fbpx

ଯେବେ ବିବାହିତା ମହିଳାମାନେ ପର ପୁରୁଷଙ୍କ ପ୍ରେମରେ ପଡନ୍ତି, ସେବେ କରନ୍ତୁ ଏପରି କାମ: ଜାଣିଲେ ଉଡିଯିବ ହୋସ୍

ପ୍ରେମ କେତେବେଳେ କାହାକୁ ବା କେଉଁଠାରେ ବି ହୋଇଯିବ, ତାହାର କଳ୍ପନା କରାଯାଇ ପାରିବ ନାହିଁ । ମହିଳାମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାଁନ୍ତି । ଅନେକଥର ବିବାହ ପରେ ମଧ୍ୟ ମହିଳାମାନେ ଅନ୍ୟ ପୁରୁଷଙ୍କ ପ୍ରେମରେ ପଡ଼ିଯାଆନ୍ତି । ଯେତେବେଳେ ସେମାନେ ପର ପୁରୁଷଙ୍କ ପ୍ରେମରେ ପଡ଼ିଯାଆନ୍ତି, ସେତେବେଳେ ସେମାରନେ କିଛି ଖାସ୍ କାମ କରନ୍ତି, ଯାହାକି ଆପଣ କେବେ ଭାବି ନଥିବେ । ଏହା ମହିଳାଙ୍କର ଏପରି ଏକ ବଡ଼ ରହସ୍ୟ, ଯାହାକୁ ସେମାନେ ନିଜ ଘର, ପରିବାର ସମେତ ସମସ୍ତ ସମ୍ପର୍କଠାରୁ ଲୁଚାଇ ରଖନ୍ତି । ଆଜି ଆମେ ମହିଳାଙ୍କର ଏପରି କିଛି ରହସ୍ୟ କହିବାକୁ ଯାଉଛି, ଯାହାକୁ ଶୁଣି ଆପଣଙ୍କ ହୋସ୍ ଉଚିଡିବ ।

ପାର୍ଟିରେ ଜାଣିଶୁଣି ପୁରୁଷଙ୍କ ନିକଟତର ହେବା :-
ରିଲେସନସିପ୍ ବିଶେଷଜ୍ଞମାନେ କହିଛନ୍ତି ଯେ ଯେତେବେଳେ ବି ମହିଳାମାନେ ଯେକୌଣସି ସଭା, ପାର୍ଟୀ କିମ୍ବା ଅନ୍ୟାନ୍ୟ କାର୍ଯ୍ୟରେ ଯୋଗ ଦିଅନ୍ତି, ସେମାନଙ୍କର ଉଦ୍ଦେଶ୍ୟ ହେଉଛି ମଜା କରିବା ଏବଂ ଚୋରାରେ ପୁଅମାନଙ୍କ ନିକଟତର ହେବା । ଏହା ଏଥିପାଇଁ କରନ୍ତି, କାରଣ ସେମାନେ ନିଜକୁ ସେକ୍ସି ଓ ସୁନ୍ଦର ବୋଲି ଦେଖାଇବାକୁ ଚାହାଁନ୍ତି । ଏହା ପରେ ଯେତେବେଳେ ପୁଅମାନେ ତାଙ୍କୁ ଦେଖିବା ଆରମ୍ଭ କରନ୍ତି, ସେତେବେଳେ ସେ ନିଜକୁ ଅଜଣା ବୋଲି ଦେଖାଇ ହୁଅନ୍ତି । ଯଦିଓ ସେ ବହୁତ ଭଲ ଭାବରେ ଜାଣିଛନ୍ତି ଯେ ପାର୍ଟୀରେ କିଏ ତାଙ୍କୁ ଅଧିକ ଦେଖୁଛନ୍ତି । ଯଦିଓ ମହିଳାଙ୍କ ପିଠି ସେହି ବ୍ୟକ୍ତିଙ୍କ ଆଡକୁ ଥାଏ, ହେଲେ ବି ସେ ଏସବୁ ବିଷୟରେ ଭଲରେ ଜାଣିଥାନ୍ତି ।

