fbpx

କିଏ ବେଶୀ ବର୍ଷ ବଞ୍ଚୁଛି: ରାଜନେତା ନା ସାଧାରଣ ଜନତା, ଜାଣନ୍ତୁ ଏନେଇ କ’ଣ କହୁଛି ଅଧ୍ୟୟନ

ନୂଆଦିଲ୍ଲୀ: ବିଭିନ୍ନ ଦେଶର ଲୋକମାନଙ୍କର ବୟସ ଓ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ଆସିଥାଏ । ତେବେ ପୃଥିବୀରେ ଜାପାନୀମାନେ ସବୁଠାରୁ ଅଧିକ ବର୍ଷ ବଞ୍ଚିଥାନ୍ତି ବୋଲି କୁହାଯାଏ । ଯଦି ଆପଣଙ୍କୁ କୁହାଯିବ, ନେତା ଓ…

ଏଣିକି ଫିଲ୍ମ, ଟିଭି ସିରିୟଲରେ ଶିଶୁଙ୍କୁ ମନଇଚ୍ଛା ବ୍ୟବହାର କରାଯାଇ ପାରିବନି, NCPCR ଜାରିକଲେ ଗାଇଡଲାଇନ୍

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ଛୋଟ ପିଲାଙ୍କୁ ସିନେମା, ଟିଭି ସିରିୟଲ ଆଦିରେ ବିପଜ୍ଜନକ ଭାବେ ନିୟୋଜିତ କରାଯାଇଥାଏ । ଶିଶୁଙ୍କ ଅଭିନୟ ନେଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର)ଙ୍କ ଗାଡଇଲାଇନକୁ…

୩୦ ବର୍ଷ ପର୍ଯ୍ୟନ୍ତ ସରକାରୀ ଜମିରେ ଚାଷ କରୁଥିଲେ ଆପଣ ହୋଇଯିବେ ଜମିର ମାଲିକ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯଦି ଜଣେ ଚାଷୀ କୌଣସି ସରକାରୀ ଜମିକୁ ୩୦ ବର୍ଷ ଧରି ଚାଷ କରି ଆସୁଥିବେ, ତେବେ ସେ ଉକ୍ତ ଜମିର ମାଲିକାନା ତାଙ୍କ ନାମରେ ହୋଇଯିବ । ଏନେଇ ରାଜ୍ୟ ସରକାର ଏକ ପଲିସି ଆଣିବାକୁ ହାଇକୋର୍ଟ…

ଜୁଲାଇ ମାସରେ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ୩ଟି ବଡ଼ ଉପହାର ଦେବେ ସରକାର!

ନୂଆଦିଲ୍ଲୀ: ଆସନ୍ତା ମାସରେ କେନ୍ଦ୍ର ସରକାର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ୩ଟି ଉପହାର ଦେଇ ପାରନ୍ତି । ମହଙ୍ଗା ଭତ୍ତା (ଡିଏ)ର ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥିସହିତ ଆହୁରି ଦୁଇଟି ବଡ଼ ଘୋଷଣା…

ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀଙ୍କୁ କାହିଁକି ପ୍ରାର୍ଥୀ ଭାବେ ବାଛିଲା BJP, ଜାଣନ୍ତୁ ଏହା ପଛର ସମସ୍ତ କାରଣ

ନୂଆଦିଲ୍ଲୀ: ଆସନ୍ତା ମାସ ୧୮ ତାରିଖରେ ଦେଶରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ଏହା ମଧ୍ୟରେ ଶାସକ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ଓ ବିରୋଧୀଙ୍କ ପକ୍ଷରୁ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା…

୨୨ଟି ଭାଷା ପାଇଁ ‘ସାହିତ୍ୟ ଅନୁବାଦ ପୁରସ୍କାର’ ଘୋଷଣା କଲା କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶାରୁ ସ୍ଥାନ ପାଇଲେ ଦୁଇଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୧ ବର୍ଷ ପାଇଁ ‘ସାହିତ୍ୟ ଅନୁବାଦ ପୁରସ୍କାର’ ଘୋଷଣା କରାଯାଇଛି । ମୋଟ ୨୨ଟି ଭାଷା ପାଇଁ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଓଡ଼ିଶାରୁ ଦୁଇଜଣ…

