ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଗକୁ ଆସିଲେ ମାଓବାଦୀ: ୫୦ ଲକ୍ଷ ଟଙ୍କା ସହାୟତା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ଆଗକୁ ଆସିଛନ୍ତି ମାଓବାଦୀ । ମମିତାଙ୍କ ହତ୍ୟାକାରୀକୁ ଦଣ୍ଡ ଦେବା ପାଇଁ ମୁନିଗୁଡ଼ା ବ୍ଲକରେ…

ପୁଣି ବଢ଼ିଲା, ୫ ଶହ ଟପିଲା କରୋନା: ରାଜ୍ୟରୁ ଚିହ୍ନଟ ହେଲେ ୫୪୯ ପଜିଟିଭ୍, ଆଜି ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଲଞ୍ଚ ହେଲା ଭାରତର ପ୍ରଥମ ‘Skill Impact Bond’: ନିଯୁକ୍ତି ପାଇବେ ୫୦ ହଜାର ଯୁବକ, ଯୁବତୀ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ଦ୍ୱାରା ଭାରତରେ ଦକ୍ଷତା ବିକାଶ ପାଇଁ ‘ଇମ୍ପାକ୍ଟ ବଣ୍ଡ’ ଲଞ୍ଚ କରାଯାଇଛି । ବିଶ୍ୱସ୍ତରୀୟ ପାର୍ଟନରଙ୍କ ସହଯୋଗରେ ଏଥିରେ ପ୍ରାୟ ୧ ହଜାର କୋଟିରୁ ଅଧିକ…

ନଭେମ୍ବର ୨ ପରେ ସମାପ୍ତ ହୋଇପାରେ ନୀତିଶଙ୍କ ଯୁଗ: ବିହାରକୁ ପୁଣି ଲାଲୁ ରାଜ୍ ଫେରିବାକୁ ଚାଲିଛି ବିରାଟ ଷଡ଼ଯନ୍ତ୍ର, ଜାଣନ୍ତୁ ପରଦା ପଛର…

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପାଟନା ଫେରିବା ପରେ ଆଗାମୀ ଉପନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ତେବେ ଦୀର୍ଘ ଦିନ ପରେ ଲାଲୁ ନିର୍ବାଚନ ପ୍ରଚାର ମଇଦାନକୁ…

T-20 World Cup: ନ୍ୟୁଜିଲାଣ୍ଡକୁ ହରାଇ ଦୃଢ଼ ସ୍ଥିତିରେ ପାକିସ୍ତାନ, ଭାରତର ବଢ଼ିଲା ଟେନସନ୍

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ସୁପର-୧୨ ରାଉଣ୍ଡରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ପାକିସ୍ତାନ । ଗତକାଲି ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପାକିସ୍ତାନ ଗ୍ରୁପରେ ଟପ୍ ପୋଜିସନକୁ ଲମ୍ଫ ପ୍ରଦାନ କରିଛି । ତେବେ ମ୍ୟାଚ…

ଦୁଇଚକିଆ ଯାନରେ ୪ ବର୍ଷରୁ କମ୍ ବୟସର ପିଲାଙ୍କୁ ବସାଉଥିଲେ ହୋଇଯାଆନ୍ତୁ ସାବଧାନ: ଜାରି ହେଲା ନୂଆ ନିୟମ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ନିୟମ ଜାରି ହୋଇଛି । ଯଦି ବାଇକରେ ଆପଣ ୪ ବର୍ଷ ବା ତା’ଠାରୁ କମ୍ ବୟସର ପିଲାଙ୍କୁ ବସାଉଛନ୍ତି, ତେବେ ଆପଣ ସାବଧାନ ହୋଇଯାଆନ୍ତୁ । ଏ…

ଶୀତଦିନେ ମୂଳା ଖାଇବାକୁ ଭୁଲନ୍ତୁ ନାହିଁ, ମିଳିଥାଏ ଏହିସବୁ ଫାଇଦା

ଶୀତଦିନେ ମୂଳା ଖାଇବା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଥଣ୍ଡା ସିଜିନରେ ମୂଳ ସବୁଆଡ଼େ ପ୍ରାୟତଃ ଲପଲବ୍ଧ ହୋଇଥାଏ । ମୂଳାରେ କ୍ୟାଲସିୟମ, ଫାଇବର, ମ୍ୟାଗ୍ନେସିୟମ ଓ ଭିଟାମିନ-ସି ଆଦି ରହିଛି । ତେଣୁ ଏହା ଶରୀରରେ…

କେବଳ ଅଫଲାଇନ୍ ମୋଡ଼ରେ ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା, CBSEର ନିଷ୍ପତ୍ତି ପରେ ନିରାଶ ହେଲେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ପକ୍ଷରୁ ୧୦ମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ପାଇଁ ଡାଟା ସିଟ୍ ଜାରି କରାଯାଇଛି । ତେବେ ଏଥିସହିତ ସିବିଆଇ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା…

ୟୁପି ବିଧାନସଭା ଉପରେ ଦିଦିଙ୍କ ନଜର: ପୁଣି ଦେଖିବାକୁ ମିଳିବ BJP-TMC ମେଗା ଫାଇଟ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଭାଜପାକୁ ଧୂଳି ଚଟାଇ କ୍ଷମତା ଅକ୍ତିଆର କରିବା ପରେ ମମତା ବାନାର୍ଜୀଙ୍କ ପାଦ ଆଉ ତଳେ ଲାଗୁନାହିଁ । ବଙ୍ଗ ଦଖଲ ପରେ ଆରମ୍ଭ ହୋଇଯାଇଛି ଦିଦିଙ୍କ ଅସଲି ରଙ୍ଗ । ବିଜୟ ପରେ ଆତ୍ମବିଶ୍ୱାସରେ…

ଆସନ୍ତା ୩୧ ତାରିଖର ଫଳାଫଳ ନିର୍ଦ୍ଧାରଣ କରିବ ଟିମ୍ ଇଣ୍ଡିଆର ଭାଗ୍ୟ : କିୱିକୁ ଚକମା ଦେବାକୁ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ହାରିବା ପରେ ଟିମ୍ ଇଣ୍ଡିଆର ଚିନ୍ତା ବଢ଼ିଯାଇଛି । ଆସନ୍ତା ୩୧ ତାରିଖରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି । ଏହି ମ୍ୟାଚ ବିରାଟ…