ଆଜି ପୃଥିବୀ ସହିତ ମାଡ଼ ହେବ ଭୟଙ୍କର ଜିଓମ୍ୟାଗ୍ନେଟିକ୍ ଷ୍ଟୋର୍ମ, ଆପଣଙ୍କ ଉପରେ କିପରି ରହିବ ଏହାର ପ୍ରଭାବ ଜାଣନ୍ତୁ

ନୂଆଦିଲ୍ଲୀ: ସୂର୍ଯ୍ୟଙ୍କଠାରୁ ବାହାରୁଥିବା ତେଜ୍ ରଶ୍ମୀର ଲହର ଆଜି ପୃଥିବୀ ସହିତ ମାଡ଼ ହେବ । ତେବେ ଏକ ବିଶାଳ ଜିଓମ୍ୟାଗ୍ନେଟିକ୍ ଷ୍ଟୋର୍ମ ଧକ୍କା ହେବା ଫଳରେ ଏହାର ପ୍ରଭାବରେ ଜିପିଏସ୍ ସିଗନାଲ, ସାଟେଲାଇଟ ଓ…

କଂଗ୍ରେସ ସହ ପିକେଙ୍କର ବଢ଼ିଲା ଅଡ଼ୁଆ, ବିଜେପିକୁ ଖୁସି କରିବାକୁ ଏହା ଏକ ଚାଲ୍ ଥିଲା କି?

ନୂଆଦିଲ୍ଲୀ: ଗତ କିଛିଦିନ ପୂର୍ବରୁ ରାଜନୀତିକ ନୀତି ନିର୍ଦ୍ଧାରକ ପ୍ରଶାନ୍ତ କିଶୋର କଂଗ୍ରେସର ଖୁବ୍ ନିକଟତର ହେବାରେ ଲାଗିଥିଲେ । ଏପରିକି ପ୍ରଶାନ୍ତ କଂଗ୍ରେସରେ ମିଶିବା ନେଇ ବହୁବାର ଆଲୋଚନା ହେଉଥିଲା । ହେଲେ ଅଚାନକ…

ନଭେମ୍ବର ୧ରୁ ବଦଳିଯିବ ବ୍ୟାଙ୍କ ଚାର୍ଜ, ରେଲୱେ ଟାଇମ୍ ଟେବୁଲ ଓ ଗ୍ୟାସ୍ ସିଲିଣ୍ଡର ବୁକିଂ ନିୟମ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ପହିଲାରୁ ଦେଶରେ ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଏହି ନିୟମ ପରିବର୍ତ୍ତନର ସିଧାସଳଖ ପ୍ରଭାବ ଆପଣଙ୍କ ପକେଟ୍ ଉପରେ ପଡ଼ିବାର ସମ୍ଭାବନା ରହିଛି ।…

ITEP ଯୋଗ୍ୟତା ଆଧାରରେ ହେବ ଶିକ୍ଷକ ନିଯୁକ୍ତି: କାର୍ଯ୍ୟକାରୀ ହେଲା ନୂଆ ଶିକ୍ଷାନୀତି, ଚିହ୍ନଟ ହେଲା ୫୦ଟି ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ବିଏଡ୍ ପାଠ୍ୟକ୍ରମ ୪ ବର୍ଷିଆ ହେବ । ଇଣ୍ଟିଗ୍ରେଟେଡ ଟିଚର ଏଜୁକେସନ କାର୍ଯ୍ୟକ୍ରମ (ଆଇଟିଇପି) ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବିଏ ବିଏଡ୍, ବିଏସି ବିଏଡ୍ ଓ ବିକମ୍ ବିଏଡ୍…