୧୨ ଯୁବତୀଙ୍କୁ ବିବାହ କଲା ଜଣେ ଯୁବକ, ନାବାଳିକା ଥିଲେ ୮ ଜଣ, ସମସ୍ତଙ୍କୁ ଲଗାଇଲା ବେଶ୍ୟାବୃତ୍ତିରେ

ନୂଆଦିଲ୍ଲୀ: ଆଜିକାଲି ବିବାହ ଏକ କଳଙ୍କିତ ପ୍ରଥାରେ ପରିଣତ ହୋଇଗଲାଣି । ଏକାଧିକ ଯୁବତୀଙ୍କୁ ବିଭିନ୍ନ ପ୍ରକାର ଆଳ ଦେଖାଇ କିଛି ଯୁବକ ଅନୈତିକ ଧନ୍ଦାରେ ଲଗାଉଥିବା ଜଣାପଡ଼ୁଛି । ବିହାରର ଜଣେ ଯୁବକ ଏଭଳି କିଛି କାରନାମା…

ମହାରାଷ୍ଟ୍ର ରାଜନୀତି: ରାତି ୧୦ଟା ପରେ ଶାହଙ୍କୁ ଗୋପନରେ ଭେଟିଛନ୍ତି ଫଡନବିସ-ଏକନାଥ, ଏହା ସତ ନା ଗୁଜବ

ନୂଆଦିଲ୍ଲୀ: ଗତ ୫ ଦିନ ଧରି ମହାରାଷ୍ଟ୍ର ରାଜନୀତିରେ ହଟଚମଟ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟକ୍କର ଦେଇ ଆଜି ଜିରୋରୁ ହିରୋ ପାଲଟି ଯାଇଛନ୍ତି ଶିବସେନା ନେତା ଏକନାଥ ଶିନ୍ଦେ । ତେବେ ଏହା…

ଆସନ୍ତା କିଛି ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରୁ ଗାଏବ୍ ହୋଇଯିବ ସ୍ମାର୍ଟଫୋନ୍, ମଣିଷର ବ୍ରେନ ଓ ଟେକ୍ନୋଲୋଜିକୁ ନେଇ ଚାଲିଛି ରିସର୍ଚ୍ଚ

ନୂଆଦିଲ୍ଲୀ: ଆପଣମାନେ ଥରେ ଭାବନ୍ତୁ ଯଦି ସ୍ମାର୍ଟଫୋନ ଏ ଦୁନିଆରୁ ହଟିଯିବ, ତେବେ ଆମମାନଙ୍କର କ’ଣ ହେବ? ଆଗାମୀ କିଛି ବର୍ଷ ମଧ୍ୟରେ ଏଭଳି କିଛି ଘଟିବାକୁ ଯାଉଛି । ଏହି କଥାଟି ଅନେକଙ୍କୁ ଗପ ଭଳି ଲାଗୁଥିବ, କିନ୍ତୁ…

ଶୋଇବା ସମୟରେ ହିଁ ବ୍ରେଷ୍ଟ କ୍ୟାନସର ଅଧିକ ମାତ୍ରାରେ ବ୍ୟାପିଥାଏ, ଆସିଲା ନୂଆ ରିସର୍ଚ୍ଚ ରିପୋର୍ଟ

ନୂଆଦିଲ୍ଲୀ: ଅନେକ ମହିଳା ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନସରରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥାନ୍ତି । ତେବେ ମହିଳାଙ୍କ ଛଡ଼ା ପୁରୁଷଙ୍କ ଠାରେ ମଧ୍ୟ ଏହି ବୀମାରୀ ଦେଖାଦେଇଥାଏ । ତେବେ ବ୍ରେଷ୍ଟ କ୍ୟାନସରକୁ ନେଇ ଏକ…