କମିଶନରେଟ୍ ପୋଲିସର ଏସିପି ଓ ଆଇଆଇସି ସ୍ତରରେ ଅଦଳବଦଳ: ଅନୀଲ ମିଶ୍ରଙ୍କୁ କଟକର ଅତିରିକ୍ତ ଡିସିପି ଦାୟିତ୍ବ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): କମିଶନରେଟ୍ ପୋଲିସ ପକ୍ଷରୁ ମଙ୍ଗଳାବର ଏସିପି ଓ ଆଇଆଇସି ସ୍ତରରେ ଅଦଳବଦଳ ହୋଇଛି । ଏନେଇ କମିଶନରେଟ୍ ମୁଖ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୋନ୍ ୫ ର ଏସ୍ପି ଅନିଲ…