Microsoft ପୁଣି ନମ୍ବରୱାନ୍, ବିଶ୍ୱର ମୂଲ୍ୟବାନ କମ୍ପାନୀ ତାଲିକାରେ ପଛରେ ପଡ଼ିଲା Apple

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ପୁଣି ଥରେ ଦୁନିଆର ସବୁଠାରୁ ମୂଲ୍ୟବାନ କମ୍ପାନୀ ଆସନରେ ବସିଛି । ଗତ କିଛିଦିନ ଧରି ଦୁର୍ବଳ ପ୍ରଦର୍ଶନ କାରଣରୁ ଆପଲର ଶେୟାରରେ ପ୍ରାୟ ୩.୫୦ ପ୍ରତିଶତ ହ୍ରାସ ପାଇଥିଲା । ଫଳରେ ମାଇକ୍ରୋସଫ୍ଟ…

ରାଜ୍ୟରୁ ଚିହ୍ନଟ ହେଲେ ୩୭୪ ପଜିଟିଭ୍, ଆଜି ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ପଡ଼ୋଶୀ ରାଜ୍ୟକୁ ଫେରିଲା ଲକଡାଉନ୍: ଓଡ଼ିଶା ପାଇଁ ସତର୍କ ଘଣ୍ଟି, ଚିନ୍ତାବ୍ୟକ୍ତ କଲେ ବିଶେଷଜ୍ଞ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିଥିବା ବେଳେ ଅନେକ ସମୟରେ ୫ ଶହ ଅତିକ୍ରମ କରିଯାଉଛି । ତେବେ ଗତ ୧୪ ଦିନ ମଧ୍ୟରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪ ହଜାର…

TMCରେ ଯୋଗଦେଲେ ଟେନିସ କିମ୍ବଦନ୍ତୀ ଲିଆଣ୍ଡର ପେସ୍

ନୂଆଦିଲ୍ଲୀ: ଟେନିସ କିମ୍ବଦନ୍ତୀ ଲିଆଣ୍ଡର ପେସ୍ ଟିଏମସିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମସିରେ ଯୋଗଦେଇଥିବା ବେଳେ ଦିଦି ଲିଆଣ୍ଡରଙ୍କୁ ଛୋଟ ଭାଇ ବୋଲି ସମ୍ବୋଧନ…

ପେଟ୍ରୋଲ-ଡିଜେଲର ମହଙ୍ଗା ଯୁଗ ସରିଲା: ଖୁବଶୀଘ୍ର ବାଧ୍ୟତାମୂଳକ ହେବ Flex Fuel Engine, ଆସୁଛି କେନ୍ଦ୍ର ସରକାରଙ୍କ ବିକଳ୍ପ ଯୋଜନା

ନୂଆଦିଲ୍ଲୀ: ତେଲ ଦର ଦିନକୁ ଦିନ ଅହେତୁକ ବୃଦ୍ଧି ହେତୁ ସାଧାରଣ ଜନତାଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । କରୋନା ମହାମାରୀରେ ଚାକିରି, ଜୀବିକା ହରାଇ କସରତ କରୁଥିବା ଗରିବଙ୍କ ପାଇଁ ତୈଳ ଦର ବୃଦ୍ଧି ବୋଝ ଉପରେ ନଳିତା…

ଆସନ୍ତା ପଞ୍ଚାୟତ ନିର୍ବାଚନରେ ୩ ଦିନ ଧରି ଚାଲିବ ଭୋଟ ଗଣତି, ବାଲଟ ପେପରରେ ହେବ ମତଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୨ ପଞ୍ଚାୟତ ନିର୍ବାଚନ ଭୋଟ ଇଭିଏମ୍ ନୁହେଁ ବାଲଟ ପେପରରେ ହେବ । ଏଥିସହ ଭୋଟ ଗଣତି ୩ ପର୍ଯ୍ୟନ୍ତ ଜାରି ରହିବ । ତେବେ ପ୍ରଥମ ଥର ବ୍ଲକ ସ୍ତରରେ ଭୋଟ ଗଣତି ହେବାକୁ ଯାଉଥିବାରୁ…