CHARIDHAM

ଏହି ତାରିଖରୁ ଆରମ୍ଭ ହୋଇପାରେ ସଂସଦ ଅଧିବେଶନ; ଜାଣନ୍ତୁ କଣ ରହିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ନଭେମ୍ବର ମାସର ଚତୁର୍ଥ ସପ୍ତାହରେ ସଂସଦୀୟ ବୈଠକ ଆରମ୍ଭ ହେବାର ସମ୍ଭବନା ରହିଥିବା ଜଣାପଡିଛି । ନଭେମ୍ବର ୧୫ ପରେ ଶୀତକାଳୀନ…

୬ ମାସ ମଧ୍ୟରେ କରିହେବ ଗର୍ଭପାତ; ନିୟମ ସଂଶୋଧନ କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ରହିଥିବା ଗର୍ଭପାତ ନିୟମକୁ ସଂଶୋଧନ କରାଯାଇଛି । ନୂତନ ନିୟମ ଅନୁଯାୟୀ ଏଣିକି ଗର୍ଭଧାରଣର ୬ ମାସ ବା ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଯାଇ ପାରିବ । ତେବେ କେବଳ…

ମନୀଷ ଅନୁରାଗ ମୃତ୍ୟୁ ମାମଲା; ସାଙ୍ଗଙ୍କୁ ଉଠାଇ ଆଣି କମିଶନରେଟ ପୋଲିସର ପଚରାଉଚୁରା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ତନାଘନା କରୁଛି କମିଶନରେଟ ପୋଲିସ । ମନୀଷଙ୍କ ଦୁଇ ଜଣ ସାଙ୍ଗ କନ୍ଧମାଳ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିବା…

ରାଉରକେଲାରେ Encounter; ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ରାଉରକେଲା(ଓଡ଼ିଶା ଭାସ୍କର): ରାଉରକେଲା ପୋଲିସ ପକ୍ଷରୁ ଏକ ଏନକାଉଣ୍ଟର କରାଯାଇଥିବା ବେଳେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ହୋଇଛନ୍ତି । ମୁସ୍ତାକ ଅହମ୍ମଦ ଏବଂ ମହମ୍ମଦ ଗୁଡୁ ନାମକ ଦୁଇ ଅପରାଧିଙ୍କୁ ପୋଲିସ…

BSFର କ୍ଷମତା ବୃଦ୍ଧିକୁ ନେଇ ପଞ୍ଜାବ କଂଗ୍ରେସରେ ଝଡ; ମୁହାଁମୁହିଁ ହେଲେ ଚନ୍ନି ଓ ଅମରିନ୍ଦର

ନୂଆଦିଲ୍ଳୀ: ବିଏସଏଫର କ୍ଷମତା ବୃଦ୍ଧିକୁ ନେଇ ପଞ୍ଜାବ କଂଗ୍ରେସରେ ଝଡ ସୃଷ୍ଟି ହୋଇଛି । ଏହି ନିୟମକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ମୁହାଁମୁହିଁ…

ଭେଙ୍କଟେଶ ଆୟରଙ୍କ ଅର୍ଦ୍ଧଶତକ: ଫାଇନାଲ ଓଭର ଥ୍ରୀଲର ଜିତି ଫାଇନାଲରେ KKR

ନୂଆଦିଲ୍ଲୀ:ଆଇପିଏଲ ଫାଇନାଲରେ ପ୍ରବେଶ କରିଛି କୋଲକାତା ନାଇଟ ରାଇଡର୍ସ । ମାତ୍ର ୧୩୬ ରନର ପିଛା କରୁଥିବା କୋଲକାତା ନାଇଟ ରାଇଡର୍ସ ଅନ୍ତିମ ୫ ଓଭରରେ ୬ ୱିକେଟ ହରାଇ ସଙ୍କଟରେ ପଡିଥିବା ବେଳେ ଛକା ମାରି ଷ୍ଟାଇଲରୋ…

ଶିକ୍ଷୟିତ୍ରୀ ମାନେ କଳିହୁଡି; ଆଉ ଜଣେ ମନ୍ତ୍ରୀଙ୍କ ମହିଳା ବିରୋଧୀ ମନ୍ତବ୍ୟ

ନୂଆଦିଲ୍ଲୀ: ମହିଳା ଶିକ୍ଷୟିତ୍ରୀ ମାନେ ଅଧିକ କଳି କଜିଆ ପ୍ରବଣ ବୋଲି କହିଛନ୍ତି ରାଜସ୍ଥାନ ଶିକ୍ଷାମନ୍ତ୍ରୀ । କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରେ ଏବେ ରାଜସ୍ଥାନର ଶିକ୍ଷାମନ୍ତ୍ରୀ ମହିଳାମାନଙ୍କ ଉପରେ ବିବାଦୀୟ…

ପରାଜୟକୁ ହଜମ କରିପାରୁ ନାହାନ୍ତି ଫଡନବିସ୍; ପୱାର ଛାଡିଲେ ତେରଛା ବାଣ

ନୂଆଦିଲ୍ଲୀ: ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଆକ୍ରମଣ କରିଛନ୍ତି ଏନସିପି ମୁଖ୍ୟ ଶରଦ ପୱାର । ମୁଁ ଏବେବି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଉପରେ ନିଜର ପ୍ରତିକ୍ରିୟା ରଖି ପୱାର…

ଓଡ଼ିଶା କ୍ରିକେଟ ଦଳରେ ହଂକଂ ଟିମର ଅଧିନାୟକ; ସୈଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ରାଜେଶ ଧୂପର ଅଧିନାୟକ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଅପକମିଙ୍ଗ ସୈଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ଘୋଷିତ ହୋଇଛି ଓଡ଼ିଶା ଦଳ । ୨୧ ଜଣିଆ ଓଡ଼ିଶା ଦଳରେ ରାଜେଶ ଧୂପରଙ୍କୁ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା ବେଳେ ହଂକଂ କ୍ରିକେଟ ଦଳର…

Qualifier-୨: କେକେଆର ସମ୍ମୁଖରେ ୧୩୬ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଆଇପିଏଲ-୧୪ର ଅନ୍ତିମ ଚରଣରେ ସେମିଫାଇନାଲ ବା କ୍ୱାଲିଫାୟର-୨ରେ ପରସ୍ପର ସମ୍ମୁଖୀନ ହୋଇଛନ୍ତି କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । କୋଲକାତା ଟସ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିବା…