ସାଂଘାଇ: ଟାରିଫ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ ।
ଟାରିଫ ବିରୋଧରେ ଏକାଠି ହେବାକୁ ୟୁରୋପୀୟ ସଂଘକୁ ଆହ୍ୱାନ ଦେଲେ ଜିନପିଙ୍ଗ । ଆମେରିକାର ଟାରିଫ କଟକଣା ଏକପାଖିଆ ଧମକ ଅଟେ ।
ଟାରିଫ୍ ନେଇ ୟୁରୋପୀୟ ସଂଘ ଏକାଠି ହେବା ଆବଶ୍ୟକ । ଆମେରିକା ମୁକାବିଲା ପାଇଁ ଚରନ ଓ ୟୁରୋପୀୟ ସଂଘ ମଧ୍ୟରେ ସହଯୋଗ ଲୋଡ଼ା ।
ମିଳିତ ଭାବେ ଟାରିଫକୁ ପ୍ରତିରୋଧ କରିବା ଉଚିତ୍ ବୋଲି କହିଲେ ଜିନପିଙ୍ଗ ।