ଶ୍ରୀମଦ୍ ଆଞ୍ଜନେୟାଷ୍ଟୋତ୍ତରଶତନାମାବଳୀ ମଙ୍ଗଳବାରରେ ପଢନ୍ତୁ, ମିଳିବ ଶୁଭଫଳ

ଓଡ଼ିଶା ଭାସ୍କର: ଆଜି ମଙ୍ଗଳବାର। ସାଧାରଣତଃ ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନଙ୍କୁ ପୂଜା କରାଯାଇଥାଏ। ଏଥିସହ ଏହି ଦିନ ହନୁମାନ ଚାଳିଶା ପଢିବା ଦ୍ୱାରା ସବୁ ଦୁଃଖ ଦୂର ହୋଇଥାଏ। ଯଦି ଆପଣ ମଙ୍ଗଳବାର ଦିନ ଆଞ୍ଜନେୟାଷ୍ଟୋତ୍ତରଶତନାମାବଳୀକୁ ପଢ଼ନ୍ତି ତେବେ ଏହା ଆପଣଙ୍କୁ ସବୁ ସଙ୍କଟରୁ ରକ୍ଷା କରିବ।

ଶ୍ରୀମଦ୍ ଆଞ୍ଜନେୟାଷ୍ଟୋତ୍ତରଶତନାମାବଳୀ:
ଓଁ ଆଞ୍ଜନେୟାୟ ନମଃ ।
ଓଁ ମହାବୀରାୟ ନମଃ ।
ଓଁ ହନୂମତେ ନମଃ ।
ଓଁ ମାରୁତାତ୍ମଜାୟ ନମଃ ।
ଓଁ ତତ୍ତ୍ୱଜ୍ଞାନପ୍ରଦାୟ ନମଃ ।
ଓଁ ସୀତାଦେବୀମୁଦ୍ରାପ୍ରଦାୟକାୟ ନମଃ ।
ଓଁ ଅଶୋକବନିକାଚ୍ଛେତ୍ରେ ନମଃ ।
ଓଁ ସର୍ବମାୟାବିଭଞ୍ଜନାୟ ନମଃ ।
ଓଁ ସର୍ବବନ୍ଧବିମୋକ୍ତ୍ରେ ନମଃ ।
ଓଁ ରକ୍ଷୋବିଧ୍ୱଂସକାରକାୟ ନମଃ । ୧୦
ଓଁ ପରବିଦ୍ୟାପରିହର୍ତ୍ତ୍ରେ ନମଃ ।
ଓଁ ପରଶୌର୍ଯ୍ୟବିନାଶନାୟ ନମଃ ।
ଓଁ ପରମନ୍ତ୍ରନିରାକର୍ତ୍ତ୍ରେ ନମଃ ।
ଓଁ ପରଯନ୍ତ୍ରପ୍ରଭେଦକାୟ ନମଃ ।
ଓଁ ସର୍ବଗ୍ରହବିନାଶକାୟ ନମଃ ।
ଓଁ ଭୀମସେନସହାୟ୍ୟକୃତେ ନମଃ ।
ଓଁ ସର୍ବଦୁଃଖହରାୟ ନମଃ ।
ଓଁ ସର୍ବଲୋକଚାରିଣେ ନମଃ ।
ଓଁ ମନୋଜବାୟ ନମଃ ।
ଓଁ ପାରିଜାତଦ୍ରୁମୂଳସ୍ଥାୟ ନମଃ । ୨୦
ଓଁ ସର୍ବମନ୍ତ୍ରସ୍ୱରୂପବତେ ନମଃ ।
ଓଁ ସର୍ବତନ୍ତ୍ରସ୍ୱରୂପିଣେ ନମଃ ।
ଓଁ ସର୍ବଯନ୍ତ୍ରାତ୍ମିକାୟ ନମଃ ।
ଓଁ କପୀଶ୍ୱରାୟ ନମଃ ।
ଓଁ ମହାକାୟାୟ ନମଃ ।
ଓଁ ସର୍ବରୋଗହରାୟ ନମଃ ।
ଓଁ ପ୍ରଭବେ ନମଃ ।
ଓଁ ବଳସିଦ୍ଧିକରାୟ ନମଃ ।
ଓଁ ସର୍ବବିଦ୍ୟାସମ୍ପତ୍ପ୍ରଦାୟକାୟ ନମଃ ।
ଓଁ କପିସେନାନାୟକାୟ ନମଃ । ୩୦
ଓଁ ଭବିଷ୍ୟଚ୍ଚତୁରାନନାୟ ନମଃ ।
ଓଁ କୁମାରବ୍ରହ୍ମଚାରିଣେ ନମଃ ।
ଓଁ ରତ୍ନକୁଣ୍ଡଳଦୀପ୍ତିମତେ ନମଃ ।
ଓଁ ଚଞ୍ଚଦ୍ୱାଳସନ୍ନଦ୍ଧଲମ୍ବମାନଶିଖୋଜ୍ଜ୍ୱଳାୟ ନମଃ ।
ଓଁ ଗନ୍ଧର୍ବବିଦ୍ୟାତତ୍ତ୍ୱଜ୍ଞାୟ ନମଃ ।
ଓଁ ମହାବଳପରାକ୍ରମାୟ ନମଃ ।
ଓଁ କାରାଗୃହବିମୋକ୍ତ୍ରେ ନମଃ ।
ଓଁ ଶୃଙ୍ଖଳାବନ୍ଧମୋଚକାୟ ନମଃ ।
ଓଁ ସାଗରୋତ୍ତାରକାୟ ନମଃ ।
ଓଁ ପ୍ରାଜ୍ଞାୟ ନମଃ । ୪୦
ଓଁ ରାମଦୂତାୟ ନମଃ ।
ଓଁ ପ୍ରତାପବତେ ନମଃ ।
ଓଁ ବାନରାୟ ନମଃ ।
ଓଁ କେଶଶରୀସୂନବେ ନମଃ ।
ଓଁ ସୀତାଶୋକନିବାରଣାୟ ନମଃ ।
ଓଁ ଅଞ୍ଜନାଗର୍ଭସମ୍ଭୂତାୟ ନମଃ ।
ଓଁ ବାଳାର୍କସଦୃଶାନନାୟ ନମଃ ।
ଓଁ ବିଭୀଷଣପ୍ରିୟକରାୟ ନମଃ ।
ଓଁ ଦଶଗ୍ରୀବକୁଳାନ୍ତକାୟ ନମଃ ।
ଓଁ ଲକ୍ଷ୍ମଣପ୍ରାଣଦାତ୍ରେ ନମଃ । ୫୦
ଓଁ ବଜ୍ରକାୟାୟ ନମଃ ।
ଓଁ ମହାଦ୍ୟୁତୟେ ନମଃ ।
ଓଁ ଚିରଞ୍ଜୀବିନେ ନମଃ ।
ଓଁ ରାମଭକ୍ତାୟ ନମଃ ।
ଓଁ ଦୈତ୍ୟକାର୍ଯ୍ୟବିଘାତକାୟ ନମଃ ।
ଓଁ ଅକ୍ଷହନ୍ତ୍ରେ ନମଃ ।
ଓଁ କାଞ୍ଚନାଭାୟ ନମଃ ।
ଓଁ ପଞ୍ଚବକ୍ତ୍ରାୟ ନମଃ ।
ଓଁ ମହାତପସେ ନମଃ ।
ଓଁ ଲଙ୍କିଣୀଭଞ୍ଜନାୟ ନମଃ । ୬୦
ଓଁ ଶ୍ରୀମତେ ନମଃ ।
ଓଁ ସିଂହିକାପ୍ରାଣଭଞ୍ଜନାୟ ନମଃ ।
ଓଁ ଗନ୍ଧମାଦନଶୈଳସ୍ଥାୟ ନମଃ ।
ଓଁ ଲଙ୍କାପୁରବିଦାହକାୟ ନମଃ ।
ଓଁ ସୁଗ୍ରୀବସଚିବାୟ ନମଃ ।
ଓଁ ଧୀରାୟ ନମଃ ।
ଓଁ ଶୂରାୟ ନମଃ ।
ଓଁ ଦୈତ୍ୟକୁଳାନ୍ତକାୟ ନମଃ ।
