ଘଣ୍ଟା ପ୍ରତି ୯ କି.ମି. ବେଗରେ ମାଡ଼ି ଆସୁଛି ବାତ୍ୟା, କାଲି ପୁରୀରେ ଛୁଇଁପାରେ ସ୍ଥଳଭାଗ: ଆଜିଠୁ ବିଭିନ୍ନ ଜିଲ୍ଳାରେ ପ୍ରବଳ ବର୍ଷିବ
ନୂଆଦିଲ୍ଲୀ/ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଶୁକ୍ରବାର ପୂର୍ବାହ୍ନରେ ବାତ୍ୟା "ଜୱାଦ୍'ରେ ପରିଣତ ହୋଇଛି । ଏନେଇ ଭାରତୀୟ ପାଣିାଗ ବିଭାଗ (ଆଇଏମ୍ଡି)…