ଏହି ଗୁଳିବିନିମୟରେ ଦୁଇ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବିଜେପି ବିଧାୟକ-ଶିବସେନା (ସିନ୍ଦେ)…

ସାମ୍ନାକୁ ଆସିଲା ବଡ଼ ଧରଣର ହନିଟ୍ରାପ୍ ମାମଲା; ସାମ୍ବାଦିକ, ପୋଲିସ କର୍ମଚାରୀଙ୍କ ସମେତ ୪ ଗିରଫ

ମୁମ୍ୱାଇ: ମହାରାଷ୍ଟ୍ରର ଗଡ଼ଚିରୋଲିରେ ହନିଟ୍ରାପ୍ ମାମଲାରେ ପୋଲିସ ଜଣେ ମହିଳାଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଜଣେ ମହିଳା ଫେରାର ଥିବା କୁହାଯାଉଛି। ଏହି ୪ ଜଣଙ୍କୁ ନାଗପୁରରୁ ଗିରଫ କରାଯାଇଛି।…

ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ: ଜାଣନ୍ତୁ, ତାଙ୍କ କ୍ୟାରିଅରର କିଛି ସଫଳତା ବିଷୟରେ

ଓଡିଶା ଭାସ୍କର: ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ। ରାଜଧାନୀ ଭୁବନେଶ୍ୱରରେ ହିନ୍ଦୁ ବୈଦିକ ରୀତିନୀତିରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ସେ ମୁମ୍ବାଇର ଜୟକିଶିନ…

ମରାଠା ସଂରକ୍ଷଣ ମାମଲା; ଅନଶନ ଭାଙ୍ଗିଲେ ମନୋଜ ଜାରଙ୍ଗେ ପାଟିଲ

ମୁମ୍ଵାଇ: ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଆନ୍ଦୋଳନର ନେତୃତ୍ୱ ନେଇଥିବା ମନୋଜ ଜାରଙ୍ଗେ ପାଟିଲ ଅନଶନ ଶେଷ କରିଛନ୍ତି। ମହାରାଷ୍ଟ୍ର ସରକାର ତାଙ୍କ ଦାବିକୁ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କୁ ଏକ…

ମୁମ୍ବାଇ: ରାମ ମନ୍ଦିର ଶୋଭାଯାତ୍ରା ଉପରେ ଆକ୍ରମଣ ପରେ ଉତ୍ତେଜନା, ବୁଲିଲା ବୁଲଡୋଜର

ମୁମ୍ବାଇ: ମୁମ୍ବାଇର ମୀରା ରୋଡ୍ ଅଞ୍ଚଳରେ ପ୍ରଶାସନ ଏକ ବୁଲଡୋଜର ଚଳାଇଛି। ଏଠାରେ ବିପୁଳ ସଂଖ୍ୟକ ସୁରକ୍ଷା ବଳ ମୁତୟନ କରାଯାଇଛି। ଏଠାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା କାଣ୍ଡ ଘଟିଥିଲା, ଯାହାର ଅନେକ ଭିଡିଓ ମଧ୍ୟ…

(Video) ଭୟଙ୍କର ନିଆଁରେ ଜଳୁଛି ମୁମ୍ବାଇର ୬ ମହଲା କୋଠା: ସର୍ଟ ସର୍କିଟରୁ ଲାଗିଲା ନିଆଁ

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଲାଗିଛି ଭୟଙ୍କର ନିଆଁ । ସ୍ଥାନୀୟ ଡୋମ୍ବଭଲୀ ଲୋଢା ଫେଜ୍ ୨ ଖୋନା ଏଷ୍ଟ୍ରେଲା ଟାୱାରରେ ଭୀଷଣ ନିଅାଁ ଲାଗିଥିବା ଜାଣିବାକୁ ମିଳିଛି । ଏହି ନିଆଁରେ ୫-୬ ମହଲା ଗ୍ୟାଲେରୀ ଜଳିପୋଡ଼ି…

୧୮ ହଜାର କୋଟିରେ ପ୍ରସ୍ତୁତ ‘ଅଟଳ ସେତୁ’: ଆଜି ପ୍ରଧାନମନ୍ତ୍ରୀ ମୋଦୀ କରିବେ ଉଦଘାଟନ

ମୁମ୍ବାଇ: ଆଜି ଲୋକାର୍ପିତ ହେବାକୁ ଯାଉଛି ଭାରତର ସର୍ବବୃହତ ସାମୁଦ୍ରିକ ସେତୁ । ୨୨ କିଲୋମିଟର ଦୂରତାର ଏହି ‘ଅଟଳ ସେତୁ’କୁ ଆଜି ଦେଶବାସୀଙ୍କ ପାଇଁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବ୍ରିଜ…

ମା’ ଘରେ ନଥିବା ବେଳେ ୧୦ ବର୍ଷର ଝିଅକୁ ଦୁଷ୍କର୍ମ କଲା ସାବତ ବାପା

ଥାନେ: ମହାରାଷ୍ଟ୍ରର ଥାନେରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦଶ ବର୍ଷର ସାବତ ଝିଅକୁ ଦୁଷ୍କର୍ମ କରି ଗିରଫ ହେଲା ସାବତ ବାପା। ଅଭିଯୁକ୍ତ ବାପାର ବୟସ ୨୪ ବର୍ଷ । ତେବେ ନାବାଳିକାଟି ତାର ଦ୍ୱିତୀୟ ପତ୍ନୀର…

BIG BREAKING: ଫ୍ରାନ୍ସରୁ ଆସି ମୁମ୍ବାଇରେ ପହଞ୍ଚିଲା ଅଟକ ବିମାନ: ଦୀର୍ଘ ୪ ଦିନ ପରେ ଜନ୍ମମାଟିକୁ ଫେରିଲେ ୩୦୩ ଭାରତୀୟ

ନୂଆଦିଲ୍ଲୀ: ଫ୍ରାନ୍ସରୁ ଆସି ମୁମ୍ବାଇରେ ପହଞ୍ଚିଲା ଅଟକ ଥିବା ବିମାନ । ଦୀର୍ଘ ୪ ଦିନର ଅଟକ ପରେ ଭାରତ ଫେରିଛନ୍ତି ଭାରତୀୟ । ବିମାନଟି ଆଜି ଭୋର ୪ ସମୟରେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଥିବା ଜଣାପଡିଛି । ତେବେ…