ଜଳଶକ୍ତି ବିଭାଗରେ କାଲିଠାରୁ ଆରମ୍ଭ ହେବ ଅବେଦନ ପ୍ରକ୍ରିୟା, ଯଥାଶୀଘ୍ର କରନ୍ତୁ ଆବେଦନ, ୧.୬୦ଲକ୍ଷ ଟଙ୍କା ମିଳିବ ଦରମା

ଜାମ୍ମୁ କାଶ୍ମୀର ଜନସେବା ଆୟୋଗ (JKPSC) ଜଳ ଶକ୍ତି ବିଭାଗରେ ଆସିଷ୍ଟାଣ୍ଟ ଇଞ୍ଜିନିୟର (ସିଭିଲ୍) ପଦବୀ ପୂରଣ ପାଇଁ ଆବେଦନ କରାଯିବ । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି (JKPSC ନିଯୁକ୍ତି ୨୦୨୨), JKPSC ଅଫିସିଆଲ୍ ୱେବସାଇଟ୍ jkpsc.nic.in ପରିଦର୍ଶନ କରି ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା (JKPSC ନିଯୁକ୍ତି 2022) ଆସନ୍ତାକାଲି ଠାରୁ ଆରମ୍ଭ ହେବ ଯଥା ୨୯ ଡିସେମ୍ବରରେ ।

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ ପାଇଁ କ୍ଲିକ୍ କରିପାରିବେ (JKPSC ନିଯୁକ୍ତି ୨୦୨୨) ସିଧାସଳଖ ଏହି ଲିଙ୍କରେ କ୍ଲିକ୍ କରି https://jkpsc.nic.in/ ଆବେଦନ କରିପାରିବେ । ଆହୁରି ମଧ୍ୟ, ଏହି ଲିଙ୍କ୍ ମାଧ୍ୟମରେ JKPSC ନିଯୁକ୍ତି ୨୦୨୨ ବିଜ୍ଞପ୍ତି PDF, ଆପଣ ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଯାଞ୍ଚ କରିପାରିବେ । ଏହି ନିଯୁକ୍ତି (JKPSC ନିଯୁକ୍ତି ୨୦୨୨ ) ପ୍ରକ୍ରିୟାରେ ମୋଟ ୫୦ଟି ଖାଲି ପଦବୀ ପୂରଣ ହେବ ।

ଅନଲାଇନ ଆବେଦନ କରିବା ପାଇଁ ଆରମ୍ଭ ତିଥି ହେଉଛି-୨୯ ଡିସରମ୍ବର

ଆବେଦନର ଶେଷ ତାରିଖ ୨୮ଜାନୁଆରୀ ୨୦୨୩ ।

-ପଦବୀର ସଂଖ୍ୟା ୫୦
-ଆବେଦନକାରୀଙ୍କ ଯୋଗ୍ୟତା ପ୍ରାପ୍ତ ସଂସ୍ଥା ବା ବିଶ୍ୱବିଦ୍ୟାଳୟରେ ସିଭିଲ ଇଞ୍ଜିନିୟରିଂରେ ଗ୍ରାଜୁଏଟ ଡିଗ୍ରୀ ହେବା ଆବଶ୍ୟକ । ଏଥିପାଇଁ ବୟସ ସୀମା ରହିଛି ୪୦ବର୍ଷ ।

ସଂରକ୍ଷିତ ବର୍ଗ ପାଇଁ ଆବେଦନ ଶୁଳ୍କ – ୧୦୦୦ ଟଙ୍କା ।
ସଂରକ୍ଷିତ ବର୍ଗ ପାଇଁ ଆବେଦନ ଶୁଳ୍କ – ୫୦୦ ଟଙ୍କା ।