ଲଞ୍ଚ ହେଲା Redmi 10A Sport, ବଜେଟରେ ମିଳିବ ୬ ଜିବି ରାମ୍ ଏବଂ ୧୨୮ ଜିବି ଷ୍ଟୋରେଜ୍
ନୁଆଦିଲ୍ଲୀ: Redmiର ଲେଟେଷ୍ଟ ସ୍ମାର୍ଟଫୋନ୍ Redmi 10A Sport ଲଞ୍ଚ ହୋଇଛି । ଏହାପୂର୍ବରୁ କମ୍ପାନୀ Redmi 10 A କୁ ଭାରତରେ ଲଞ୍ଚ କରିଥିଲା । ନୂଆ ଫୋନ ରେଡମୀ ୧୦ ଏ ର ଅପଗ୍ରେଡ ଭର୍ଜନ । ନୂଆ ମଡେଲରେ କମ୍ପାନୀ…