ଶପଥ ଗ୍ରହଣ ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଳୀ: ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଯାହା ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ । ସୋମବାର ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ…

ନୃଶଂସ, ଟଙ୍କା ନଦେବାରୁ ବାପାକୁ ପଥରରେ ଛେଚି ହତ୍ୟା କଲା ପୁଅ

ପାଟନା: ପୁଅ ପାଇଁ ବାପା ସବୁକିଛି ହୋଇଥାନ୍ତି, ସବୁ ବାପା ନିଜ ସନ୍ତାନଙ୍କୁ ସଫଳତାରେ ଶୀର୍ଷରେ ଦେଖିବାକୁ ଚାହାନ୍ତି । ପୁଅ ଉପରେ ଯେତେ ରାଗିଲେ ବି ଭିତରେ ସେତିକି ସ୍ନେହ ମଧ୍ୟ କରିଥାନ୍ତି । କିନ୍ତୁୁ ବର୍ତ୍ତମାନ…

ନିଜ ଭାଇକୁ ହତ୍ୟା କରି ଫ୍ରିଜରେ ଲୁଚାଇ ଦେଲା ବଡ଼ଭାଇ, ଲୁଟିନେଲା ଟଙ୍କା-ସୁନା

ରାଜଧାନୀ ଦିଲ୍ଲୀରୁ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏଠାରେ ଲୁଟ୍ ଉଦ୍ଦେଶ୍ୟରେ ନିଜ ସାନ ଭାଇକୁ ହତ୍ୟା କରି ମୃତଦେହକୁ ଫ୍ରିଜ୍ ରଖିଦେଇଥିଲା ବଡ଼ଭାଇ । ଘଟଣା ଜାଣିବା ପରେ ପୋଲିସ ତନାଘନା ଆରମ୍ଭ…

ଅଗଷ୍ଟରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ୍, ଜାଣି ରଖନ୍ତୁ କେଉଁ କେଉଁ ଦିନ

ନୂଆଦିଲ୍ଲୀ: ଜୁଲାଇ ମାସ ଶେଷ ହେବାକୁ ଅଛି ଏବଂ ଅଗଷ୍ଟ ମାସ ଆରମ୍ଭ ହେବାକୁ ଯାଉଛି । ସ୍ୱାଧୀନତା ଦିବସ ସହ ଅନେକ ପର୍ବ ଆସୁଛି ଏହି ମାସରେ । ଯଦି ଆପଣ ଆସନ୍ତା ମାସରେ ବ୍ୟାଙ୍କ ସହ ଜଡ଼ିତ କୌଣସି ଜରୁରୀ କାମ ଅଛି, ତେବେ…

ବାହାରିଲା CISCE ଦ୍ୱାଦଶ ଫଳାଫଳ, ରାଙ୍କ ୧ ରେ ୧୮ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ISC ଦ୍ୱାଦଶ ବୋର୍ଡ ରେଜଲ୍ଟ ୨୦୨୨ ଫଳାଫଳ ପ୍ରକାଶିତ ହୋଇଛି । କାଉନସିଲ ଫର୍ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗ୍ଜାମ (CISCE) ରବିବାର ସନ୍ଧ୍ୟା ୫ ଟାରେ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ(ISC) ୨୦୨୨ ର…

(Video) ସଫାରୀ ବୁଲିବାକୁ ଯାଇଥିଲେ ପର୍ଯ୍ୟଟକ, ଗାଡ଼ି ଆଗକୁ ଚାଲି ଆସିଲା ମହାବଳ ବାଘ.. ତା’ ପରେ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ପଶୁ ପକ୍ଷୀଙ୍କ ମଜଦାର ଭିଡିଓ ଭାଇରାଲ ହୋଇଥାଏ । ଯାହାକୁ ବେଶ୍ ପସନ୍ଦ ମଧ୍ୟ କରିଥାନ୍ତି ୟୁଜର୍ସ । ଭାଇରାଲ ହେଉଥିବା ଭିଡିଓରେ ଅଧିକାଂଶ ଲୋକଙ୍କୁ ଜଙ୍ଗଲ ଏବଂ ଜଙ୍ଗଲୀ…

ସମୁଦ୍ରରୁ ମିଳିଲା ତିମି ମାଛର ବାନ୍ତି, ଦାମ୍ ହେଉଛି କୋଟି କୋଟି

ନୂଆଦିଲ୍ଲୀ: କେରଳର ବିଝିଙ୍ଗମରେ ମାଛଧରୁଥିବା କେଉଟଙ୍କ ଏକ ସମୂହଙ୍କୁ ସମୁଦ୍ରରେ ୨୮,୪୦୦ କିଲୋଗ୍ରାମ ଓଜନର ଏମ୍ବରଗ୍ରୀସ(ତିମି ମାଛର ବାନ୍ତି) ମିଳିଛି ଯାହାକୁ ସେମାନେ ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି ।…

ଆଜି ଭାରତ- ଓ୍ଵେଷ୍ଟଇଣ୍ଡିଜ ଦ୍ଵିତୀୟ ଦିନିକିଆ, ସିରିଜ ଜିତାଇବେ ଏହି ୧୧ ଖେଳାଳି !

ନୂଆଦିଲ୍ଲୀ: ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଆଜି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ଵିତୀୟ ମୁକାବିଲା ତ୍ରିନିଦାଦର ପୋର୍ଟ ଅଫ ସ୍ପେନରେ ଖେଳାଯିବ। ଏହି ମ୍ୟାଚ୍ ଜିତି ଭାରତ ସିରିଜ ହାତେଇବାକୁ ଲକ୍ଷ୍ୟ…

୭୫ ଦେଶକୁ ବ୍ୟାପିଲା ମଙ୍କିପକ୍ସ, Homosexual ସବୁଠୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ସମଗ୍ର ଦୁନିଆରେ ଦ୍ରୁତ ଗତିରେ ବ୍ୟାପୁଥିବା ମଙ୍କିପକ୍ସକୁ ନେଇ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ବିଶ୍ଵ ସ୍ଵାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରିଛି। ହୁର ମହାନିର୍ଦ୍ଦେଶକ ଡ.ଟେଡ୍ରୋସ ଆଡନମ…

LOCରେ ପାକିସ୍ତାନ ସେନା ପାଇଁ ବଙ୍କର ନିର୍ମାଣ କରୁଛି ଚୀନ, ସରକାରଙ୍କୁ ଆଲର୍ଟ କଲେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ: ଭାରତ ବିରୋଧୀ ଗତିବିଧିରୁ ନିବୃତ୍ତ ହେଉନାହିଁ ଚୀନ। ଏହି ପଡୋଶୀ ଦେଶର ଖାଇବା ଦାନ୍ତ ଏବଂ ଦେଖାଇବା ଦାନ୍ତ ଅଲଗା ଅଲଗା ରହି ଆସିଛି। ଏବେ ଚୀନ ଏଲଓସିରେ ପାକିସ୍ତାନ ସେନା ପାଇଁ ବଙ୍କର ନିର୍ମାଣ କରୁଛି।…