Dengueକୁ ଅଣଦେଖା କରନ୍ତୁନି: ରୋଗୀ ସୁସ୍ଥ ହେବା ପରେ ମଧ୍ୟ ଇମ୍ୟୁନିଟି ହ୍ରାସ ପାଉଛି, କିଡନୀ ସମସ୍ୟା ସୃଷ୍ଟି କରୁଛି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଡେଙ୍ଗୁକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଯାଇଛି । ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସହିତ ଓଡ଼ିଶାରେ ମଧ୍ୟ ଡେଙ୍ଗୁ ପ୍ରବଳ ଉତ୍ପାତ କଲାଣି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ…

(Video) ପ୍ରେମିକଙ୍କ ଗୁପ୍ତାଙ୍ଗ କାଟିବା ମହଙ୍ଗା ପଡ଼ିଲା, ପ୍ରେମିକାଙ୍କୁ ୭ ବର୍ଷ ଜେଲ, ୨୦ ହଜାର ଜରିମାନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ବିବାହିତ ଓ ଅବିବାହିତ ପୁରୁଷ, ମହିଳାଙ୍କ କାରନାମା ଶୁଣିଲେ ମୁଣ୍ଡରେ ହାତ ଦେବାକୁ ପଡ଼ୁଛି । ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରକ୍ଷା କରିବା, ମ୍ୟାରେଜ ପରେ ପରକୀୟା…

UGCର ନୂଆ ବିଜ୍ଞପ୍ତି: Online, Distance Learningରୁ ପ୍ରାପ୍ତ ଡିଗ୍ରୀ ପାରମ୍ପରିକ ଡିଗ୍ରୀ ସହିତ ସମାନ ହେବ

ନୂଆଦିଲ୍ଲୀ: ଅନଲାଇନ, ଡିଷ୍ଟାନ୍ସ ଲର୍ଣ୍ଣିଂ ମାଧ୍ୟମରେ ପ୍ରାପ୍ତ ସମସ୍ତ ଗ୍ରାଜୁଏସନ ଓ ପୋଷ୍ଟ ଗ୍ରାଜୁଏସନ ଡିଗ୍ରୀକୁ ପାରମ୍ପରିକ ମୋଡ଼ରେ ପ୍ରାପ୍ତ ଅନ୍ୟ ଡିଗ୍ରୀ ସହ ସମାନ ଭାବେ ଗ୍ରହଣ କରାଯିବ । ବିଶ୍ୱବିଦ୍ୟାଳୟର…

ଦେଶର କର୍ମଚାରୀଙ୍କ ରିଟାୟାରମେଣ୍ଟ ବୟସ ବଢ଼ିବ! ଆମେରିକା ଓ ୟୁରୋପ ମଡେଲ ଲାଗୁ ସପକ୍ଷରେ EPFO

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଦେଶରେ କର୍ମଚାରୀଙ୍କ ରିଟାୟାରମେଣ୍ଟ ବୟସ ବୃଦ୍ଧି ସପକ୍ଷରେ ରହିଛି । ଏନେଇ ଭିଜନ ଡକ୍ୟୁମେଣ୍ଟରେ ଇପିଏଫଓ ପକ୍ଷରୁ ଦର୍ଶାଯାଇଛି । ଅବସରପ୍ରାପ୍ତ ବୟସ ବୃଦ୍ଧି…

Covid କାରଣରୁ Heart Attack ମୃତ୍ୟୁସଂଖ୍ୟା ବଢ଼ୁଛି: ଫିଟ୍ ଥିବା ଯୁବକଙ୍କୁ କାହିଁକି ଏହା ଶିକାର କରୁଛି, ଜାଣନ୍ତୁ ବିଶେଷଜ୍ଞଙ୍କ ରିପୋର୍ଟ

ନୂଆଦିଲ୍ଲୀ: ଗତ ଦୁଇବର୍ଷରୁ ଅଧିକ ସମୟ କରୋନା ମହାମାରୀ ସମଗ୍ର ବିଶ୍ୱକୁ ଏକପ୍ରକାର କବଳିତ କରି ରଖିଛି । ମହାମାରୀ ପରେ ହାର୍ଟ ବିମାରୀ ବହୁତ ବୃଦ୍ଧି ପାଇଛି । ୪୦ ବର୍ଷ ବୟସରୁ ଅଧିକ ବୟସର ଲୋକଙ୍କୁ ହାର୍ଟ ଆଟାର୍କ…

OUATର ନୂଆ କୁଳପତି ନିଯୁକ୍ତି ପାଇଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ନୂଆ କୁଳପତି ନିଯୁକ୍ତି ପାଇଛନ୍ତି । ଓୟୁଏଟିର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ନୂଆ କୁଳପତିଙ୍କୁ…

SHG ସମ୍ଭାଳିବେ ସରକାରୀ ସ୍କୁଲର ରକ୍ଷଣାବେକ୍ଷଣ ଦାୟିତ୍ୱ: ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା OSEPA

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସ୍ୱୟଂ ସହାୟିକା ଗ୍ରୁପ (ଏସଏଚଜି) ଉପରେ ନ୍ୟସ୍ତ ରହିବ ସରକାରୀ ସ୍କୁଲର ରକ୍ଷଣାବେକ୍ଷଣ ଦାୟିତ୍ୱ । ସ୍କୁଲ କ୍ୟାମ୍ପସର ସୁରକ୍ଷା, ଆସବାବପତ୍ରର ଯତ୍ନ, ପରିଚ୍ଛନ୍ନତା କାର୍ଯ୍ୟ…

BJD Again-2024: ନବୀନ ପୁଣି ବସିବେ ମୁଖ୍ୟମନ୍ତ୍ରୀ ଗାଦିରେ, ଦଳ ପକ୍ଷରୁ ଆରମ୍ଭ ହେଲା ମାଷ୍ଟର ପ୍ଲାନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ମେଗା ଫାଇଟ । ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ଗେମ୍ ପ୍ଲାନ ଆରମ୍ଭ କରିଦେଲେଣି । ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ…

BJP ପକ୍ଷରୁ ୧୫ଟି ରାଜ୍ୟରେ ନୂଆ ପ୍ରଭାରୀ ଓ ସହ-ପ୍ରଭାରୀଙ୍କୁ ମିଳିଲା ନିଯୁକ୍ତି: ଓଡ଼ିଶାର ନେତାଙ୍କୁ ବଡ଼ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏହାକୁ ନେଇ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର କ୍ଷେତ୍ର ପ୍ରସ୍ତୁତ କରିସାରିଲେଣି । ଏହି କ୍ରମରେ ଭାରତୀୟ ଜନତା ପାର୍ଟି ମଧ୍ୟ ଏ…

ସ୍କୁଲ ଓ କଲେଜର କର୍ମଚାରୀ ପାଇବେ ସପ୍ତମ ବେତନ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସ୍କୁଲ, କଲେଜର କର୍ମଚାରୀମାନେ ପାଇବେ ସପ୍ତମ ବେତନ । ଏନେଇ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ଆଲୋଚନା କରିଛନ୍ତି ।…