ପାକିସ୍ତାନର ଖେଳନା ପାଲଟିଲା ତାଲିବାନ, ଭାରତକୁ ଦେଲା ଉପଦେଶ, କହିଲା…

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ କବଜା କରିବାର କିଛି ଘଣ୍ଟା ନହେଉଣୁ ତାଲିବାନ ଏବେ ନିଜର ଅସଲ ରଙ୍ଗ ଦେଖାଇବା ଆରମ୍ଭ କରିଛି । ଏପରିକି ତାଲିବାନ ପାକିସ୍ତାନ ହାତର ଖେଳନା ପାଲଟି ଯାଇଛି ଏବଂ ଭାରତକୁ ଉପଦେଶ ଦେବା ଆରମ୍ଭ…

ତାଲିବାନର ଆଫଗାନିସ୍ତାନ କବଜା ପରେ ଏବେ କ’ଣ କରିବ ଭାରତ ? ରହିଛି ଏହି ବିକଳ୍ପ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର ଯୁଗ ଆରମ୍ଭ ହୋଇ ଯାଇଛି । ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡି ଚାଲି ଯାଇଛନ୍ତି । ରାଜଧାନୀ କାବୁଲ ସହିତ ସମଗ୍ର ଆଫଗାନିସ୍ତାନରେ ଭୟର ବାତାବରଣ ରହିଛି । ଆଫଗାନିସ୍ତାନରୁ…

ହିଞ୍ଜିଳି ଓ ଶେରଗଡ଼ରେ ୩୯ ସ୍କୁଲର ରୂପାନ୍ତରୀକରଣ କାମ ସମ୍ପୂର୍ଣ୍ଣ: ୨୧ରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ୍‌ ୧୫ ଓ ୧୬ ତାରିଖ ଦୁଇ ଦିନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ଼ ଗସ୍ତ କରି…

୨୩ ଯାଏ ବଢ଼ିଲା ଚାଷୀ ନାମ ପଞ୍ଜୀକରଣ ସମୟସୀମା,ଏବେ ସୁଦ୍ଧା ୧୦ ଲକ୍ଷ ୧୪ ହଜାର ଚାଷୀ ପଞ୍ଜୀକୃତ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟରେ ଚଳିତ ଖରିଫ ଧାନସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣର ସମୟସୀମାକୁ ଅଗଷ୍ଟ ୨୩ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ ପଞ୍ଜୀକରଣ ଶେଷ ତାରିଖ ଥିଲା…

ଆଜି ପୁରୁଷ ଓ ମହିଳା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ, ଉଭୟ ଦଳର କ୍ରୀଡାବିତଙ୍କୁ ସ୍ୱାଗତ ପାଇଁ ହୋଇଛି ସ୍ୱତନ୍ତ୍ର…

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଆଜି ଭୁବନେଶ୍ୱର ଆସୁଛନ୍ତି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ବିଜେତା ପୁରୁଷ ହକି ଦଳ ଏବଂ ଚତୁର୍ଥ ସ୍ଥାନ ହାସଲ କରିଥିବା ମହିଳା ଟିମ୍। ଉଭୟ ପୁରୁଷ ଓ ମହିଳା ଦଳକୁ ସମ୍ବର୍ଦ୍ଧିତ…

୯ରୁ ୧୮ ବର୍ଷ ବୟସ୍କଙ୍କୁ ସଂକ୍ରମଣ ଭୟ ଅଧିକ : ଡିଏମଇଟି

ଭୁବନେଶ୍ୱର (ଭସ୍କର ନ୍ୟୁଜ୍‌): ଜୁଲାଇ ୨୧ ତାରିଖର ପିଆଇବି ବୁଲେଟିନ ଅନୁସାରେ ଦେଶର ୧୨ ପ୍ରତିଶତ ଶିଶୁ କରୋନା ସଂକ୍ରମିତ ହେଉଛନ୍ତି । ୯ରୁ ୧୮ ବର୍ଷ ବୟସ ବର୍ଗଙ୍କୁ ଅଧିକ ଭୟ ରହୁଛି । ଅନେକ ଆକ୍ରାନ୍ତ ଶିଶୁ ଲକ୍ଷଣ…

ପୁରୁଣା ଜିନ୍ସରୁ ଫୁଲ କୁଣ୍ଡ; ଜାଣନ୍ତୁ କେମିତି ତିଆରି କରିବେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ଆଧୁନିକ ଯୁଗରେ ବଗିଚା କରିବାକୁ ଭଲ ପାଉଥ୍ଖବା ବ୍ୟକ୍ତି ଅଭିନବ ଢଙ୍ଗରେ ଫୁଲକୁଣ୍ଡ ପ୍ରସ୍ତୁତି କରୁଛନ୍ତି । ହେଲେ ଏବେ ବିନା ଖର୍ଚ୍ଚରେ ଘରେ ସୁନ୍ଦର ଓ ଆକର୍ଷଣୀୟ କୁଣ୍ଡ ତିଆରି…

ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ କମୁଛି ମୋଦୀଙ୍କ ଲୋକପ୍ରିୟତା; ମମତା ଓ କେଜ୍ରିୱାଲଙ୍କୁ ୮ ପ୍ରତିଶତ ଭୋଟ

ନୂଆଦିଲ୍ଲୀ: ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଆସନ୍ତା ପ୍ରଧାନମନ୍ତ୍ରୀ ତାଲିକାରେ ମୋଦୀଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ବେଳେ ଅରବିନ୍ଦ କେଜ୍ରିୱାଲ…

ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ଦ୍ୱିତୀୟ; ପ୍ରଥମ ସ୍ଥାନରେ ଷ୍ଟାଲିନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସୋମବାର ପ୍ରକାଶ ପାଇଛି ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକା । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ…

‘ଟଙ୍କାଭର୍ତ୍ତି ୪ କାର ସହ ଦେଶ ଛାଡିଛନ୍ତି ଘନି’

ନୂଆଦିଲ୍ଲୀ: ତାଲିବାନ ଶାସନ କ୍ଷମତାକୁ ଫେରିବା ପରେ ଦେଶ ଛାଡି ପଳାୟନ କରିଛନ୍ତି ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ ଘନି । ଗୋଟିଏ ପଟେ ତାଲିବାନ ଶାସନକୁ ନେଇ ସମଗ୍ର ବିଶ୍ୱରେ ଅସନ୍ତୋଷର ଛାୟା ଦେଖା ଦେଇଥିବା ବେଳେ…