fbpx

ଆପଣ ICSE ପରୀକ୍ଷା ଦେଉଛନ୍ତି କି, ଅଧିକ ମାର୍କ ପାଇବା ପାଇଁ ଆପଣାନ୍ତୁ ଏହି ୫ଟି ଲାଷ୍ଟ ମିନିଟ୍ ଫର୍ମୂଲା

ନୂଆଦିଲ୍ଲୀ: ଆଇସିଏସଇ ସେମିଷ୍ଟର-୨ ପରୀକ୍ଷା ପାଇଁ ଆଉ କମ୍ ସମୟ ବାକି ରହିଛି । ପରୀକ୍ଷାରେ କିପରି ସଫଳତା ପାଇବେ ସେନେଇ ଅଧିକାଂଶ ଛାତ୍ରଛାତ୍ରୀ ସାଧାରଣତଃ ଚାପରେ ରହିଥାନ୍ତି । ଯଦି ଆପଣ ଉପଯୁକ୍ତ ଟିପ୍ସ ଫଲୋ କରିବେ…

ନବୀନଙ୍କ ଇଚ୍ଛାରେ ହୋଇଥାଏ PCC ସଭାପତି ନିଯୁକ୍ତି! ବିଧାୟକ ସୁରଙ୍କ ବିସ୍ଫୋରକ ବୟାନରେ କମ୍ପିଲା ଓଡ଼ିଶା ରାଜନୀତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଚୟନ ନେଇ କଂଗ୍ରେସ ଶିବିରରେ ଚର୍ଚ୍ଚା ଜୋର ଧରିଛି । କିଏ ହେବ ପରବର୍ତ୍ତୀ ପିସିସି ସଭାପତି ତାହାକୁ ନେଇ ନେତାମାନେ ଭିନ୍ନ…

କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ: ଟିଆଇ ପରେଡରେ ୫ ଅଭିଯୁକ୍ତଙ୍କୁ ଚିହ୍ନଟ କଲେ ୩ ସାକ୍ଷୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୟାଗଡ଼ର ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଇତିମଧ୍ୟରେ ଆଜି ଅଭିଯୁକ୍ତମାନଙ୍କର ଟିଆଇ ପରେଡ୍ କରାଯାଇଛି । ୩ ଜଣ ସାକ୍ଷୀ…

ସିଦ୍ଧାର୍ଥ-କିୟାରାଙ୍କର ବ୍ରେକଅପ୍! କେହି କାହା ସହ ଆଉ କରୁନାହାନ୍ତି ଦେଖା ସାକ୍ଷାତ

ନୂଆଦିଲ୍ଲୀ: ବଲିଉଡର ହଟ୍ କପଲ ସିଦ୍ଧାର୍ଥ ମାଲହୋତ୍ରା ଓ କିୟାରା ଆଡଭାନୀଙ୍କ ରିଲେସନସିପକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । କିଛିଦିନ ଧରି ଦୁହିଁଙ୍କ ମଧ୍ୟରେ ଆଫେୟାର ଚାଲିଥିବା ନେଇ ଖୁବ ଜୋରରେ ଚର୍ଚ୍ଚା ହେଉଥିଲା ।…

ଆଗକୁ ICSE Semester-2 ପରୀକ୍ଷା, ଛାତ୍ରଛାତ୍ରୀମାନେ ଫଲୋ କରନ୍ତୁ ଏହି ସମସ୍ତ ଗାଇଡଲାଇନ୍ସ

ନୂଆଦିଲ୍ଲୀ: ଆସନ୍ତା ୨୫ ତାରିଖରେ ଆଇସିଏସଇ ସେମିଷ୍ଟର ୨ ପରୀକ୍ଷା ଆୟୋଜିତ ହେବାକୁ ଯାଉଛି । ପୂର୍ବରୁ ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷାର ସଂଶୋଧିତ ଟାଇମ୍ ଟେବୁଲ ରିଲିଜ୍ ହୋଇଥିଲା । ତେବେ ପରୀକ୍ଷା ପାଇଁ ଏବେ ଖୁବ୍…

ଏକ ସପ୍ତାହ ପରେ ପୁଣି ଉଜୁଡ଼ିଗଲା ଆଉ ଏକ ପରିବାର: ୨ ବର୍ଷର ଶିଶୁ ସହ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଲଗାତର ହତ୍ୟା ମାମଲା ବଢ଼ିବାରେ ଲାଗିଛି । ଗତ ୧୬ ତାରିଖରେ ପ୍ରୟାଗରାଜର ନୱାବଗଞ୍ଜରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଥିଲା । ତେବେ ଆଜି ପୁଣି ଥରେ ପ୍ରୟାଗରାଜରେ…

ରାଜ୍ୟରେ ସରିଲା କରୋନାର ଖେଳ, ଆଜି ଚିହ୍ନଟ ହେଲେ ମାତ୍ର ଜଣେ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲା । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ଆସନ୍ତା ୨୮ ତାରିଖ ପରେ ଦେଶରେ ମହଙ୍ଗା ହୋଇପାରେ ଖାଇବା ତେଲ, ଇଣ୍ଡୋନେସିଆ ପାଇଁ ସଙ୍କଟରେ ପଡ଼ିବ ଭାରତ

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତରେ ଖାଇବା ତେଲର ଦର ବୃଦ୍ଧିହେବ । ବିଶ୍ୱର ଟପ୍ ପାମ୍ ଅଏଲ ଉତ୍ପାଦନକାରୀ ଇଣ୍ଡୋନେସିଆ ଘରୋଇ ଅଭାବକୁ ପୂରଣ କରିବା ପାଇଁ ତୈଳ ରପ୍ତାନୀ ଉପରେ ବ୍ୟାନ୍ ଲଗାଇବାକୁ ଯାଉଛି । ଅଶୋଧିତ ତୈଳ ଓ…

କୃମି ଔଷଧ ଖାଇ ୧୫୦ ସ୍କୁଲ ପିଲା ବେହୋସ, ବାହାଘର ଭୋଜି ଖାଇ ୨୪ ଅସୁସ୍ଥ

ନୂଆଦିଲ୍ଲୀ: ଅନେକ ସମୟରେ ବାହାଘର, ଉତ୍ସବ, ମେଳା ଆଦିରେ ଭୋଜି ଖାଇ ବହୁଲୋକ ଆକ୍ରାନ୍ତ ହୋଇଥାନ୍ତି । ତେବେ ବିହାରରେ ବାହାଘର ଭୋଜି ଖାଇ ଅନେକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ବରପକ୍ଷର ଅତିଥିମାନେ…

ଏଣିକି ତଳ କୋର୍ଟମାନେ ଅପରାଧୀଙ୍କୁ ମନଇଚ୍ଛା ଫାଶୀଦଣ୍ଡରେ ଦଣ୍ଡିତ କରିପାରିବେନି, ସୁପ୍ରିମକୋର୍ଟ ପ୍ରସ୍ତୁତ କରିବେ ନୂଆ ଗାଇଡଲାଇନ୍ସ

ନୂଆଦିଲ୍ଲୀ: ଫାଶୀ ନାଁ ଶୁଣିଲେ ଆମ ସମସ୍ତଙ୍କର ମନରେ ଭୟରେ କମ୍ପନ ସୃଷ୍ଟି ହୋଇଥାଏ । ହତ୍ୟା ଭଳି ଭୟଙ୍କର ଅପରାଧ ପାଇଁ ଆମ ଦେଶରେ ଅନେକ ଅପରାଧୀ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ତେବେ ଫାଶୀ ଦଣ୍ଡାଦେଶକୁ ନେଇ…