ଚୋରକୁ ଧରିପାରିଲାନି ପୋଲିସ, ଚୋରକୁ ଧରି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ନିମାପଡା (ଭାସ୍କର ନ୍ୟୁଜ୍‌): ନିମାପଡା ବ୍ଲକ ତୁଳସୀପୁର ବଜାରରୁ ଜଣେ ଯୁବକ ଗତ ୩ ଦିନ ତଳେ ଶାବଳ ଦ୍ୱାରା ରଡ, ସିମେଣ୍ଟ ଦୋକାନ କାନ୍ଥ ତାଡି ୧୫ ହଜାର ଟଙ୍କା ଓ ଅନ୍ୟ ସାମଗ୍ରୀ ଚୋରାଇ ନେଇଥିବା ଫାଣ୍ଡିରେ ଅଭିଯୋଗ…

ପ୍ରଥମ ଟେଷ୍ଟ ଫର୍ମୁଲା ଜାରି ରଖିବାକୁ କୋହଲିଙ୍କ ଯୋଜନା; ଲର୍ଡ୍ସ ଟେଷ୍ଟରେ ପୁଣି ଉଭୟ ଦଳ ମଧ୍ୟରେ ହେବ ଜୋରଦାର ଲଢ଼େଇ

ଲଣ୍ଡନ (ଭାସ୍କର ନ୍ୟୁଜ୍): ନଟିଂହାମର ଟେଣ୍ଟବ୍ରିଜରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହେବା ସହିତ ବିନା ଫଇସଲାରେ ସମାପ୍ତ ହେଇଥିଲା । ବର୍ଷା ଯୋଗୁ ପଞ୍ଚମ ଦିନ ଖେଳ ସମ୍ପୂର୍ଣ୍ଣ…

ଶତ୍ରୁରାଷ୍ଟ୍ରକୁ ମାତ୍‌ ଦେବାକୁ ଯୋଜନା: ସମୁଦ୍ର ମଧ୍ୟରେ ଭାରତ ନିର୍ମାଣ କରୁଛି ସିକ୍ରେଟ୍‌ ସୈନ୍ୟ ଆଡ୍ଡା!

ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍) : ଶତ୍ରୁରାଷ୍ଟ୍ରକୁ ମାତ୍‌ ଦେବାକୁ ପ୍ରସ୍ତୁତି ଚଳାଇଛି ଭାରତ । ସମୁଦ୍ର ଭିତରେ ପ୍ରସ୍ତୁତ ହେଉଛି ଭାରତର ସିକ୍ରେଟ୍‌ ସୈନ୍ୟ ଆଡ୍ଡା । ଭାରତ ମହାସାଗର ମଧ୍ୟରେ ଥିବା ମରିସସ୍‌ ଦ୍ୱୀପ…

ଆଜିଠୁ ଖୋଲିବ ମା’ ତାରିଣୀ ମନ୍ଦିର, କୋଭିଡ୍ କଟକଣା ମଧ୍ୟରେ ଦର୍ଶନ କରିବେ ଭକ୍ତ

ଘଟଗାଁ,(ଭାସ୍କର ନ୍ୟୁଜ୍): ଆଜିଠୁ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ୱପ୍ରସିଦ୍ଧ ମା’ତାରିଣୀ ମନ୍ଦିର । ଏହା ସମେତ ଚର୍ଚ୍ଚ, ମସଜିଦ୍‌ ଓ ଗୁରୁଦ୍ୱାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳ ଆଶିଷ ଠାକରେ…

ଆଜିଠୁ ଖୋଲିବ ପଠାଣିସାମନ୍ତ ପ୍ଲାନେଟାରିୟମ୍, କୋଭିଡ୍ କଟକଣା ମଧ୍ୟରେ ପ୍ରବେଶ କରିବେ ସର୍ବସାଧାରଣ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ଆଜିଠୁ ଖୋଲିବ ପଠାଣିସାମନ୍ତ ପ୍ଲାନେଟାରିୟମ୍ ଓ ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍। କୋଭିଡ୍‌ ଗାଇଡଲାଇନ୍‌ ଅନୁଯାୟୀ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଏନେଇ ପଠାଣି ସାମନ୍ତ…

ପାର୍ବଣ ଋତୁ ପାଇଁ ଗାଇଡଲାଇନ୍: ବିନା ଭକ୍ତରେ ହେବ ପୂଜା, ମଣ୍ଡପରେ ୭ ଜଣରୁ ଅଧିକ କର୍ମକର୍ତ୍ତା ରହିବେନି

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ହେବ ପୂଜା ପାର୍ବଣ । ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ପ୍ରସଙ୍ଗରେ…

ମାଉସୀକୁ ପ୍ରେମ ପରେ ପ୍ରତାରଣା;ଜେଲ୍ ଗଲେ ପୁତୁରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଉସୀକୁ ପ୍ରେମ ପରେ ପ୍ରତାରଣା କରିଥିବା ଅଭିଯୋଗରେ ସମ୍ପୃକ୍ତ ପୁତୁରାଙ୍କୁ ଚନ୍ଦ୍ରଶେଖରୁର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଟ୍ରାଞ୍ଜିଟ୍ ହାଉସ ନିକଟରେ ରହୁଥିବା…

ସବିତା ପୁନିଆ ହେଉଛନ୍ତି ବାସ୍ତବ Great wall of india : ଶ୍ରୀଜେସ୍

ନୂଆଦିଲ୍ଳୀ: ନୂଆଦିଲ୍ଲୀରେ ଆୟୋଜିତ ହୋଇଯାଇଛି ଅଲିମ୍ପିକ୍ସ ଫେରନ୍ତା ଖେଳାଳିଙ୍କ ସ୍ୱାଗତ ସମାରୋହ । ସମସ୍ତ ପଦକ ବିଜେତା ଖେଳାଳିଙ୍କୁ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନିତ କରାଯାଇଛି । ଏହି ଅବସରରେ ଭାରତୀୟ ପୁରୁଷ…

କଟକରୁ ୧କୋଟିର ବ୍ରାଉନ ସୁଗର ଜବତ

କଟକ (ଓଡ଼ିଶା ଭାସ୍କର):ଗତକାଲି ଅପରାହ୍ନ ରେ ସ୍ପେଶାଲ ସ୍କୱାର୍ଡ ଓ ଲାଲବାଗ ଥାନା ମିଳିତ ଚଢ଼ାଉ କରି ୧ କିଲୋ ୧୪୯ ଗ୍ରାମ (ଆନୁମାନିକ ମୂଲ୍ୟ-୧କୋଟି ରୁ ଉର୍ଦ୍ଧ୍ବ ) ମୂଲ୍ୟର ବ୍ରାଉନ ସୁଗର ଜବତ କରିବା ସହ ୬ଜଣଙ୍କୁ…

ସିନ୍ଧୁଙ୍କ ପାଇଁ ଆଇସକ୍ରିମ୍ ଓ ନୀରଜଙ୍କୁ ଚୁରମା; ଟ୍ରିଟ ଦେବେ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ପଦକ ବିଜେତାଙ୍କୁ ସମ୍ମାନିତ କରିବା ଅବସରରେ ବଡ ଘୋଷଣା କରିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର । ଆଥଲେଟିକ୍ସରେ ନୀରଜ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରି…