ତୃତୀୟ ଲହର ପୂର୍ବରୁ ହୋଇଯାଆନ୍ତୁ ସାବଧାନ! ଆପଣଙ୍କ ଛୁଆ କରୋନାରେ ଆକ୍ରାନ୍ତ ହୋଇଛି କି ନା ଜାଣିବେ କିପରି?

ନୂଆଦିଲ୍ଲୀ, ୧୮ା୫: ଦିନକୁ ଦିନ ଦେଶରେ କରୋନାର ଦ୍ୱିତୀୟ ଲହର ଘାତକ ହେବାରେ ଲାଗିଛି । ତେବେ ତୃତୀୟ ଲହର ଆସିବା ପୂର୍ବରୁ ଅନେକ ଶିଶୁ ଏଥିରେ ସଂକ୍ରମିତ ହେଉଥିବାର ଦେଖାଗଲାଣି । କର୍ଣ୍ଣାଟକରେ ଏହା ବହୁମାତ୍ରାରେ କାୟା…

ବଢ଼ିଲା ଲକଡାଉନ୍: ଜାଣନ୍ତୁ କ’ଣ ରହିବ ଖୋଲା ଆଉ କ’ଣ ବନ୍ଦ

ଭୁବନେଶ୍ୱର, ୧୮ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ଆସନ୍ତା ଜୁନ୍ ମାସ ୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ବଢ଼ିଛି । ଜୁନ ୧ ତାରିଖ ସକାଳ ୫ଟା…

ଆସନ୍ତା ଜୁନରେ ମିଳିବ ସ୍ଫୁଟନିକ୍-ଭି ଭ୍ୟାକ୍ସିନ୍: ଡୋଜ୍ ପିଛା ୧୨୫୦ ଟଙ୍କା

ହାଇଦ୍ରାବାଦ, ୧୮ା୫: ଦେଶରେ କୋ-ୱିନ୍ ପୋର୍ଟାଲ ମାଧ୍ୟମରେ ଚାଲିଥିବା କୋଭିଡ୍-୧୯ ଟିକାକରଣରେ ରୁଷିଆ ନିର୍ମିତ ଭ୍ୟାକ୍ସିନ ‘ସ୍ଫୁଟନିକ୍-ଭି’କୁ ସାମିଲ କରାଯିବ । ରୁଷିଆର କୋଭିଡ-୧୯ ଟିକା ପାଇଁ ଆପୋଲୋ ହସ୍ପିଟାଲ ସହିତ…

ଯୁବବର୍ଗ ପାଇଁ ପ୍ରେରଣା: ଇଞ୍ଜିନିୟରିଂ ଚାକିରି ଛାଡ଼ି ଦୁଗ୍ଧ ବ୍ୟବସାୟ କରୁଥିଲେ ଯୁବକ, ଏବେ କୋଟିପତି

ଦୃଢ଼ ଆତ୍ମବିଶ୍ୱାସ, ଅଧ୍ୟବସାୟ, କଠୋର ପରିଶ୍ରମ ଓ ଧୈର୍ଯ୍ୟ ବଳରେ ମଣିଷ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇପାରିବ, ଏକଥାକୁ ପ୍ରମାଣିତ କରିଛନ୍ତି କିଶୋର ଇନ୍ଦୁକୁରି । ମୋଟା ଅଙ୍କର ଦରମାରେ ଏକ କମ୍ପାନୀରେ ଚାକିରି…

ସାଥୀ ହୋଇ ଆସିଥିଲେ ସାଥୀ ହୋଇ ଚାଲିଗଲେ: କରୋନା ନେଲା ଯାଆଁଳା ଭାଇଙ୍କ ଜୀବନ

ନୂଆଦିଲ୍ଲୀ, ୧୮ା୫: ଦେଶରେ ଗୋଟିଏ ପଟେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ଏହି ମହାମାରୀ ପାଇଁ ଅନେକ ପରିବାର ସର୍ବସ୍ୱାନ୍ତ ହୋଇଯାଉଛନ୍ତି । ଉତ୍ତରପ୍ରଦେଶର ମେରଟରେ କରୋନାର ହିଂସାତ୍ମକ ରୂପ ଦେଖିବାକୁ…

ଦେଶରେ ବଢ଼ିଲା ମୃତ୍ୟୁସଂଖ୍ୟା, କମିଲା ସଂକ୍ରମଣ

ନୂଆଦିଲ୍ଲୀ, ୧୮ା୫ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୩୨୯ ଜଣଙ୍କ…

ଆସନ୍ତା ଜୁନ୍ ୫ରୁ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା? ଜାଣନ୍ତୁ ଗୁଜବ ନା ସତ

ନୂଆଦିଲ୍ଲୀ, ୧୮ା୫: କରୋନାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ସରକାର ନିଜ ରାଜ୍ୟ ବୋର୍ଡ ପରୀକ୍ଷା ସହ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଛନ୍ତି । ତେବେ ଆସନ୍ତା ଜୁନ ୫ରୁ ପରୀକ୍ଷା ହେବା ନେଇ ସୋସିଆଲ ମିଡ଼ିଆରେ ଭାଇରାଲ…

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବୈଜ୍ଞାନିକଙ୍କ ସତର୍କବାଣୀ: ଆଗାମୀ ସମୟ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ, ଆସିବ ଏକାଧିକ ଲହର

ନୂଆଦିଲ୍ଲୀ, ୧୮ା୫: ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । କରୋନାରେ ଦେଶର ପ୍ରାୟ ୪ ହଜାର ଲୋକ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇ ସାରିଲେଣି । ତେବେ ଭାରତର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ…

ରାଜ୍ୟର ୨୨ ଜଣଙ୍କ ମୁଣ୍ଡ ନେଲା ମହାମାରୀ କରୋନା

ଭୁବନେଶ୍ୱର, ୧୮ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…

କରୋନାରେ ମୃତ୍ୟୁବରଣ କଲେ ପରିବାରର ଜଣଙ୍କୁ ମିଳିବ ଚାକିରି, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ, ୧୮ା୫: ଦେଶରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ଭାବେ ବଢ଼ି ଚାଲିଛି । ତେବେ ମଧ୍ୟପ୍ରଦେଶରେ କରୋନାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏଣିକି କରୋନାରେ…