CHARIDHAM

‘ମାନବାଧିକାର ନାମରେ ଦେଶର ଛବିକୁ ଖରାପ କରୁଛନ୍ତି କିଛି ଲୋକ, ଆମକୁ ସାବଧାନ ରହିବାକୁ ପଡିବ’

ନୂଆଦିଲ୍ଲୀ : କିଛି ଲୋକ ମାନବାଧିକାର ନାମରେ ଦେଶର ଛବି ଖରାପ କରିବାକୁ ଚେଷ୍ଟା କରୁଛନ୍ତି । ଆମକୁ ଏମିତି ଲୋକଙ୍କ ପ୍ରତି ସାବଧାନ ରହିବାର ଆବଶ୍ୟକତା ରହିଛି । ଜାତୀୟ ମାନବାଧିକାର ଆୟୋଗର ସ୍ଥାପନା ଦିବସ ଅବସରରେ…

ରାଜ୍ୟଗୁଡିକୁ କେନ୍ଦ୍ର ସରକାରଙ୍କ ଚେତାବନୀ: ବଳକା ବିଜୁଳି ଅଛି ତ ଆମକୁ ଜଣାନ୍ତୁ, ନଜଣାଇ ବିକ୍ରି କଲେ…

ନୂଆଦିଲ୍ଲୀ : ଦେଶରେ ଶକ୍ତି ସଙ୍କଟ ଗମ୍ଭୀର ହେବାରେ ଲାଗିଛି । ଅନେକ ରାଜ୍ୟରେ କୋଇଲାର ଘୋର ଅଭାବ କାରଣରୁ ଥର୍ମାଲ ପାୱାର ପ୍ଲାଣ୍ଟ ଠପ୍ ହୋଇ ଯାଇଛି । ବିଜୁଳି ଚାହିଦା ମେଣ୍ଟାଇବା ପାଇଁ ରାଜ୍ୟଗୁଡିକ ବାରମ୍ବାର…

ଆଗାମୀ ସିଜିନରେ ଏହି ଫ୍ରାଞ୍ଚାଇଜି ପକ୍ଷରୁ ଖେଳିବେ ନାହିଁ କେଏଲ ରାହୁଲ, ମେଗା ନିଲାମରେ ହେବେ ସାମିଲ୍ !

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ରେ ପଞ୍ଜାବ କିଙ୍ଗ୍ସର ଅଭିଯାନ କିଛି ଖାସ୍ ରହିନାହିଁ । ଦଳ ପ୍ଲେଅଫରେ ପ୍ରବେଶ କରିବାରେ ବିଫଳ ହୋଇଛି । ହେଲେ ଦଳର ଅଧିନାୟକ କେଏଲ ରାହୁଲ ଚମକ୍ରାର ପ୍ରଦର୍ଶନ କରି ୧୩ଟି ମ୍ୟାଚରେ ୬୨୬ ରନ…

ପୋଲିସ କମିସନର ରାକେଶ ଆସ୍ଥାନାଙ୍କୁ ବଡ ଆଶ୍ୱସ୍ତି, ଆବେଦନ ଅଗ୍ରାହ୍ୟ କଲେ ହାଇକୋର୍ଟ

ନୂଆଦିଲ୍ଲୀ : ପୋଲିସ କମିସନର ରାକେଶ ଆସ୍ଥାନାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ବଡ ଆଶ୍ୱସ୍ତି । ଉଚ୍ଚ ନ୍ୟାୟାଳୟ ଦିଲ୍ଲୀ ପୋଲିସ କମିସନର ଆସ୍ଥାନାଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନକୁ ଅଗ୍ରାହ୍ୟ କରି…