ପର ପୁରୁଷଙ୍କୁ ପ୍ରେମ କଲେ ଏପରି କରନ୍ତି :-
ବିଶେଷଜ୍ଞଙ୍କ ଅନୁଯାୟୀ, ମହିଳାମାନେ ମଧ୍ୟ ପୁରୁଷଙ୍କ ପରି ପର ପୁରୁଷମାନଙ୍କୁ ଦେଖି ଆକର୍ଷିତ ହୁଅନ୍ତି । ଏଭଳି ପରିସ୍ଥିତିରେ ଯଦିଓ ସେ ନିଜକୁ ବାହ୍ୟରୁ ନମ୍ର ଦେଖାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ପ୍ରେମର ଜୁଆର ତାଙ୍କ ମନରେ ଖେଳୁଥାଏ । ସେ ସବୁକିଛି ଚେଷ୍ଟା କରନ୍ତି, ଯାହାଦ୍ୱାରା ତାଙ୍କ ମନରେ ଉଠୁଥିବା ଜୁଆର ବିଷୟରେ କାହାକୁ ଜଣାନପଡୁ । ଏଥିପାଇଁ ସେ ନିଜ ଭାବନାକୁ ଲୁଚାଇବାକୁ ଚେଷ୍ଟା କରନ୍ତି ।

ଭିତର ମନରୁ ଖୁସିରେ ରୁହନ୍ତି :-
ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ ମହିଳାମାନେ ଅନ୍ୟ କାହାକୁ ଭଲ ପାଆନ୍ତି, ସେତେବେଳେ ସେମାନେ ତାଙ୍କ ବିଷୟରେ ପ୍ରେମଭରା କଳ୍ପନା କରିବା ଆରମ୍ଭ କରନ୍ତି । ବିଶେଷକରି ଯେତେବେଳେ ସେ ଏକୁଟିଆ ଥାଆନ୍ତି, ସେ ସମାନ ବ୍ୟକ୍ତିଙ୍କ ବିଷୟରେ ଚିନ୍ତା କରନ୍ତି, ଯାହାଙ୍କୁ ସେ ଏକପାଖିଆ ପ୍ରେମ କରନ୍ତି । ଏପରି କଳ୍ପନା ତାଙ୍କ ମନରେ ବାରମ୍ବାର ଘୁରି ବୁଲେ, ଯେ ଯେତେବେଳେ ସେ ନିଜ ପ୍ରେମିକଙ୍କୁ ଭେଟିବେ ସେତେବେଳେ ସେ କ’ଣ କରିବେ । ସେ ଚାହୁଁଥିବା ବ୍ୟକ୍ତିଙ୍କ ପ୍ରତି ସେ ସମ୍ବେଦନଶୀଳତାରେ ପରିପୂର୍ଣ୍ଣ ହୋଇଯାଆନ୍ତି । ତାଙ୍କର ଏହି କଳ୍ପନା ତାଙ୍କୁ ଭିତରୁ ଆନନ୍ଦିତ ଏବଂ ଖୁସି ରଖେ, ଯାହା ଅନ୍ୟ ଲୋକମାନେ ବୁଝି ପରନ୍ତି ନାହିଁ ।

ଫିଜିକାଲ ହେବାକୁ ଭୁଲ ବୋଲି ମଧ୍ୟ ଭାବନ୍ତି ନାହିଁ :-
ଯେତେବେଳେ ମହିଳାମାନେ ଜଣେ ଅପରିଚିତ ବ୍ୟକ୍ତିଙ୍କ ପ୍ରେମରେ ପଡ଼ନ୍ତି, ସେମାନେ ତାଙ୍କ ସହିତ ଫିଜିକାଲ ହେବା ଭୁଲ୍ ମନେ କରନ୍ତି ନାହିଁ । ସେମାନେ ଏହାକୁ ଭାବପ୍ରବଣତା ଏବଂ ସୁଖର ଏକ ଉତ୍ତମ ଉପାୟ ବୋଲି ବିବେଚନା କରନ୍ତି । ଯଦିଓ ସେ ତାଙ୍କର ଏହି ରହସ୍ୟ କାହାକୁ କୁହନ୍ତି ନାହିଁ, କିନ୍ତୁ ଅନେକ ଥର ସେ ନିଜର ରହସ୍ୟକୁ ନିଜର ଅତି ବିଶେଷ ବନ୍ଧୁଙ୍କ ଆଗରେ ପ୍ରକାଶ କରନ୍ତି ।

ଜନ୍ମରୁ ଗୁପ୍ତଚର ହୋଇଥାନ୍ତି ମହିଳା :-
ବହୁତ କମ୍ ଲୋକଙ୍କୁ ଜଣାଅଛି କି, ମହିଳାଙ୍କୁ ଜନ୍ମରୁ ଗୁପ୍ତଚର କରି ଛାଡିଛନ୍ତି ଭଗବାନ୍ । ସେ ନିଜ ପ୍ରେମିକ ବା ସ୍ୱାମୀଙ୍କୁ ପୁରା ନିୟନ୍ତ୍ରଣରୋ ରଖିବାକୁ ଚାହାଁନ୍ତି । ଏଥିପାଇଁ ସେମାନେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ, ତାଙ୍କ ଫୋନ୍ ନମ୍ବର, ଫ୍ରେଣ୍ଡ ଲିଷ୍ଟ ଓ ବନ୍ଧୁମାନଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ରଖିଥାନ୍ତି । ଏପରି କି ସେ ନିଜ ନାଁରେ ଅନେକ ଫେକ୍ ଆକାଉଣ୍ଟ ସୋସିଆଲ ମିଡିଆରେ ଅପରେଟ୍ କରନ୍ତି, ଯାହାଦ୍ୱାରା ସେମାେ;ନ ନିଜ ପାର୍ଟନରଙ୍କୁ ଅତି ସହଜରେ ଧରି ପାରନ୍ତି । ସେ ଏପରି କାମ କରନ୍ତି, ଯାହା ବିଷୟରେ ଆପଣ ସ୍ୱପ୍ନରେ କେବେ ଭାବିପାରିବେ ନାହିଁ ।
ଏପରି ଧରିପକାନ୍ତି ପୁରୁଷଙ୍କ ରହସ୍ୟ :-

ଅନେକଥର ପୁରୁଷମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି କି, ତାଙ୍କ ପତ୍ନୀ ବା ପ୍ରେମିକା ତାଙ୍କ ରହସ୍ୟ କେମିତି ଜାଣିପାରନ୍ତି । ବାସ୍ତବରେ, ମହିଳାମାନେ ଏଥିପାଇଁ ସେମାନଙ୍କର ଅନ୍ତର୍ନିହିତ ମାନସିକ କୌଶଳ ବ୍ୟବହାର କରନ୍ତି । ଏହି କୌଶଳ ମାଧ୍ୟମରେ, ମହିଳାମାନେ ଗୋଟିଏ ସୂତ୍ରକୁ ଅନ୍ୟ ସୂତ୍ର ସହିତ ସଂଯୋଗ କରିବାକୁ ଆଗେଇ ଆସନ୍ତି ଏବଂ ଶେଷରେ ନିଜ ପ୍ରେମିକ କିମ୍ବା ସ୍ୱାମୀଙ୍କୁ ରେଡ୍ ହାତରେ ଧରନ୍ତି । ସେମାନେ ନିଜ ସ୍ୱାମୀ ଏବଂ ପ୍ରେମିକମାନଙ୍କ ଫୋନ୍ ଉପରେ ନଜର ରଖିବା ଏବଂ ସାଙ୍ଗମାନଙ୍କ ସୂଚନା ମାଧ୍ୟମରେ ଏହା କରନ୍ତି । ସେଥିପାଇଁ ଯଦି ଆପଣଙ୍କର ଏକ ସମ୍ପର୍କ ଅଛି ତେବେ ସତର୍କ ରୁହନ୍ତୁ ।

Get real time updates directly on you device, subscribe now.