ରାଜ୍ୟସଭାରେ ବିରୋଧି ଦଳ ନେତା ମଲିକାର୍ଜୁନ ଖଡଗେଙ୍କୁ କରୋନା, ନେଇଥିଲେ ଡବଲ ଡୋଜ ଟିକା

ନୂଆଦିଲ୍ଲୀ: ରାଜ୍ୟସଭାରେ ବିରୋଧି ଦଳ ନେତା ମଲିକାର୍ଜୁନ ଖଡଗେ କରୋନା ସଂକ୍ରମିତ ହୋଇଛନ୍ତି । ଏହି ସୂଚନା ଗୁରୁବାର ଦିନ ଖଡଗେ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଖଡଗେ କରୋନାର ଦୁଇଟିଯାକ…

ବ୍ୟବସାୟୀଙ୍କ ଘରେ ଡକାୟତି: ବନ୍ଧୁକ ମୁନରେ ଲୁଟିନେଲେ ୬ ଲକ୍ଷ ଟଙ୍କା,୧୦ ଭରି ସୁନା

ଟିଟିଲାଗଡ଼, (ଭାସ୍କର ନ୍ୟୁଜ୍‌): ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଡୁଙ୍ଗୁରିପାଲି ଗାଁରେ ଏକ ବଡ଼ ଧରଣର ଡକାୟତି ଘଟିଛି । ଡକାୟତମାନେ ଜଣେ ବ୍ୟବସାୟୀଙ୍କ ଘରେ ପ୍ରବେଶ କରି ବନ୍ଧୁକ ମୁନରେ ନଗଦ ୬ ଲକ୍ଷ ଓ ୧୦ ଭରିର ସୁନା…

ମାଗଣାରେ ଦେଖନ୍ତୁ Netflix ଓ Amazon prime: ବାସ୍ ଆପଣାନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଳୀ: କରୋନା ସମୟରେ ଥିଏଟର ଗୁଡିକରେ ଭିଡ କମଥିବା ବେଳେ ଓଟିଟି ପ୍ଲାଟଫର୍ମର ଚାହିଦା ବଢିବାରେ ଲାଗିଛି । ଏମିତିରେ ଯଦି ଆପଣଙ୍କୁ କୁହାଯିବ କି ଆପଣଙ୍କୁ ୧୦୦୦ ଟଙ୍କାର ଓଟିଟି ସବସ୍କ୍ରିପସନ ସମ୍ପୂର୍ଣ୍ଣ…

ରାମ ଜନ୍ମଭୂମିରୁ ନିର୍ବାଚନ ଲଢ଼ିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଜେପିରେ ବିଦ୍ରୋହର ସ୍ୱର । ଗତ ଦୁଇ ଦିନ ମଧ୍ୟରେ ଉତ୍ତରପ୍ରଦେଶର ଯୋଗୀ ସରକାରରୁ ୨ମନ୍ତ୍ରୀ, ୪ବିଧାୟକଙ୍କ ସମେତ ୬ନେତା ଇସ୍ତଫା ଦେଲେଣି । ନିର୍ବାଚନ ଖୁବ୍ କମ୍ ଦିନ ଥିବାବେଳେ ଏହା…

ସାମନ୍ଥାଙ୍କ ଘରୁ ଚୋରି କରୁଥିଲେ ଅକ୍ଷୟ କୁମାର: ତା ପରେ ହେଲା ଏମିତି, ଦେଖନ୍ତୁ ମଜାଦାର ଭିଡ଼ିଓ

ମୁମ୍ବାଇ: ଚୋରି କରୁଥିବା ବେଳେ ଧରା ପଡ଼ିଛନ୍ତି ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର। ସାଉଥ୍ ସୁପରଷ୍ଟାର ସାମନ୍ଥା ରଥ ପ୍ରଭୁଙ୍କ ଘରୁ ଚୋରି କରିଥିବା ବେଳେ ଧରା ପଡ଼ିଛନ୍ତି ଅକ୍ଷୟ। ତେବେ ଏହା କୌଣସି ସତସତିକା ଚୋରି…

ବଢୁଛି ଓମିକ୍ରନ ଭୟ: ରେଡ୍ ଜୋନରେ ସାମିଲ ହେଲା ୪ ଜିଲ୍ଲା

ଭୁବନେଶ୍ବର(ଓଡ଼ିଶା ଭାସ୍କର): ରାଜ୍ୟର ଦିନକୁ ଦିନ କରୋନା ଗ୍ରାଫ୍‌ ଦ୍ରୁତ ବେଗରେ ମାଡ଼ି ଚାଲିଛି। ଦ୍ୱିତୀୟ ଲହର ଶୀର୍ଷ ବେଳେ ଯେତିକି ଆକ୍ରାନ୍ତ ବାହାରୁଥିଲେ ଏବେ ତୃତୀୟ ଲହର ଆରମ୍ଭ ସମୟରେ ଦୈନିକ ସଂକ୍ରମିତଙ୍କ…

ତୃତୀୟ ଟେଷ୍ଟ: ପନ୍ତଙ୍କ ଲଢ଼ୁଆ ଶତକ, ଦକ୍ଷିଣ ଆଫ୍ରିକାକୁ ୨୧୨ ରନ ଟାର୍ଗେଟ ଦେଲା ଭାରତ

ନୂଆଦିଲ୍ଲୀ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଚମତ୍କାର ଶତକ ହାସଲ କରିଛନ୍ତି ରିଷଭ ପନ୍ତ। ଭାରତୀୟ ଦଳ ସଂକଟ ସ୍ଥିତିରେ ରହିଥିବା ବେଳେ ଚମତ୍କାର ବ୍ୟାଟିଂ କରିବା ସହିତ ଏକ…

୨୪ ବର୍ଷ ବୟସରେ ୩୦୦ ମିଲିୟନ instagram ଫଲୋଅର୍: ପ୍ରଥମ ମହିଳା ଭାବେ ରଚିଲେ ଇତିହାସ

ନୂଆଦିଲ୍ଲୀ: ପ୍ରଥମ ମହିଳା ଭାବେ ଇତିହାସ ରଚିଛନ୍ତି ହଲିଉଡ୍ ସୁନ୍ଦରୀ କାଇଲି ଜେନର। ସୋସିଆଲ ମିଡ଼ିଆ ସାଇଟ Instagram ରେ କାଇଲିଙ୍କ ଫଲୋଅର ସଂଖ୍ୟା ୩୦୦ ମିଲିୟନ ଛୁଇଁଛି। ଫୁଟବଲ୍ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ…

ଲୋକ ବଛିବେ ଲୋକ ପ୍ରତିନିଧି: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପୂର୍ବରୁ ନମ୍ବର ଜାରି କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଜନତାଙ୍କୁ ଜଣ ପ୍ରତିନିଧି ଚୟନ କରିବାର ଅଧିକାର ପ୍ରଦାନ କରିଛନ୍ତି କେଜ୍ରିୱାଲ। ପଞ୍ଜାବ…