fbpx

ବି.ଏଲ୍. ସନ୍ତୋଷ ହୋଇପାରନ୍ତି କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ: ବି.ଏସ୍. ୟେଦ୍ଦୁରାପ୍ପାଙ୍କ ଇସ୍ତାଫା ପରେ ଏବେ କର୍ଣ୍ଣାଟକ ରାଜନୀତି ଉପରେ ସାରା ଦେଶର ନଜର । ଆହୁରି ଦୁଇ ବର୍ଷ ଶାସନ ବାକିଥିବା ବେଳେ ୟେଦ୍ଦୁଙ୍କ ଇସ୍ତଫାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି ।…

ବାଲିଝଡ଼ ନେଲା ୪ ଶିଶୁ ସମେତ ୮ ଜଣଙ୍କ ଜୀବନ: ପରସ୍ପର ସହ ଧକ୍କା ହେଲା ୨୨ ଯାନ

ନୂଆଦିଲ୍ଲୀ: ଏକ ବାଲିଝଡ଼ ପାଇଁ ୪ ଶିଶୁଙ୍କ ସମେତ ମୋଟ ୮ ଜଣଙ୍କ ପ୍ରାଣହାନୀ ହୋଇଛି । ତେବେ ଏହି ତୋଫାନ୍ ପାଇଁ ପ୍ରାୟ ୨୨ଟି ଯାନ ପରସ୍ପର ସହ ଧକ୍କା ହୋଇଥିଲେ । ଆମେରିକାର ଉଟାହରେ ସୃଷ୍ଟି ହୋଇଥିବା ଏକ ବାଲିଝଡ଼…

ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଯାଇଥିଲେ ମନ୍ଦିର, ଭିଡ଼ରେ କରୋନା କଟକଣାକୁ ବେଖାତିର, ଅନେକ ଆହତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମନ୍ଦିର ପରିଦର୍ଶନ କରିବାକୁ ଯିବା ସମୟରେ କରୋନା କଟକଣାକୁ ବେଖାତିର କରାଯାଇଛି । ତେବେ ଅସମ୍ଭାଳ ଭିଡ଼ ଫଳରେ କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି ।…

ସେକ୍ସ କଲେ ମିଳିଥାଏ ଏହିସବୁ ଫାଇଦା, ଅଧିକ ବର୍ଷ ବଞ୍ଚିବା ସହ ରହିବେ ସର୍ବଦା ସୁସ୍ଥ

ମଣିଷ ଜନ୍ମ ହୋଇଛି ମାନେ ବୃଦ୍ଧାବସ୍ଥା ଆସିବା ସ୍ୱାଭାବିକ । ମଣିଷର ବୟସ ଉପରେ କାହାର ନିୟନ୍ତ୍ରଣ ନଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି, ଉପଯୁକ୍ତ ଖାଦ୍ୟପେୟ, ବ୍ୟାୟାମ ଆଦି ନିୟମିତ ଠିକଭାବେ କରିବା ଦ୍ୱାରା…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୬୨୯ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ଟୋକିଓ ଅଲିମ୍ପିକ୍: ସ୍ପେନକୁ ୩-୦ରେ ହରାଇଲା ଭାରତ

ନୂଆଦିଲ୍ଲୀ: ଆଜି ହେଉଛି ଟୋକିଓ ଅଲିମ୍ପିକର ୫ମ ଦିବସ । ଆଜି ଦିବସର ଆରମ୍ଭ ଭାରତ ପାଇଁ ନିରାଶାରୁ ଆରମ୍ଭ ହୋଇଥିଲେ ହେଁ ହକି ଦଳ ଶୁଭଖବର ଆଣିଛି । ଭାରତ ଆଜି ସ୍ପେନକୁ ୩-୦ରେ ପରାସ୍ତ କରିଥିବା ଜଣାପଡ଼ିଛି । ଏହାଫଳରେ…

ଏଣ୍ଡ୍ ହେବ ଗ୍ୟାଙ୍ଗଷ୍ଟର ରାଜ୍! ହାଇଦର ଏନକାଉଣ୍ଟର ପରେ ଆଶଙ୍କାରେ ଅନ୍ୟ ଦୁର୍ଦ୍ଦାନ୍ତ ଅପରାଧୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗ୍ୟାଙ୍ଗଷ୍ଟର ହାଇଦରର ଏନକାଉଣ୍ଟର ପରେ ଏବେ ଅନ୍ୟ ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଲାଣି । ପୋଲିସ ଗୁଳିରେ ହାଇଦର ନିହତ ହେବା ପରେ ସଂପ୍ରତି ଜେଲରେ ଥିବା ଅନ୍ୟ ଅପରାଧୀମାନେ…

କିଏ ହେବ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ରେସରେ ଅଛନ୍ତି ୩ ଜଣ

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରାପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବିଜେପି ସରକାରର ରାଜ୍ୟରେ ୨ ବର୍ଷ ପୂର୍ତ୍ତି ଅବସରରେ ସେ ଇସ୍ତଫା ଘୋଷଣା କରିବା ସହ ମଧ୍ୟାହ୍ନଭୋଜନ ପରେ…

ଦେଶରେ ନିମ୍ନମୁଖୀ କରୋନା ଗ୍ରାଫ୍, ଆଜି ୪୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…

ସପ୍ତାହକ ମଧ୍ୟରେ ପ୍ରାଣ ହରାଇଲେଣି ୧୦୦ ଶିଶୁ, ତୃତୀୟ ଲହର ନେଇ ବଢ଼ିଲା ଆଶଙ୍କା

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ସାମାନ୍ୟ ଫିକା ପଡ଼ିଯାଇଥିବା ବେଳେ ତୃତୀୟ ଲହରକୁ ନେଇ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ତୃତୀୟ ଲହରରେ ଛୋଟ ପିଲାମାନେ ବେଶିମାତ୍ରାରେ ପ୍ରଭାବିତ ହେବା ନେଇ…