ଜାଡେଜା ଓ ଅଶ୍ୱିନଙ୍କ ବୋଲିଂ ସଫଳତା ବ୍ୟର୍ଥ: ଡ୍ର’ରେ ଶେଷ ହେଲା କାନପୁର ଟେଷ୍ଟ

ନୂଆଦିଲ୍ଲୀ: ପଦାର୍ପଣ ଟେଷ୍ଟରେ ଲଢୁଆ ବ୍ୟାଟିଂ କରିବା ସହିତ ଦଳକୁ ପରାଜୟରୁ ରକ୍ଷା କରିଛନ୍ତି ନ୍ୟୁଜିଲାଣ୍ଡର ରାଚିନ୍ ରବୀନ୍ଦ୍ର । ଶେଷ ୱିକେଟରେ ୫୨ ବଲ ମୁକାବିଲା କରିବା ସହିତ ମ୍ୟାଚକୁ ଅମୀମାଂସିତ ରଖିଥିଲେ ।…

ଶୀତକାଳୀନ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ୧୨ ସାଂସଦ ସସପେଣ୍ଡ

ନୂଆଦିଲ୍ଲୀ: ସୋମବାର ଠାରୁ ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ପ୍ରଥମ ଦିନରେ ୧୨ ବିରୋଧୀ ଦଳ ସାଂସଦ ନିଲମ୍ବିତ ହୋଇଛନ୍ତି । ପ୍ରଥମ ଦିନରେ ନିୟମ ଭାଙ୍ଗିବା କାରଣରୁ ଏହି ସାଂସଦ ମାନଙ୍କୁ ନିଲମ୍ବିତ କରାଯାଇଛି…

ସ୍ୱାମୀ କରୁଛି ଦ୍ୱିତୀୟ ବିବାହ, ପୋଲିସ ରଖୁନାହିଁ ଅଭିଯୋଗ: ଦେଖନ୍ତୁ କଣ କହୁଛନ୍ତି ମହିଳା (VIDEO)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରେମ କରି ବିବାହ କରିଥିଲେ । ହେଲେ ଝିଅ ଜନ୍ମ ହେବା ପରେ ସବୁ ପ୍ରେମ କୁଆଡେ ଉଭାନ ହେଇଗଲା । ଆରମ୍ଭ ହେଲା ନିର୍ଯାତନା । କେବଳ ସ୍ୱାମୀ ନୁହେଁ ଶାଶୁ ଘର ଲୋକ ମଧ୍ୟ ନିର୍ଯାତନା ଦେବା…

ଗେଲ୍‌ଙ୍କ ପାଇଁ ବିଦାୟକାଳୀନ ମ୍ୟାଚ୍‌ ଆୟୋଜନ କରିବ ୱେଷ୍ଟଇଣ୍ଡିଜ, ଜନ୍ମମାଟିରେ ଖେଳିବେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍

ଜାମାଇକା: ୱେଷ୍ଟଇଣ୍ଡିଜର ଦୁର୍ଦ୍ଧର୍ଷ ଓପନିଂ ବ୍ୟାଟର କ୍ରିସ୍‌ ଗେଲ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଗ୍ରହଣ କରିବା ସମୟ ଆସି ଯାଇଛି । ନିକଟରେ ୱେଷ୍ଟଇଣ୍ଡିଜର ଅନ୍ୟତମ ପ୍ରଖ୍ୟାତ ଅଲରାଉଣ୍ଡର ଦକ୍ଷିଣ ଆଫ୍ରିକା…

ପାହାଡ଼ରୁ ଖସି ମାଇ ହାତୀର ମୃତ, ବାଘ ଗଣନାରେ ବେଳେ ଠାବ ହେଲା ଗଛରେ ଝୁଲନ୍ତା ମୃତଦେହ

କରଞ୍ଜିଆ (ଭାସ୍କର ନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ହେଉଛି ହସ୍ତୀ ଓ ବ୍ୟଘ୍ର ପ୍ରକଳ୍ପ ତଥା ଏସିଆର ଦୂତୀୟ ଜୈବ ମଣ୍ଡଳ ।ଏହି ଜୈବ ମଣ୍ଡଳରେ ଘଟିଛି ଏକ ଅଭାବନୀୟ ଘଟଣା । ପାହାଡ଼ରୁ ଖସି ଏକ ମାଇ ହାତୀର ମୃତ୍ୟୁ…

ପ୍ରେମ ବିବାହରୁ କରୁଣ ପରିଣତି: ମହିଳାଙ୍କ ହାତଗୋଡ ବାନ୍ଧି କିରୋସିନ୍‌ ଢାଳି ନିଆଁ ଲଗେଇ ମାରିଦେଲେ

ତିହିଡି (ଭାସ୍କର ନ୍ୟୁଜ୍‌): ପ୍ରେମ ବିବାହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ବାରୋ ପଞ୍ଚାୟତ ଅଧିନ ବାରୋ ଗ୍ରାମରେ । ଏହି ଗାଁର ଜଣେ ବିବାହିତ ମହିଳାଙ୍କୁ ବିବାହର ସାତ ବର୍ଷ ପରେ…

କାନପୁର ଟେଷ୍ଟ: ୨୩୪/୭ ରନ୍‌ରେ ଭାରତର ଦ୍ୱିତୀୟ ପାଳି ସମାପ୍ତି ଘୋଷଣା, ନ୍ୟୁଜିଲାଣ୍ଡ ଆଗରେ ୨୮୪ ରନ ବିଜୟ ଲକ୍ଷ୍ୟ

କାନପୁର: ସ୍ଥାନୀୟ ଗ୍ରିନପାର୍କ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡ ପାଇଁ ୨୮୪ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ପ୍ରଥମ ଇନିଂସରେ ୩୪୫ ରନ କରିଥିବା ଭାରତ ଦ୍ୱିତୀୟ…

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ, ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବ କଂଗ୍ରେସ

ନୂଆଦିଲ୍ଲୀ,: ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ବେଶ୍‌ ସରଗରମ ହେବ ବୋଲି ଆଶା କରାଯାଉଛି । ମୁଖ୍ୟ ବିରୋଧୀ କଂଗ୍ରେସ ୧୫ରୁ ୧୬ଟି ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବ ବୋଲି…

ଶବଦାହ ପାଇଁ ଯାଉଥିବା ବେଳେ ଶବ ପାଲଟିଗଲେ: ଶବବାହୀ ଗାଡ଼ିକୁ ପିଟିଲା ଟ୍ରକ୍, ୧୮ ମୃତ

କୋଲକାତା: ମୃତ୍ୟୁ ବି ଏମିତି ଆସେ । ଶବଦାହ ପାଇଁ ଯାଉଥିବା ଲୋକମାନେ ନିଜେ ଶବ ପାଲଟିଯିବା ଘଟଣା ସମଗ୍ର କୋଲକାତାରେ ଆଲୋଡନ ସୃଷ୍ଟି କରିଛି । ପଶ୍ଚିମବଙ୍ଗ ନଦୀୟା ଜିଲ୍ଲାରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ…

ଶବକୁ ମିଳୁନି ଶ୍ମସାନ: ୪ ଦିନ ଧରି ହସ୍ପିଟାଲ ବାରଣ୍ଡାରେ ପଡିଛି ମୃତ ଶରୀର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୁଁ ଶବ କହୁଛୁ । ମୋତେ ଟିକେ ଯାଗା ଦିଅ । ଆଉ କିଛି କାଠ ଏବଂ ଟିକିଏ ନିଆଁ ଦେଇ ବିଦାୟ ଦିଅ ମୋତେ । ଆଉ କେତେ କଷ୍ଟ ସହିବି ମୁଁ । ବଂଚିଥିବା ବେଳର କଷ୍ଟ ଠାରୁ ବଳିପଡିଲା ମୃତ୍ୟୁ ବେଳର…