ନୂଆଦିଲ୍ଲୀ: ୨୦୨୧ ସରିବାକୁ ଆଉ ମାତ୍ର ଅଳ୍ପ ଦିନ ରହିଲା । ୨୦୨୦ ବର୍ଷ ପରି ୨୦୨୧ ରେ ମଧ୍ୟ ଅଧିକାଂଶ ଲୋକ ଘରେ ରହି ସମୟ ବିତାଇଛନ୍ତି । କରୋନା ମହାମାରୀ ପାଇଁ ବିଭିନ୍ନ କାର୍ଯ୍ୟନୁଷ୍ଠାନ ବନ୍ଦ ରହିଥିବାରୁ ଲୋକମାନେ ଘରେ ଅଧିକ ସମୟ ଅତିବାହିତ କରିଛନ୍ତି । ତେବେ ଗତ ବର୍ଷ ତୁଳନାରେ ୨୦୨୧ରେ ସୋସିଆଲ୍ ସାଇଟ୍ ର ବ୍ୟବହାର ଅଧିକ ହୋଇଛି । ଏହା ଭିତରେ ପର୍ଣ୍ଣ ସାଇଟ୍ ଗୁଡ଼ିକୁ ମଧ୍ୟ ଖୁବ୍ ସର୍ଚ୍ଚ କରାଯାଇଛି । ଏବେ ୨୦୨୧ରେ ସର୍ବାଧିକ ଥର ସର୍ଚ୍ଚ କରାଯାଇଥିବା ପର୍ଣ୍ଣ ଷ୍ଟାର୍ ମାନଙ୍କ ତଥ୍ୟ ସାମନାକୁ ଆସିଛି ।
ଆଡଲ୍ଟ ୱେବସାଇଟ୍ ପକ୍ଷରୁ ୟୁଟ୍ୟୁବ୍ ଚ୍ୟାନେଲ୍ ରେ ଡାଟା ରିଲିଜ୍ କରିଛି । ଏହାର ଲାଟେଷ୍ଟ୍ ସେଗମେଣ୍ଟ୍ କୁ ପର୍ଣ୍ଣହବ୍ ଷ୍ଟାର୍ Aria Nathaniel ହୋଷ୍ଟ୍ କରିଛନ୍ତି । ସେ ୱର୍ଲ୍ଡ ୱାଇଡ୍ ଟେଣ୍ଡସ୍ ର ଖୁଲାସା କରିଛନ୍ତି । ଯାହାକୁ ଜେନେରେସନ୍, ଜେଣ୍ଡର୍ ଓ ଡେମୋଗ୍ରାଫିକ୍ସ ଆଧାରରେ ପ୍ରସ୍ତୁତ କରାଯାଇଛି ।
ଚଳିତ ବର୍ଷ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ପର୍ଣ୍ଣ ଷ୍ଟାର୍ ତାଲିକାରେ ରହିଛନ୍ତି, Lana Rhoades, Abella Danger, Eva Elfie, Riley Reid, Mia Malkova ଙ୍କ ନାଁ ରହିଛି । ଏମାନେ ସମସ୍ତେ ଲୋକଙ୍କର ମନ ପସନ୍ଦର ଷ୍ଟାର୍ ହୋଇଛନ୍ତି । Lana Rhoades ଲୋକଙ୍କ ମନପସନ୍ଦର ଷ୍ଟାର୍ ହୋଇଥିଲେ ସୁଦ୍ଧା ୨୦୨୧ରେ ପର୍ଣ୍ଣ ଇଣ୍ଡଷ୍ଟ୍ରୀରୁ ସେ ବିଦାୟ ନେଇଛନ୍ତି । ସେ କହିଛନ୍ତି ଯେ, ଆଡଲ୍ଟ ମୁଭି କରିବାକୁ ତାଙ୍କୁ ଏବେ ପଶ୍ଚାତାପ ଅନୁଭବ ହେଉଛି ।
ୱେବସାଇଟ୍ ରୁ ଏହା ମଧ୍ୟ ଖୁଲାସା ହୋଇଛି ଯେ, ପର୍ଣ୍ଣ ଫିଲ୍ମ ଦେଖିବାରେ ସବୁଠାରୁ ଆଗରେ ରହିଛି ଆମେରିକା । ଏଠାରେ ଲୋକମାନେ ସର୍ବାଧିକ ପର୍ଣ୍ଣ ଫିଲ୍ମ ଦେଖିଥାନ୍ତି । ନମ୍ବର ୱାନ୍ ରେ ଆମେରିକା, ଦ୍ୱିତୀୟରେ ୟୁକେ, ତୃତୀୟରେ ଜାପାନ, ଚତୁର୍ଥ ରେ ଫ୍ରାନ୍ସ ଓ ୫ମରେ ରହିଛି ଇଟାଲୀ । ଏହିସବୁ ସ୍ଥାନରେ ସବୁଠାରୁ ଅଧିକ ପର୍ଣ୍ଣ ଦେଖାଯାଇଥାଏ । ଏହି ଦେଶରେ ପର୍ଣ୍ଣ ହବ୍ ରେ ସବୁଠାରୁ ଅଧିକ ଟ୍ରାଫିକ୍ ଆସିଥାଏ ।
ସେହିପରି ଚଳିତ ବର୍ଷ ସବୁଠାରୁ ଅଧିକ ପର୍ଣ୍ଣ କାଟାଗୋରୀରେ ଜାପାନୀ, ଇବୋନି, ହେନତାଇ ଓ ଏମଆଇଏଲଏଫ୍ ସାମିଲ ରହିଛି । ଏଥିମଧ୍ୟରୁ ସବୁଠାରୁ ଅଧିକ ଲୋକ ପର୍ଣ୍ଣହବ୍ ରେ ହେନତାଇ(Hentai) ଟର୍ମ ସର୍ଚ୍ଚ କରାଯାଇଛି ।