fbpx
Browsing Tag

University Grants Commission-UGC

UGC ଅଧ୍ୟକ୍ଷଙ୍କ ବଡ଼ ଘୋଷଣା: ୪ ବର୍ଷିଆ ଅଣ୍ଡର ଗ୍ରାଜୁଏଟ ଡିଗ୍ରୀ ପରେ ସିଧାସଳଖ Ph.D କରିପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ୪ ବର୍ଷିଆ ଅଣ୍ଡର ଗ୍ରାଜୁଏଟ ଡିଗ୍ରୀ ପରେ ଛାତ୍ରଛାତ୍ରୀମାନେ ସିଧାସଳଖ ପିଏଚଡି କରିପାରିବେ । ଯଦି ସେମାନଙ୍କ ପାଖରେ ୭୫ ପ୍ରତିଶତ ଅଙ୍କ ବା ସମକକ୍ଷ…

UGC ପକ୍ଷରୁ ସୂଚନା: ‘ପ୍ରଫେସର ଅଫ୍ ପ୍ରାକ୍ଟିସ୍’ ନିଯୁକ୍ତିରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଚ୍ଚଶିକ୍ଷାରେ ଉନ୍ନତି ଆଣିବା, ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ଲକ୍ଷ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ଏକ୍ସପର୍ଟଙ୍କୁ ନିଯୁକ୍ତି ଦିଆଯିବ । ଚଳିତ ବର୍ଷରୁ ‘ପ୍ରଫେସର ଅଫ୍…

ମେଡିକାଲ ପରୀକ୍ଷା ପାଇଁ ଜାରି ହେଲା Exam Calendar, ଏହି ଲିଙ୍କକୁ ଯାଇ କରିପାରିବେ ଚେକ୍‌

ଓଡ଼ିଶା ଭାସ୍କର: ନ୍ୟାସନାଲ ବୋର୍ଡ଼ ଅଫ୍ ଏଗଜାମିନେସନ୍ ଇନ୍ ମେଡିକାଲ ସାଇନସେସ୍‌(NBEMS) ଏହାର ପରୀକ୍ଷା କ୍ୟାଲେଣ୍ଡର ୨୦୨୪ ଜାରି କରିଛି । ଏହି ପରୀକ୍ଷା କ୍ୟାଲେଣ୍ଡର ଅନ୍ତର୍ଗତ NEET PG, FMGE June, GPAT ଏବଂ…

ଅନଲାଇନ୍ କୋର୍ସ ପାଇଁ ଯୋଗ୍ୟ ୮୦ଟି ବିଶ୍ୱବିଦ୍ୟାଳୟର ତାଲିକା ଘୋଷଣା କଲା UGC: ମାର୍ଚ୍ଚ ୩୧ ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ: ଡିଷ୍ଟାନ୍ସ ମୋଡ଼ରେ ଶିକ୍ଷା ଗ୍ରହଣ ପାଇଁ ଆଡମିଶନ ସମୟ ପାଖେଇ ଆସୁଥିବା ବେଳେ ଓପନ ଆଣ୍ଡ ଡିଷ୍ଟାନ୍ସ ଲର୍ଣ୍ଣିଂ (ଓଡିଏଲ) ପ୍ରୋଗ୍ରାମ ପ୍ରଦାନ ପାଇଁ ସ୍ୱୀକୃତିପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ (ଏଚଇଆଇ)…

MPhil ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବେ ନାହିଁ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ମାଷ୍ଟର ଅଫ୍ ଫିଲୋସଫି (MPhil) ପାଠ୍ୟକ୍ରମ ବନ୍ଦ କଲା ୟୁଜିସି । MPhil ଏକ ମାନ୍ୟତାପ୍ରପ୍ତ ଡ଼ିଗ୍ରୀ ନୁହେଁ ତେଣୁ ଏପରି ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆବେଦନ ନ କରିବାକୁ ୟୁଜିସି ପକ୍ଷରୁ…

UGC ଜାରି କଲା ନୂଆ ଫ୍ରେମୱାର୍କ: ଆସନ୍ତାବର୍ଷରୁ ପ୍ରଥମ ଥର ପାଇଁ ଲାଗୁ ହେବ ୧ ବର୍ଷିଆ ସ୍ନାତକୋତ୍ତର ପାଠ୍ୟକ୍ରମ

ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ କରୁଛନ୍ତି । ସେଥିପାଇଁ ନୂଆ ଶିକ୍ଷା ନୀତି (ଏନଇପି ୨୦୨୦) ଅନୁସାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ…

UGC ବୃଦ୍ଧି କଲା ଫେଲୋଶିପ୍ ରାଶି: ଉପକୃତ ହେବେ ହଜାର ହଜାର ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଆସିଛି ଏକ ବଡ଼ ଖୁସି ଖବର । ୟୁଜିସି ପକ୍ଷରୁ ଜୁନିୟର ରିସର୍ଚ୍ଚ ଫେଲୋଶିପ (ଜେଆରଏଫ), ସିନିୟର ରିସର୍ଚ୍ଚ ଫେଲୋଶିପ (ଏସଆରଏଫ) ଓ ଡକ୍ଟରାଲ ଫେଲୋଶିପ ରାଶି…

UGC ଜାରି କଲା ନୂଆ ଚେକ୍ ଲିଷ୍ଟ: ଏଣିକି ବିଶ୍ୱବିଦ୍ୟାଳୟମାନେ ନିଜ ୱେବସାଇଟରେ ୧୧ ପ୍ରକାର ସୂଚନା ପ୍ରଦାନ କରିବେ

ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନିୟମିତ ଭାବେ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ଏହା ମଧ୍ୟରେ ୟୁଜିସି ପକ୍ଷରୁ ଉଚ୍ଚ…

ସାବଧାନ୍! ଆପଣଙ୍କ University ଅସଲି ତ? UGC ଜାରି କଲା ନକଲି ବିଶ୍ୱବିଦ୍ୟାଳୟ ତାଲିକା

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ତରଫରୁ ଜାରି କରାଯାଇଛି ନକଲି ବିଶ୍ୱବିଦ୍ୟାଳୟର ତାଲିକା । ଦେଶର ଅନେକ ରାଜ୍ୟରେ ଏକାଧିକ ନକଲି ୟୁନିଭର୍ସିଟି ଖୋଲି ଛାତ୍ରଛାତ୍ରୀମାନଙ୍କ ଭାଗ୍ୟ ସହ ଖେଳାଯାଉଛି…

UGCର ପରାମର୍ଶ: ଅନଲାଇନ Ph.D ଓ M.Phil ବୈଧ ନୁହେଁ, ନାମ ଲେଖାଇବା ପୂର୍ବରୁ ଯାଞ୍ଚ କରନ୍ତୁ

ନୂଆଦିଲ୍ଲୀ: ଆଜିକାଲି ଅନେକ ଏଡୁଟେକ କମ୍ପାନୀ ଅଧିନରେ ଛାତ୍ରଛାତ୍ରୀ ଅନଲାଇନରେ ଶିକ୍ଷା ଗ୍ରହଣ କରୁଥିବା ଦେଖାଯାଉଛି । ବିଶେଷ କରି କିଛି ଛାତ୍ରଛାତ୍ରୀ ଅନଲାଇନରେ ପିଏଚଡି ଓ ଏମଫିଏଲ ଡିଗ୍ରୀରେ ନାମ ଲେଖାଉଥିବା…