କୋହିନୂର ହୀରା ଭାରତ ଫେରିବ? ସାମ୍ନାକୁ ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ: ଭାରତର ବହୁ ମୂଲ୍ୟବାନ କୋହିନୂର ହୀରାକୁ ଇଂରେଜମାନେ ବହୁ ବର୍ଷ ପୂର୍ବରୁ ବ୍ରିଟେନକୁ ନେଇଯାଇଥିଲେ । ଏହା ମଧ୍ୟରେ ଅନେକ ବର୍ଷ ବିତିଯାଇଥିବା ବେଳେ କୋହୀନୂର ଭାରତକୁ ଫେରିବା ନେଇ ପୁଣି ଥରେ ଚର୍ଚ୍ଚା…

GPLF Bargarh ପକ୍ଷରୁ ବାହାରିଲା ୧୩୭ଟି ପଦବୀ, ଆସନ୍ତାକାଲି ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଗ୍ରାମ ପଞ୍ଚାୟତ ଲେବଲ ଫେଡେରେସନ (ଜିପିଏଲଏଫ) ବରଗଡ଼ ପକ୍ଷରୁ ୧୩୭ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ କମ୍ୟୁନିଟି ସପୋର୍ଟ ଷ୍ଟାଫ ପଦରେ…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟର ସରକାରୀ ଅଧିକାରୀଙ୍କ ଦୁର୍ନୀତି ବଢ଼ିବାରେ ବଢ଼ିବାରେ ଲାଗିଛି । ଜଣେ ସାଧାରଣ ସରକାରୀ କର୍ମଚାରୀଙ୍କ ଘରୁ ଅଜ୍ରସ ଧନ ସମ୍ପତ୍ତି ଜବତ ହେଉଛି । ପ୍ରତ୍ୟେକ ଦିନ ରାଜ୍ୟର…

ILSକୁ ବଡ଼ ସଫଳତା: ବୈଜ୍ଞାନିକମାନେ ଉଦ୍ଭାବନ କଲେ ବ୍ରେନ ମ୍ୟାଲେରିଆ ମେଡିସିନ, ରୋଗୀର ଜୀବନ ବଞ୍ଚିପାରିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରେନ ମ୍ୟାଲେରିଆ ଚିକିତ୍ସା କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଏକ ବଡ଼ ସଫଳତା । ରାଜଧାନୀ ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ) ତରଫରୁ ଗୁରୁତର ମ୍ୟାଲେରିଆ ଓ ବ୍ରେନ…

ପୂର୍ବତନ ବିଜେପି ବିଧାୟକଙ୍କୁ ୧୦ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ବିଜେପିର ଜଣେ ପୂର୍ବତନ ବିଧାୟକଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ୨୦ ବର୍ଷ ତଳର ଏକ ଦୁଷ୍କର୍ମ ମାମଲାରେ କୋର୍ଟ ଏହି ଶୁଣାଣି କରିଛନ୍ତି । ଏଥିସହିତ ଏକ ଲକ୍ଷର ଜରିମାନା ମଧ୍ୟ ଲାଗୁ କରାଯାଇଛି । ଏହି…

ଏମିତି ଚାକିରି ମିଳୁଛି କେଉଁଠି: ସପ୍ତାହକୁ ୪ ଦିନ କାମ ୩ ଦିନ ଆରାମ, କମ୍ପାନୀମାନେ ଖୁବଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି ନୂଆ ନିୟମ!

ନୂଆଦିଲ୍ଲୀ: ସାଧାରଣ ଭାବେ ଘରୋଇ କ୍ଷେତ୍ରରେ କର୍ମଚାରୀମାନେ ୮ ଘଣ୍ଟା ଅଫିସରେ କାର୍ଯ୍ୟ କରିଥାନ୍ତି । ଏପରିକି କିଛି କମ୍ପାନୀରେ ମଧ୍ୟ କର୍ମଚାରୀମାନେ ୧୨ ଘଣ୍ଟା ଧରି କାର୍ଯ୍ୟ କରିଥାନ୍ତି । ତେବେ ଏଣିକି ଆପଣଙ୍କୁ ଆଉ…

LACକୁ ସେନା କିଏ ପଠାଇଥିଲା… ରାହୁଲ ଗାନ୍ଧି? କଂଗ୍ରେସ ସାଂସଦଙ୍କୁ ୧୯୬୨ କଥା ମନେ ପକାଇ ଦେଲେ ବିଦେଶୀ ମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ ସେନାର ଆକ୍ରମଣାତ୍ମକ କାର୍ଯ୍ୟକୁ ନେଇ କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧି ଲଗାତର ଭାବେ ଟାର୍ଗେଟ୍ କରୁଛନ୍ତି । ତେବେ ଏହାର କଡ଼ା ଜବାବ ଦେଇଛନ୍ତି…

ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ: ଦୂର ହେବ ଡାକ୍ତରୀ ସମସ୍ୟା, ସୂଚନା ଦେଲେ DMET

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପ୍ରତ୍ୟେକ ଜନତା ଯେପରି ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇ ପାରିବେ, ସେଥିପାଇଁ ରାଜ୍ୟ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି । ଚଳିତ ବର୍ଷ କଳାହାଣ୍ଡି ମେଡିକାଲ କଲେଜରେ,…

୬ ଘଣ୍ଟାରେ ହସ୍ପିଟାଲ ପ୍ରସ୍ତୁତ, ୩୬୦୦ ରୋଗୀଙ୍କ ଚିକିତ୍ସା: ଭାରତୀୟ ସେନାକୁ ହୃଦୟରୁ କୃତଜ୍ଞତା ଜଣାଉଛନ୍ତି ତୁର୍କୀର ଜନତା

ନୂଆଦିଲ୍ଲୀ: ଭୂକମ୍ପ ପ୍ରଭାବିତ ତୁର୍କୀରେ ଅପରେସନ ଦୋସ୍ତ ଅଭିଯାନ ପାଇଁ ଭାରତକୁ ଖୁବ୍ ପ୍ରଶଂସା ମିଳୁଛି । ଭାରତୀୟ ସେନା ତ୍ୱରିତ ବେଗରେ ଯେଉଁଭଳି ଭାବେ ତୁର୍କୀକୁ ସହାୟତାର ହାତ ବଢ଼ାଇଲା, ତାହ ଦେଖି ସମେସ୍ତ ତାଜୁବ…

ପ୍ରତି ପଞ୍ଚାୟତରେ ଖୋଲିବ ସ୍ଥାୟୀ ବ୍ୟାଙ୍କ ଶାଖା: ରୋଡ୍ ମ୍ୟାପ୍ ପ୍ରସ୍ତୁତ କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷିର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ଥାଆନ୍ତି । ତେବେ ଗରିବ ହୁଅନ୍ତି କି ଧନୀ ସମାଜର ପ୍ରତ୍ୟେକ ସ୍ତରର ଲୋକଙ୍କ ପାଇଁ ବ୍ୟାଙ୍କିଂ ସେବା…