ଟି-ଟେଣ୍ଟି ବିଶ୍ୱକପ: ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ, ବିଜୟ ଉଭୟ ଦଳ ପାଇଁ ଏକ…

ଦୁବାଇ: ସେମିଫାଇନାଲରେ ପରାଜୟ ସ୍ୱିକାର କରି ଦୁଇ ଟାଇଟଲ ଫେବରାଇଟ୍‌ ଦଳ ଇଂଲଣ୍ଡ ଓ ପାକିସ୍ତାନ ଚଳିତ ଟି-୨୦ କ୍ରିକେଟ ବିଶ୍ୱକପରୁ ବିଦାୟ ନେଇଛନ୍ତି । ବର୍ତ୍ତମାନ ଅନ୍ୟ ଦୁଇ ଦଳର ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି ।…

ମାଛ କାଉଣ୍ଟରେ ଚଢ଼ଉ ବେଳେ ଦୁଇ ଶାଙ୍କୁଚ ଜବତ, ୧୨ ମତ୍ସଜୀବୀ ଗିରଫ

ରାଜନଗର (ଭାସ୍କର ନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ତଥା ଡିଏଫଓଙ୍କ ଅଧିନସ୍ଥ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ବରୁଣେଇ ମୁହାଣ ନିକଟରୁ ଚୋରାରେ ସମୁଦ୍ର ଭିତରକୁ ଯାଇ ମାଛଧରୁଥିବାଏକ ଟ୍ରଲର ସହ ୧୨ ଜଣ…

ଭାରତରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ କରୋନା ବଟିକା, ଡିସିଜିଆଇର ଅନୁମତିକୁ ଅପେକ୍ଷା

ନୂଆଦିଲ୍ଲୀ, : ଭାରତରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ କରୋନା ବଟିକା ମୋଲନୁିରାଭିର୍‌ । ଏ ନେଇ ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ ମୁଖ୍ୟ ଡାକ୍ତର ରାମ ବିଶ୍ୱକର୍ମା ସୂଚନା ଦେଇଛନ୍ତି । ମର୍କ କମ୍ପାନୀ ପ୍ରସ୍ତୁତ ଏହି…

୧୩ରେ ଆସୁଛି ଲଘୁଚାପ, ୧୫ରେ ଅବପାତ ରୂପ ନେବା ସମ୍ଭାବନା: ୯ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଥାଇଲାଣ୍ଡ ଉପକୂଳରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପରେ ଦକ୍ଷିଣ ଆଣ୍ଡାମାନ ସାଗର ଆଡ଼କୁ ଗତି କରିବ । ଏହା ପ୍ରଭାବରେ ଶନିବାର ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।…

ଡ. ସୁରେଶ ଚନ୍ଦ୍ର ଦଳାଇ ହେଲେ ଉତ୍ତରାଞ୍ଚଳ ଆର୍‌ଡିସ, ଖୁବ୍‌ଶୀଘ୍ର ଦାୟିତ୍ବ ଗ୍ରହଣ କରିବେ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆଇଏଏସ୍‌ ଅଧିକାରୀ ଡ. ସୁରେଶ ଚନ୍ଦ୍ର ଦଳାଇ ଉତ୍ତରାଞ୍ଚଳ ଆରଡିସି ଭାବେ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ ସେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ତଥା କମିଶନର…

ଚାଉଳ ବଣ୍ଟନରେ ଅନିୟମିତତା: ସରପଞ୍ଚ ଓ ପିଇଓଙ୍କୁ ତାଲା ମାରିଲେ ଗ୍ରାମବାସୀ

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ସଦର ବ୍ଳକ ଡିମ୍ବୋ ପୟତରେ ଶତାଧିକ ହିତାଧିକାରୀ ନିତ୍ୟ ବ୍ୟବହାର୍ୟ୍ୟ ପିଡିଏସ୍ ଚାଉଳ ପାଇନଥିବାରୁ ଏହି ପଞ୍ଚାୟତର ସରପଞ୍ଚ ଓ ନିର୍ବାହୀ ଅଧକାରୀଙ୍କୁ ଶୁକ୍ରବାର ଅପରାହ୍ନରେ…

ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ପଦ ଛାଡି ପାରନ୍ତି କୋହଲି, ସଙ୍କେତ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ ୧୨।୧୧: ଟି-୨୦ ବିଶ୍ଵ କପ୍ ସହ ମୁଖ୍ୟ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି। ହେଲେ ଏହି ପୂର୍ବତନ କୋଚ୍ଙ୍କ ମତରେ ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟ ପରେ ଅନ୍ୟ ଫର୍ମାଟ୍ରୁ ମଧ୍ୟ…

ବିବାହ ନକଲେ ଭୋଗି ପାରନ୍ତି ଏହି ସବୁ ସମସ୍ୟା: ଗବେଷଣାରୁ ମିଳିଲା ନୂଆ ତଥ୍ୟ

ନୂଆଦିଲ୍ଲୀ:ଅନେକ ଲୋକ ଅଛନ୍ତି ଯେଉଁମାନେ ସର୍ବଦା ଏକୁଟିଆ ରହିବାକୁ ପସନ୍ଦ କରନ୍ତି । କାରଣ ସେମାନେ କୌଣସି ଝାମଲାରେ ପସିବାକୁ ଚାହାନ୍ତି ନାହିଁ । ଏବଂ ଏହି କାରଣରୁ କେତେକ ବିବାହ କରିବାକୁ ମଧ୍ୟ ପସନ୍ଦ କରିନଥାନ୍ତି…

ଟି-୨୦ ବିଶ୍ଵ କପ୍ ଫାଇନାଲରେ ଦମ ଦେଖାଇବେ ଭାରତୀୟ ଅମ୍ପାୟର, ନାଁ ଘୋଷଣା କଲା ଆଇସିସି

ଦୁବାଇ ୧୨।୧୧: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ଵ କପ୍ର ଫାଇନାଲ୍ ମ୍ୟାଚ୍ ରବିବାର ଖେଳାଯିବ। ଏହି ଗୁରୁତ୍ଵପୂର୍ଣ୍ଣ ମୁକାବିଲା ପାଇଁ ଆଇସିସି ପକ୍ଷରୁ ଅମ୍ପାୟରଙ୍କ ପ୍ୟାନେଲ୍ ଘୋଷଣା କରାଯାଇଛି। ଏହି…

ଲଭ୍ ସେକ୍ସ ଧୋକା: ପ୍ରେମ ଜାଲରେ ଫସାଇଲା ଜହ୍ଲାଦ; ବର୍ଷେ ପରେ ମିଳିଲା ହାଡ ଓ ଚୁଡି

କେନ୍ଦୁଝର(ଓଡ଼ିଶା ଭାସ୍କର): ପ୍ରେମ ଜାଲରେ ପଂସାଇ, ଯୁବତୀଙ୍କୁ ପ୍ରତାରଣା ଓ ପରେ ହତ୍ୟା କଲା ପ୍ରେମିକ । ଦୀର୍ଘ ୧ ବର୍ଷ ପରେ ପ୍ରେମିକାଙ୍କର ହାଡ଼ ଓ ଚୁଡ଼ୀ ଟାଉନ୍ ଥାନା ଜୁଡ଼ିଆ ଘାଟିରୁ ଠାବ ହୋଇଛି । ଏଭଳି ଅଭାବନୀୟ…