fbpx

ବନ୍ଦ ଘରୁ ମିଳିଲା ନବଦମ୍ପତ୍ତିଙ୍କ ମୃତଦେହ, ଗୋଟିଏ ଲୁଗାରେ ଝୁଲିପଡ଼ିଲେ ସ୍ୱାମୀ-ସ୍ତ୍ରୀ

ବ୍ରହ୍ମପୁର: ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ନବଦମ୍ପତ୍ତି ନବଦମ୍ପତିଙ୍କ ମୃତଦେହ ଉଦ୍ଧାର । ଗୋଟିଏ ଲୁଗାରେ ଉଭୟ ସ୍ୱାମୀ-ସ୍ତ୍ରୀ ଝୁଲିପଡ଼ିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦିଗପହଣ୍ଡି ପାଟପୁର ଥାନା ଜଗନ୍ନାଥପୁର ଗାଁରେ । ଦମ୍ପତ୍ତି କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ସ୍ୱଷ୍ଟ ହୋଇନଥିବାବେଳେ, ପାରିବାରିକ କଳହକୁ ସ୍ୱାମୀ, ସ୍ତ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛନ୍ତି ଲୋକେ । ସେପଟେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.