ଓଁ ସୁରାର୍ଚ୍ଚିତାୟ ନମଃ ।
ଓଁ ମହାତେଜସେ ନମଃ । ୭୦
ଓଁ ରାମଚୂଡାମଣିପ୍ରଦାୟ ନମଃ ।
ଓଁ କାମରୂପିଣେ ନମଃ ।
ଓଁ ପିଙ୍ଗଳାକ୍ଷାୟ ନମଃ ।
ଓଁ ବର୍ଧିମୈନାକପୂଜିତାୟ ନମଃ ।
ଓଁ କବଳୀକୃତମାର୍ତ୍ତାଣ୍ଡମଣ୍ଡଳାୟ ନମଃ ।
ଓଁ ବିଜିତେନ୍ଦ୍ରିୟାୟ ନମଃ ।
ଓଁ ରାମସୁଗ୍ରୀବସନ୍ଧାତ୍ରେ ନମଃ ।
ଓଁ ମହିରାବଣମର୍ଦ୍ଦନାୟ ନମଃ ।
ଓଁ ସ୍ଫଟିକାଭାୟ ନମଃ ।
ଓଁ ବାଗଧୀଶାୟ ନମଃ । ୮୦
ଓଁ ନବବ୍ୟାକୃତିପଣ୍ଡିତାୟ ନମଃ ।
ଓଁ ଚତୁର୍ବାହବେ ନମଃ ।
ଓଁ ଦୀନବନ୍ଧବେ ନମଃ ।
ଓଁ ମହାତ୍ମନେ ନମଃ ।
ଓଁ ଭକ୍ତବତ୍ସଳାୟ ନମଃ ।
ଓଁ ସଞ୍ଜୀବନନଗାହର୍ତ୍ରେ ନମଃ ।
ଓଁ ଶୁଚୟେ ନମଃ ।
ଓଁ ବାଗ୍ମିନେ ନମଃ ।
ଓଁ ଧୃତବ୍ରତାୟ ନମଃ ।
ଓଁ କାଳନେମିପ୍ରମଥନାୟ ନମଃ । ୯୦
ଓଁ ହରିର୍ମର୍କଟ ମର୍କଟାୟ ନମଃ ।
ଓଁ ଦାନ୍ତାୟ ନମଃ ।
ଓଁ ଶାନ୍ତାୟ ନମଃ ।
ଓଁ ପ୍ରସନ୍ନାତ୍ମନେ ନମଃ ।
ଓଁ ଦଶକଣ୍ଠମଦାପହାୟ ନମଃ ।
ଓଁ ଯୋଗିନେ ନମଃ ।
ଓଁ ରାମକଥାଲୋଲାୟ ନମଃ ।
ଓଁ ସୀତାନ୍ୱେଷଣପଣ୍ଡିତାୟ ନମଃ ।
ଓଁ ବଜ୍ରଦଂଷ୍ଟ୍ରାୟ ନମଃ ।
ଓଁ ବଜ୍ରନଖାୟ ନମଃ । ୧୦୦
ଓଁ ରୁଦ୍ରବୀର୍ଯ୍ୟସମୁଦ୍ଭବାୟ ନମଃ ।
ଓଁ ଇନ୍ଦ୍ରଜିତ୍ପ୍ରହିତାମୋଘବ୍ରହ୍ମାସ୍ତ୍ରବିନିବର୍ତକାୟ ନମଃ ।
ଓଁ ପାର୍ଥଧ୍ୱଜାଗ୍ରସମ୍ବାସାୟ ନମଃ ।
ଓଁ ଶରପଞ୍ଜରହେଲକାୟ ନମଃ ।
ଓଁ ଦଶବାହବେ ନମଃ ।
ଓଁ ଲୋକପୂଜ୍ୟାୟ ନମଃ ।
ଓଁ ଜାମ୍ବବତ୍ପ୍ରୀତିବର୍ଦ୍ଧନାୟ ନମଃ ।
ଓଁ ସୀତାସମେତଶ୍ରୀରାମପାଦସେବାଧୁରନ୍ଧରାୟ ନମଃ । ୧୦୮
॥ ଇତି ଶ୍ରୀମଦ୍ ଆଞ୍ଜନେୟାଷ୍ଟୋତ୍ତରଶତନାମାବଳୀ ସମ୍ପୂର୍ଣ୍ଣା ॥