ଇସ୍ରୋ ଚେୟାରମ୍ୟାନ ହେଲେ ଏସ ସୋମନାଥ: କେ ଶିବନଙ୍କ ସ୍ଥାନରେ ନେବେ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ର ନୂତନ ଚେୟାରମ୍ୟାନ ଭାବରେ ଡ. ଏସ ସୋମନାଥଙ୍କୁ ନିଯୁକ୍ତ କରାଯାଇଛି। ପୂର୍ବତନ ଚେୟାରମ୍ୟାନ କେ ଶିବନଙ୍କ କାର୍ଯ୍ୟକାଳ ଆସନ୍ତା ୧୪ ତାରିଖରେ ଶେଷ ହେଉଥିବା…

ତୃତୀୟ ଟେଷ୍ଟ: ବୁମରାଙ୍କୁ ୫ ୱିକେଟ୍ ସଫଳତା, ୧୪ ରନରେ ଅଗ୍ରଣୀ ଭାରତ

ନୂଆଦିଲ୍ଲୀ: କେପଟାଉନରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଜସପ୍ରୀତ ବୁମରା। ବୁମରାଙ୍କ ୫ ୱିକେଟ୍ ସଫଳତା ବଳରେ ଭାରତ ୧୪ ରନର ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି। ଅଧିନାୟକ ବିରାଟ…

ବଦଳିଲା ବିଜେଡ଼ିର ସାଙ୍ଗଠନିକ ରୂପରେଖ: ଜାଣନ୍ତୁ କାହାକୁ ମିଳିଲା କେଉଁ ପଦଵୀ

ଭୁବନେଶ୍ବର (ଓଡ଼ିଶା ଭାସ୍କର): ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡ଼ି ପକ୍ଷରୁ ଏହାର ସାଙ୍ଗଠନିକ ରୂପରେଖ ପରିବର୍ତ୍ତନ କରାଯାଇଛି। ବିଜେଡିର ୩ ବରିଷ୍ଠ ସାଧାରଣ ସମ୍ପାଦକ, ୪ ସାଧାରଣ ସମ୍ପାଦକ, ୭ ସମ୍ପାଦକ…

ଦିନିକିଆ ସିରିଜ୍ ପୂର୍ବରୁ ଭାରତକୁ ଝଟକା: ଷ୍ଟାର ଅଲ୍ ରାଉଣ୍ଡର କୋଭିଡ୍ ପଜିଟିଭ, ଦଳକୁ ଫେରିଲେ ଜୟନ୍ତ ଓ ସାଇନି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଘୋଷିତ ଭାରତୀୟ ଦଳକୁ ଫେରିଛନ୍ତି ଜୟନ୍ତ ଯାଦବ ଓ ନବଦୀପ ସାଇନି। ଭାରତୀୟ ଷ୍ଟାର ଖେଳାଳି ୱାଶିଁଟନ ସୁନ୍ଦର କୋଭିଡ୍ ପଜିଟିଭ ହେବା ପରେ…

ମୋଦୀଙ୍କୁ ରୋକି ଲାଲକିଲ୍ଲାରୁ ଜାତୀୟ ପତାକା ହଟାଅ: ୧ ମିଲିୟନ ଡଲାର ପୁରସ୍କାର ଘୋଷଣା କଲା ଖଲିସ୍ତାନି ଆତଙ୍କୀ ସଂଗଠନ

ନୂଆଦିଲ୍ଲୀ: ଆଉ କିଛଦିନ ପରେ ଦେଶ ସାଧାରଣତନ୍ତ୍ର ଦିବସ ପାଳନ କରିବ। ଏହା ପୂର୍ବରୁ ପୁଣି ଥରେ ସକ୍ରିୟ ହୋଇ ଉଠିଛନ୍ତି ଖାଲିସ୍ଥାନ ସନ୍ତ୍ରାସବାଦୀ ଦଳ। ଖଲିସ୍ଥାନ ଆତଙ୍କି ସଂଗଠନ ଶିଖ ଫର୍ ଜଷ୍ଟିସ (sfj) ପକ୍ଷରୁ…

