ନିର୍ମଳାଙ୍କ ମେଗା ଆର୍ଥିକ ପ୍ୟାକେଜ୍: ୧.୧ ଲକ୍ଷ କୋଟିର ଆର୍ôଥକ ପ୍ୟାକେଜ୍, ୫ ଲକ୍ଷ ମାଗଣା ପର୍ଯ୍ୟଟକ ଭିସା
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଆଉ ଏକ ଅର୍ଥନୈତିକ ପ୍ୟାକେଜ୍ ସମ୍ପର୍କରେ ଘୋଷଣା କରିଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ମେ ମାସରୁ ନଭେମ୍ବର ମାସ ଯାଏଁ ମାଗଣା ଚାଉଳ…