ନିୟମିତ ଗଞ୍ଜେଇ ଟାଣନ୍ତି ନୀତିଶ କୁମାର: ଆରଜେଡି ବିଧାୟକ ଆଣିଲେ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଳୀ: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଆରଜେଡି ବିଧାୟକ ଯାହା ବିହାର ରାଜନୀତିକୁ ଉଷ୍ମତା ପ୍ରଦାନ କରିଛି । ନୀତିଶ ନିୟମିତ ଗଞ୍ଜେଇ ଟାଣନ୍ତି…

ସାହା ଓ ଆୟରଙ୍କ ଲଢୁଆ ଅର୍ଦ୍ଧଶତକ: ଗ୍ରୀନପାର୍କରେ ଦୃଢ ସ୍ଥିତିରେ ଭାରତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଭାରତ । ଦ୍ୱିତୀୟ ଇନିଂସରେ ଭାରତ ୨୩୪/୭ରେ ପାଳି ଘୋଷଣା କରିବା ସହିତ ୨୮୩ ରନରେ ଅଗ୍ରଣୀ ରହିଥିଲା । ୨୮୪ ରନର ଲକ୍ଷ୍ୟ…

ପ୍ରଥମ ଭାରତୀୟ ଭାବରେ ରଚିଲେ ଇତିହାସ; ପ୍ରଥମ ଟେଷ୍ଟରେ ସୁନୀଲ ଗାଭାସ୍କରଙ୍କୁ ପଛରେ ପକାଇଲେ ଏହି ମୁମ୍ବାଇ ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳରେ ପଦାର୍ପଣ କରିଥିବା ଶ୍ରେୟସ ଆୟର ଇତିହାସ ରଚିଛନ୍ତି । ପ୍ରଥମ ଇନିଂସରେ ପଦାର୍ପଣରେ ଶତକ ହାସଲ କରିଥିବା ଶ୍ରେୟସ ଦ୍ୱିତୀୟ ଇନିଂସରେ ମଧ୍ୟ ୬୫ ରନର ଦମଦାର ଓ ଲଢୁଆ ଇନିଂସ ଖେଳିଥିଲେ ।…

ଲଘୁଚାପକୁ ନେଇ ଜିଲ୍ଳାପାଳଙ୍କୁ ସତର୍କ କଲେ SRC; ମତ୍ସ୍ୟଜୀବିଙ୍କୁ ଫେରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ସତର୍କ ସୂଚନା ଜାରି କରାଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏନେଇ…

ଏହି ତାରିଖରେ ପ୍ରକାଶ ପାଇବ RRB NTPC ପରୀକ୍ଷାଫଳ; ଏମିତି କରନ୍ତୁ ଚେକ୍

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ହୋଇଥିବା ପରୀକ୍ଷାର ଫଳ ଆସନ୍ତା କିଛି ଦିନ ମଧ୍ୟରେ ପ୍ରକାଶ ପାଇବ । ଆରଆରବି ଏନଟିପିସି ଜିବିଟି ୨୦୨୧ ପରୀକ୍ଷାର ପରୀକ୍ଷା ଫଳ ଆସନ୍ତା ୨୯ ତାରିଖରେ ପ୍ରକାଶ ପାଇବାର ସମ୍ଭାବନା…

ସାମାନ୍ୟ କଥାକୁ ନେଇ ଗାଳି ଗୁଲଜ, ଉତ୍ୟକ୍ତ ଯୁବକ ଘଟାଇଲେ ରକ୍ତାକ୍ତ କାଣ୍ଡ: ଯୁବକକୁ ମାଡମାରି ତଣ୍ଟି କାଟିଦେଲେ

ଡେଲାଙ୍ଗ (ଭାସ୍କର ନ୍ୟୁଜ): ଡେଲାଙ୍ଗ ଥାନା ଅର୍ନ୍ତଗତ ପ୍ରହରାଜପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଦୃର୍ବୃର୍ତ୍ତ ପ୍ରହରାଜପୁର ଗ୍ରାମର ମଙ୍ଗୁ ସାହୁକୁ ଗ୍ରାମ ପୋଖରୀ ତୁଠରେ ମାଡମାରିବା ସହିତ…

ବିଗିଡିଲା ଲାଲୁ ପ୍ରସାଦଙ୍କ ସ୍ୱାସ୍ଥ୍ୟାବସ୍ଥା, ଏମ୍ସର ମେଡିସିନ ବିଭାଗରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ବିହାରର ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇ ପଡିବାରୁ ତାଙ୍କୁ ଦିଲ୍ଲୀ ଏମ୍ସର ମେଡିସିନ ବିଭାଗରେ ଭର୍ତ୍ତି କରାଯାଇଛି ।…

ଧଳା ଜହର କାରବାରକୁ ନେଇ କଲୋନୀରେ ଫାଙ୍କା ଗୁଳିଚାଳନା, ବନ୍ଧୁକ ମାଡରେ ଯୁବକ ଗୁରୁତର

ଢେଙ୍କାନାଳ,(ଭାସ୍କର ନ୍ୟୁଜ) : ଢେଙ୍କାନାଳ ସହର ଏବେ ଧଳାଜହରର ପେଣ୍ଠସ୍ଥଳ ପାଲଟି ଯାଇଛି । ଧଳା ଜହର ଯୋଗୁଁ ବହୁ ପରିବାର ସର୍ବସ୍ୱାନ୍ତ ହୋଇ ପଡିଥିବା ବେଳେ ଯୁବକ ମାନେ ଏହି ଧଳାଜହର କବଳରେ କବଳିତ ହୋଇ ପଥଭ୍ରଷ୍ଟ…

ମହିଳାଙ୍କ ଠାରୁ ୮୦ ହଜାର ଟଙ୍କା ଓ ସୁନା ଗହଣା ଲୁଟି ଘଟଣା: ନାବାଳକ ସହ ୨ ଗିରଫ

କଣ୍ଟାପଡ଼ା (ଭାସ୍କର ନ୍ୟୁଜ୍‌): କଟକ ଜିଲ୍ଲା ଅଧିନସ୍ଥ ଅଡ଼ଶପୁର ବଜାରରେ ଶୁକ୍ରବାର ଦିନ ପୂର୍ବାହ୍ନରେ ଜଣେ ମହିଳାଙ୍କ ଠାରୁ ସୁନା ଗହଣା ଟଙ୍କା ଲୁଟ୍‌ କରିଥିଲେ ଦୁର୍ବୃତ୍ତ । ଏହି ଘଟଣାରେ ଓଲଟପୁର ପୋଲିସ୍‌ ଆଜି…

ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରୋନ୍‌’, ୭ଗୁଣା ଦ୍ରୁତ ଗତିରେ ବ୍ୟାପିବାର ରହିଛି କ୍ଷମତା : ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ…

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ବିଦେଶରେ କୋଭିଡ଼ର ନୂଆ ଭାରିଆଣ୍ଟ ଚିହ୍ନଟ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ବିଦେଶରୁ…