ପୁରୁଷ ବନ୍ଧ୍ୟା ଦୋଷ: କାରଣ ଓ ନିରାକରଣ, ଏମିତି କରାନ୍ତୁ ଚିକିତ୍ସା

ନୂଆଦିଲ୍ଲୀ: ସାଧାରଣତଃ କୁହାଯାଏ ମହିଳା ମାନଙ୍କୁ ବନ୍ଧ୍ୟାଦୋଷ ଥାଏ ବା ଯାହାର ପିଲାଛୁଆ ହୋଇନଥାଏ ସେ କ୍ଷେତ୍ରରେ ପୁରୁଷକୁ କିଛି କୁହାଯାଏ ନାହିଁ ମହିଳାଙ୍କୁ ବାଞ୍ଝ ବୋଲି କୁହାଯାଏ ।ଏବଂ ମହିଳାଟି ବହୁ ସାମାଜିକ…

ଜାତୀୟ ଯୁବ ଦିବସରେ ମନେ ପଡନ୍ତି ସ୍ବାମୀ ବିବେକାନନ୍ଦ: ଐତିହାସିକ ଇଡେନ ଗାର୍ଡେନରେ ନେଇଥିଲେ ୭ ୱିକେଟ୍

ନୂଆଦିଲ୍ଲୀ: ସ୍ଵାମୀ ବିବେକାନନ୍ଦଙ୍କ ୧୫୯ ତମ ଜନ୍ମ ଜୟନ୍ତୀ ଅବସରରେ ପାଳିତ ହେଉଛି ଜାତୀୟ ଯୁବ ଦିବସ। ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ୧୯୮୫ ମସିହାରୁ ଜାତୀୟ ଯୁବ ଦିବସ ଭାବରେ ପାଳନ…

ଶ୍ରେଷ୍ଠ ଭାରତୀୟ ଏକାଦଶ ଘୋଷଣା କଲେ କିମ୍ବଦନ୍ତୀ ସ୍ପିନର: ସ୍ଥାନ ପାଇଲେନି ଧୋନି ଓ କୋହଲି

ନୂଆଦିଲ୍ଲୀ: ଅଷ୍ଟ୍ରେଲିୟ କିମ୍ବଦନ୍ତୀ ସ୍ପିନର ଶେନ୍ ୱାର୍ନେ ନିଜର ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ଏକାଦଶ ଘୋଷଣା କରିଛନ୍ତି। ତେବେ ଏହି ଦଳରେ ମହେନ୍ଦ୍ର ସିଂ ଧୋନି ଏବଂ ବିରାଟ କୋହଲି ଏହି ଦଳରେ ସ୍ଥାନ ପାଇ ନାହାନ୍ତି।…

ହସାଇ ହସାଇ… ବେଦମ୍‌ କରୁଛି କୁନି ଝିଅ, ସୋସିଆଲ୍ ମିଡ଼ିଆରେ ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆରେ ପୂର୍ବରୁ ଆମେ  ଅନେକ ମଜାଦାର ଭିଡିଓ ସବୁ ଦେଖିଛେ ।  ଏକ ଭିଡିଓକୁ ଦେଖିଲେ ଆପଣ ନିଜର ହସକୁ ଆୟତ କରିପାରିବେ ନାହିଁ । ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ତାଙ୍କ କୁନି…

ଆଇଏନ୍‌ଏସ୍‌ ବିଶାଖାପଟନମ୍‌ରୁ ବ୍ରହ୍ମୋସ ମିସାଇଲ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ନୌସେନା ପଶ୍ଚିମ ତଟରେ ଥିବା ବିଧ୍ୱସଂକ ଯୁଦ୍ଧବିମାନ ଆଇଏନ୍‌ଏସ୍‌ ବିଶାଖାପଟ୍ଟନମ୍‌ରୁ ମଙ୍ଗଳବାର ଦିନ ସଫଳତା ପୂର୍ବକ ବ୍ରହ୍ମୋସ ସୁପର୍‌ସୋନିକ କ୍ରୁଇଜ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ କରିଛି । ଏହା…