କଂଗ୍ରେସ ଦଳ ଭାଙ୍ଗିବା ପଛରେ ନିଜର ଚାଣକ୍ୟ ବୁଦ୍ଧି ଲଗାଇବ ଥିବା ବିଜୟ ଏବେ କଂଗ୍ରେସରେ ଦେବେ କି ଯୋଗ?
ଭୁବନେଶ୍ୱର:ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଯାହା ପାଇଁ ଏବେ ଠାରୁ ସବୁ ଦଳ ମାନେ କସରତ ଆରମ୍ଭ କରିଦେଲେଣି । ସଙ୍ଗଠନ ମଜବୁତ କରିବା ପାଇଁ ଦଳ ମାନେ ଖୁବ ପ୍ରୟାସ କରୁଛନ୍ତି । ଏହାଭିତରେ ସବୁ ଦଳରୁ ନୂଆ ନୂଆ ଷ୍ଟ୍ରାଟଜି…