ଘୋଷଣା ହେଲା ନିଟ୍ ପ୍ରବେଶିକା ତାରିଖ; ଜାଣନ୍ତୁ କେବେ ହେବ ପରୀକ୍ଷା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସୋମବାର ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ନିଟ୍ ପରୀକ୍ଷା ହେବ ବୋଲି…

ପାକିସ୍ତାନରେ ମୁଲ୍ଲାଙ୍କ ମୁହଁ ବନ୍ଦ କରିଦେଇଥିବା ଝିଅ ମଲାଲା; ଜାଣନ୍ତୁ ଏମିତି କଣ କରିଥିଲେ

ନୂଆଦିଲ୍ଳୀ: ବିଶ୍ୱବ୍ୟାପୀ ୧୨ ଜୁଲାଇକୁ ମଲାଲା ଦିବସ ଭାବରେ ପାଳନ କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଛି । ବିଶ୍ୱରେ ନାରୀଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସାମାଜିକ କର୍ମୀ ତଥା ବିଶ୍ୱର…

ସାଧୁବେଶରେ ଆସି ଲୁଟିନେଲେ ୨ କୋଟି; ମୁଖ୍ୟମନ୍ତ୍ରୀଙ୍କ ଲିଙ୍କ

ଋଷିକେଶ: ଋଷିକେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସାଧୁବେଶରେ ଆସି ଜଣେ ଯୁବକ ୧.୭୫ କୋଟିର ଗହଣା ଲୁଟି ନେଇଛନ୍ତି । ଜଣେ ଗହଣା ବ୍ୟବସାୟୀଙ୍କ ସ୍ତ୍ରୀକୁ ଫଶାଇ ୧.୭୫ କୋଟି ଟଙ୍କାର ସୁନାଗହଣା ଲୁଟ କରିଥିବା…

AIRTELର 5-G ଟ୍ରାଏଲ ସ୍ପିଡ ୧.୨ଜିବି/ସେକେଣ୍ଡ; ଭାରତର ଦ୍ରୁତତମ ନେଟୱର୍କର ମାନ୍ୟତା

ମୁମ୍ବାଇ: ଭାରତରେ ପ୍ରବେଶ କରିବାକୁ ଯାଉଛି ୫ଜି ଟେକ୍ନୋଲୋଜି । ଏଥିପାଇଁ ବିଭିନ୍ନ କମ୍ପାନୀ ପକ୍ଷରୁ ଟେଷ୍ଟିଂ ଆରମ୍ଭ କରାଯାଇଥିବା ବେଳେ ସୋମବାର ଏୟାରଟେଲ ମୁମ୍ବାଇରେ ଏହାର ୫ଜି ସେବାର ପରୀକ୍ଷଣ କରାଇଛି । କମ୍ପାନୀର…

ଦ୍ଵିତୀୟ ଅଭ୍ୟାସ ମ୍ୟାଚରେ ଗର୍ଜିଲା ପୃଥ୍ଵୀ ସଙ୍କ ବ୍ୟାଟ୍, ଭୁବନେଶ୍ଵର କୁମାର ଓ ଚହଲଙ୍କ ବିରୋଧରେ ଲଗାଇଲେ ଦମଦାର ସଟ୍

ନୂଆଦିଲ୍ଲୀ : କିଛି ଖେଳାଳି କରୋନା ସଂକ୍ରମିତ ହେବା ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ସୀମିତ ଓଭର ସିରିଜର ଖେଳସୂଚୀରେ ପରିବର୍ତ୍ତନ କରାଯାଇଛି। ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଥିବା ସିରିଜ୍ ଏବେ…

ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମି ଅଧିବେଶନ, ରହିବ ୧୯ଟି କାର୍ଯ୍ୟ  ଦିବସ

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧୯ରୁ ଆରମ୍ଭ ହେବ ସଂସଦର ମୌସୁମି ଅଧିବେଶନ। ଏ ନେଇ ପ୍ରସ୍ତୁତିର ସମୀକ୍ଷା କଲେ ଲୋକସଭାର ବାଚସ୍ପତି ଓମ ବିର୍ଲା। ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ମୌସୁମି…

ପେଟ୍ରୋଲ ଦାମକୁ ଗଡକରୀ ଦର୍ଶାଇଲେ ବହୁତ ବଡ ସମସ୍ୟା, ଦେଲେ ସମାଧାନର ବିକଳ୍ପ ରାସ୍ତା

ନୂଆଦିଲ୍ଲୀ : କେନ୍ଦ୍ରୀୟ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ନାଗପୁରରେ ଦେଶର ପ୍ରଥମ ବାଣିଜ୍ୟିକ ତରଳ ପ୍ରାକୃତିକ ଗ୍ୟାସ୍(ଏଲଏନଜି) ଫିଲିଂ ଷ୍ଟେସନର ଉଦଘାଟନ କରିଛନ୍ତି। ଏହି ସମୟରେ ଗଡ଼କରୀ କହିଛନ୍ତି,…

‘ଆପଣ ଆଇସିସି ଟ୍ରଫି କଥା କହୁଛନ୍ତି, ମାତ୍ର କୋହଲି ତ ଏ ପର୍ଯ୍ୟନ୍ତ ଆଇପିଏଲ ଜିତି ପାରି ନାହାନ୍ତି’

ନୂଆଦିଲ୍ଲୀ : ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ମୁକାବିଲାରେ ନ୍ୟୁଜିଲାଣ୍ଡ ହାତରୁ ଭାରତ ପରାଜିତ ହେବା ପରେ ପୁଣି ଥରେ ବିରାଟ କୋହଲିଙ୍କ ନେତୃତ୍ଵ ଉପରେ ପ୍ରଶ୍ନ ଉଠିଛି। ଆଇସିସି ଟୁର୍ଣ୍ଣାମେଣ୍ଟରେ କ୍ରମାଗତ…

ବାଲୁକା ଶିଳ୍ପୀ ସତ୍ୟଙ୍କ ଅନନ୍ୟ କଳାକୃତି, ୧୦୯୭ ବୋତାମରେ ନିର୍ମାଣ କଲେ ୧୧ ଇଞ୍ଚର ନନ୍ଦିଘୋଷ ରଥ

ବ୍ରହ୍ମପୁର (ଓଡ଼ିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା ଅବସରରେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନିଆରା କଳାକୃତି ଦେଖିବାକୁ ମିଳିଛି । ସେ ଚଳିତ ରଥଯାତ୍ରା ଅବସରରେ ୧୦୯୭ ବୋତାମରେ ନିର୍ମାଣ…