ଏଥର ହଜ୍ ଯାତ୍ରାକୁ ଯାଇ ପାରିବେନି ଅନ୍ୟ ଦେଶବାସୀ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ହଜ୍ ଯାତ୍ରା କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ବାତିଲ୍ ହୋଇଛି । କୋଭିଡ୍-୧୯କୁ ଦୃଷ୍ଟିରେ ରଖି ସାଉଦି ଆରବ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଏନେଇ ହଜ୍ କମିଟିର ମୁଖ୍ୟ…

ଆହତ କୁକୁର ପ୍ରତି ଦରଦ ଦେଖାଇଲେ ରତନ ଟାଟା

ନୂଆଦିଲ୍ଲୀ: ବିଜିନେସ୍ ଟାଇକନ୍ ରତନ ଟାଟା ଜଣେ ଶିଳ୍ପପତି ହୋଇଥିଲେ ମଧ୍ୟ ଏହାଛଡ଼ା ସେ ଜଣେ ସମାଜସେବୀ ଓ ହୃଦୟବାନ ଲୋକ ବୋଲି ସମସ୍ତେ ଜାଣନ୍ତି । ଅନେକ ସମୟରେ ସେ ଗରିବଙ୍କୁ ସହାୟତାର ହାତ ବଢ଼ାଇଥାନ୍ତି । ଗତବର୍ଷ…

ଦେଶର ନିର୍ଦ୍ଦିଷ୍ଟ ବର୍ଗ ନେଉନାହାନ୍ତି ଟିକା, ବିବାଦରେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଡେରାଡୁନ: କରୋନା ସମୟରେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ନେଇ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ଏକ ବିବାଦୀୟ ବୟାନ ଦେଇଛନ୍ତି । ଭାରତବର୍ଷରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ କରୋନା…

ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ୭ ଗିରଫ, ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

କୋକ୍ରାଝର: ଆସାମରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ଦୁଇଜଣ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । କୋକ୍ରାଝର ଜିଲ୍ଲାରେ ଦୁଇ ଜଣଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପୋଲିସ ସୂତ୍ରରୁ…

ଦାଦା-ପୁତୁରା ଲଢ଼େଇ ରାଜନୀତିରେ ନୂଆ ନୁହେଁ: ଚିରାଗ, ଠାକରେ ଓ ଅଖିଲେଶ ଏହି ରୋଗରେ ସମସ୍ତେ ହୋଇଛନ୍ତି ଆକ୍ରାନ୍ତ

ନୂଆଦିଲ୍ଲୀ: ବିହାର ରାଜନୀତିରେ ପୁଣି ଥରେ ପାରିବାରିକ ରାଜନୀତିରେ ଟକ୍କର ଦେଖିବାକୁ ମିଳିଛି । ଲୋକତାନ୍ତ୍ରିକ ଜନଶକ୍ତି ପାର୍ଟି (ଏଲଜେପି)ର ୫ ଜଣ ସାଂସଦ ଦଳ ମୁଖିଆ ଚିରାଗ ପାଶ୍ୱାନଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା…

୪୩ ପ୍ରତିଶତ ଭାରତୀୟ ବ୍ୟାନ୍ କରିଛନ୍ତି ଚୀନ୍ ସାମଗ୍ରୀ: ଡ୍ରାଗନକୁ ମିଳିଲା ଗଲୱାନ୍ ସଂଘର୍ଷର କଡ଼ା ଜବାବ

ନୂଆଦିଲ୍ଲୀ: ଗତ ବର୍ଷ ଜୁନ ୧୫ ତାରିଖରେ ଲଦ୍ଦାଖ ନିକଟବର୍ତ୍ତୀ ଗଲୱାନ ଘାଟିରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ଭାରତୀୟ ସେନାର ୨୦ ଜଣ ଯବାନ ସହିଦ ହୋଇଥିବାବେଳେ ଭାରତ ତୁଳନାରେ…

ପଞ୍ଜାବ କଂଗ୍ରେସରେ ବିଦ୍ରୋହ: ଦଳର ଅନେକ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଉପରେ ଖପ୍ପା, କିଛି ବି ଘଟିପାରେ ଆଗକୁ

ନୂଆଦିଲ୍ଲୀ: ରାଜସ୍ଥାନ ପରେ ପଞ୍ଜାବ କଂଗ୍ରେସରେ ଦେଖାଦେଇଛି ବିଦ୍ରୋହ । ଦଳର ଅଧିକାଂଶ ବିଧାୟକ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି । ଏହି ଅସନ୍ତୁଷ୍ଟ ବିଧାୟକ ମାନେ ଆଗକୁ କିଛି ବି…

ଜୁନ୍ ୧୫ରୁ ଦେଶରେ ଉପଲବ୍ଧ ହେବ ‘Sputnik-V’ ଭ୍ୟାକ୍ସିନ୍

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧୫ ତାରିଖରୁ ଦେଶରେ ଉପଲବ୍ଧ ହେବ ‘ସ୍ପୁଟନିକ୍-ଭି’ ଭ୍ୟାକ୍ସିନ୍ । ଦିଲ୍ଲୀର ଇନ୍ଦ୍ରପ୍ରସ୍ତ ଆପୋଲ ହସ୍ପିଟାଲରେ ଜନସାଧାରଣ ଆସନ୍ତାକାଲି ଠାରୁ ପାଇପାରିବେ ଋଷ୍ ନିର୍ମିତ ଭ୍ୟାକ୍ସିନ୍ ।…

ସରିବ ଡ୍ରାଗନର ଖେଳ: ଚୀନର OBOR ପ୍ରୋଜେକ୍ଟକୁ ରୋକିବ BBB ପ୍ଲାନ୍, ଭାରତ ସହ ସାମିଲ୍ ହେଲେ ଅନ୍ୟ ରାଷ୍ଟ୍ର

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱସ୍ତରରେ ଚକ୍ରାନ୍ତକାରୀ ରାଷ୍ଟ୍ର ଚାଇନାର ଔଦ୍ଧତ୍ୟ ବଢ଼ିବାରେ ଲାଗିଛି । ଅନ୍ୟ ଦେଶର ସୀମା ବେଆଇନ ଭାବେ ହଡ଼ପ କରିବା ଠାରୁ ଆରମ୍ଭ କରି କରୋନାର ଉତ୍ପତ୍ତି ସ୍ଥଳ ପର୍ଯ୍ୟନ୍ତ ସମସ୍ତ ଅନର୍ଥର…

୩ ବର୍ଷର ଶିଶୁକୁ ଦିଆଗଲା ବିଶ୍ୱର ସବୁଠାରୁ ମହଙ୍ଗା ଔଷଧ, ଯାହାର ଦାମ୍ ୧୬ କୋଟି: କ’ଣ ଏହି ରୋଗ, କାହିଁକି ଏତେ ମହଙ୍ଗା, ଜାଣନ୍ତୁ

ହାଇଦ୍ରାବାଦ: ୩ ବର୍ଷର ଶିଶୁକୁ ଦିଆଗଲା ୧୬ କୋଟି ଟଙ୍କାର ଔଷଧ । ତେଲେଙ୍ଗାନାର ଜଣେ ଶିଶୁ ଜିନ୍ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିବାରୁ ତା’ର ଚିକିତ୍ସା ପାଇଁ ୬୫ ହଜାର ଲୋକ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଥିଲେ ।…