ନାରିନଙ୍କ ଅଲରାଉଣ୍ଡ ସଫଳତା: କୋହଲିଙ୍କ ଟାଇଟଲ ଆଶା ଅଧୁରା

ନୂଆଦିଲ୍ଳୀ: ସୁନୀଲ ନାରିନଙ୍କ ଅଲରାଉଣ୍ଡ ସଫଳତା ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଦା ହୋଇଥିବା ବେଳେ ଅଧିନାୟକ ଭାବରେ ବିରାଟ କୋହଲିଙ୍କ ଟାଇଟଲ ଆଶା ଅଧୁରା ରହିଯାଇଛି । ୧୩୯ ରନ ଲକ୍ଷ୍ୟର ପିଛା କରୁଥିବା…

ବ୍ରାଭୋଙ୍କ ସମକକ୍ଷ ହେଲେ ହର୍ଷଲ; ୩୨ ୱିକେଟ ସହିତ ସିଜିନ ଶେଷ

ନୂଆଦିଲ୍ଲୀ: ଆରସିବି ଅଲରାଉଣ୍ଡର ହର୍ଷଲ ପଟେଲ ଚଳିତ ଆଇପିଏଲରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି । ଚଳିତ ସିଜିନରେ ୩୨ ଟି ୱିକେଟ ସହିତ ପର୍ପଲ କ୍ୟାପ ଦୌଡରେ ଆଗୁଆ ରହିଛନ୍ତି । ଆଭେଶ ଖାନ ୨୨ ୱିକେଟ ସହିତ…

ଏହି ଟିକା ନେଇଥିଲେ ବୟସ୍କ ବ୍ୟକ୍ତି ନେବେ Booster ଡୋଜ୍; ହୁ ଜାରି କଲା ଆଡଭାଇଜରୀ

ନୂଆଦିଲ୍ଳୀ: କରୋନା ଟିକା ନେଉଥିବା ବୟସ୍କ ବ୍ୟକ୍ତିବିଶେଷଙ୍କୁ ତୃତୀୟ ଶଟ୍ ବା ବୁଷ୍ଟର ଡୋଜ୍ ନେବାକୁ ପଡୁଛି । ତେବେ ଏ ନେଇ ସୋମବାର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ହୁ) ପକ୍ଷରୁ ନିର୍ଦ୍ଦେଶାବଳୀ ଜାଗରି କରାଯାଇଛି । ୬୦ରୁ…

ବୁଧବାରକୁ ଘୁଞ୍ଚିଲା ଆର୍ଯ୍ୟନଙ୍କ ଜାମିନ ଶୁଣାଣି

ନୂଆଦିଲ୍ଳୀ: ମୁମ୍ବାଇର ସେସନ କୋର୍ଟରେ ଚାଲିଛି ବଲିଉଡ଼ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କଙ୍କ ଜାମିନ ଆବେଦନର ଶୁଣାଣି । ସୋମବାର କୋର୍ଟ ଆସନ୍ତା ବୁଧବାରକୁ ଏହି ଜାମିନ ଆବେଦନର ଶୁଣାଣିକୁ ଘୁଞ୍ଚାଇଥିବା…

ଭୁଲରେ ବି ଏହି Gmail ଲିଙ୍କରେ କରନ୍ତୁନି କ୍ଲିକ୍; ମିନିଟରେ ସଫା ହେଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ସାଇବର ଠକ ମାନେ ଠକିବାର ଏକ ନୂଆ ତରିକା ବାହାର କରିଛନ୍ତି । ଏହି ସାଇବର ଲୁଟେରା ମାନେ ନୂତନ ଶୈଳୀର ଠକେଇକୁ ଭିସିଙ୍ଗ ବୋଲି ନାମ ଦେଇଥିବା ବେଳେ ଇମେଲ ଆଇଡି ଜରିଆରେ ଏହି ଲୁଟ କରାଯାଉଛି । ଜିମେଲ…

Eliminator-୧: ନାରିନଙ୍କୁ ୪ ୱିକେଟ୍;୧୩୮ରେ ସୀମିତ ଆରସିବି

ନୂଆଦିଲ୍ଲୀ: ଆଇପିଏଲର ଏଲିମିନେଟର-୧ରେ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ୧୩୯ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ଭଲ ଆରମ୍ଭ ପାଇଥିଲେ ହେଁ…