ଏଣିକି କେବଳ Aadhaar Cardରେ ମିଳିପାରିବ Personal Loan, ଜାଣନ୍ତୁ ଘରେ ବସି କେମିତି କରିବେ ଆପ୍ଲାଏ

ନୂଆଦିଲ୍ଲୀ: ଏଣିକି ଆପଣମାନେ କେବଳ ଆଧାର କାର୍ଡରେ ପାଇପାରିବେ ପର୍ସନାଲ ଲୋନ । ଏଥିପାଇଁ ଆପଣ ଘରେ ବସି ଆବେଦନ କରିପାରିବେ । ଆପଣଙ୍କୁ କେବଳ ଗୋଟିଏ ଆପିଲିକେସନ ଫର୍ମ ପୂରଣ କରିବା ସହ ଇ-କେୱାଇସି ଡକ୍ୟୁମେଣ୍ଟ ଦେବାକୁ…

ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣେ ସାର ଡିଲରଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ । ଶ୍ରୀ ପାଢ଼ୀ ତାଙ୍କ କାର୍ଯ୍ୟାଳୟରେ ୭ ହଜାର ଟଙ୍କା ଲାଞ୍ଚ…

E-Vehicleରେ ମଧ୍ୟ ଲାଗୁହେବ Scrappage Policy, ଜାଣନ୍ତୁ କେତେ ବର୍ଷ ପାଇଁ ଆପଣ ଏହାକୁ ଚଲାଇ ପାରିବେ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ପେଟ୍ରୋଲ-ଡିଜେଲ ଯାନ ଅପେକ୍ଷ ଲୋକମାନେ ବର୍ତ୍ତମାନ ଇଲେକ୍ଟ୍ରିକ ଯାନ କୁ ବିକଳ୍ପ ଭାବେ ବାଛି ନେଇଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ସମେତ…

ଆପଣ ଲୋ ବ୍ଲଡପ୍ରେସରର ଶିକାର ହୋଇଛନ୍ତି କି, ତେବେ ଆଜିଠାରୁ ଏହିସବୁ ଖାଦ୍ୟ ଖାଇବା ଆରମ୍ଭ କରିଦିଅନ୍ତୁ

ହାଇ ବ୍ଲଡପ୍ରେସର ହେଉ ବା ଲୋ ବ୍ଲଡପ୍ରେସର ଶରୀର ପାଇଁ ଉଭୟ ବହୁତ କ୍ଷତିକାରକ ହୋଇଥାଏ । ଏହି ରୋଗରେ ଆକ୍ରାନ୍ତ ହେବା ଫଳରେ ହୃଦରୋଗ, ମସ୍ତିଷ୍କ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନଙ୍କରେ ରକ୍ତ ପ୍ରବାହରେ ବହୁତ ସମସ୍ୟା…

ବିନା ପ୍ରିମିୟମରେ ଆପଣଙ୍କ ପିଲାଙ୍କୁ ମିଳିବ ସ୍କଲାରପିପ୍ ଆଉ ୭୫ ହଜାର: ଆପ୍ଲାଏ କରି ଦିଅନ୍ତୁ ଏହି ସୁପରହିଟ୍ ଯୋଜନା

ନୂଆଦିଲ୍ଲୀ: ଗ୍ରାମୀଣ ଭୂମିହୀନ ପରିବାରଙ୍କ ପାଇଁ ସରକାର କ୍ରମାଗତ ଭାବେ ବିଭିନ୍ନ ଯୋଜନା ପ୍ରଣୟନ କରିଆସୁଛନ୍ତି । ଏହି କ୍ରମରେ କେନ୍ଦ୍ର ସରକାର ଆମ ଆଦମୀ ବୀମା ଯୋଜନା (ଏଏବିଜେ)ର ଶୁଭାରମ୍ଭ କରିଛନ୍ତି । ଏହା ଏକ…

ସୂତାଖିଅରେ ଝୁଲୁଛି ଯୁକ୍ତଦୁଇ ଡ୍ରପଆଉଟ୍ ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ: ଆଜି ଓଏଚଆରସିରେ ହେବ ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୁକ୍ତଦୁଇ ରେଗୁଲାର ଛାତ୍ରଛାତ୍ରୀମାନେ ବିକଳ୍ପ ମୂଲ୍ୟାୟନ ଆଧାରରେ ପାସ୍ ହୋଇଗଲେ । ମାତ୍ର ଡ୍ରପଆଉଟ୍ ଓ ଏକ୍ସରେଗୁଲାର ପିଲାଙ୍କ ଭବିଷ୍ୟତ ଏବେ ବି ଝୁଲି ରହିଛି । କୌଣସି ରେକର୍ଡ ନଥାଇ…

ସରପଞ୍ଚ, ନାଏବ ସରପଞ୍ଚ ଏବଂ ୱାର୍ଡ ସଭ୍ୟଙ୍କୁ ପଦରୁ ହଟାଇ ପାରିବେ ଜିଲ୍ଲାପାଳ: ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯଦି ଜଣେ ଜିଲ୍ଲାପାଳ ଚାହିଁବେ, ତେବେ ଜଣେ ସରପଞ୍ଚଙ୍କୁ ପଦରୁ ବହିଷ୍କାର କରିଦେଇ ପାରିବେ । ଏନେଇ ଆଇନଗତ କ୍ଷମତା ଜିଲ୍ଲାପାଳଙ୍କର ରହିଛି ବୋଲି ହାଇକୋର୍ଟ ଏକ ରାୟରେ କହିଛନ୍ତି । ନୂଆପଡ଼ା…

ଆଜି ରାଜ୍ୟରୁ କରୋନାରେ ୭ ଜଣଙ୍କ ମୁଣ୍ଡ ଗଡ଼ିଲା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ଆଜି ରାଜ୍ୟରୁ ୫୪୫ କରୋନା ପଜିଟିଭ୍ ଚିହ୍ନଟ: ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

୧ ଅକ୍ଟୋବରୁ ଏହି ୩ଟି ବ୍ୟାଙ୍କର ଚେକବୁକ୍ ଅଚଳ ହୋଇଯିବ, ଶୀଘ୍ର ଏହି ନମ୍ବରରେ କଲ୍ କରନ୍ତୁ

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର । ଆଉ ଦୁଇଦିନ ପରେ ୩ଟି ବ୍ୟାଙ୍କର ପୁରୁଣା ଚେକବୁକ୍ କାମ କରିବ ନାହିଁ । ଗତ ୨୦୨୦ ଏପ୍ରିଲ ୧ରେ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ ବ୍ୟାଙ୍କ ଦ୍ୱୟ…