(Video) ଦୋକାନ ବାହାରେ ଥିଲା ବାଇକ୍, ନିଆଁ ଲାଗଇଦେଲା ଦୁର୍ବୃତ୍ତ, ସିସିଟିଭିରେ କଏଦ…

ବଲାଙ୍ଗୀର: ଦୋକାନ ବାହାରେ ଥିବା ଏକ ବାଇକରେ ନିଆଁ ଲଗାଇଦେଲା ଦୁର୍ବୁତ୍ତ । କିଛି ସମୟ ମଧ୍ୟରେ ପୋଡ଼ି  ନଷ୍ଟ ହୋଇଗଲା ବାଇକ୍ । ଆଉ ଏହି ଘଟଣାର ଭିଡିଓ କଏଦ ହୋଇଛି ଏବେ ସିସିଟିଭିରେ । ଏଭଳି ଘଟଣା ଘଟିଛି ବଲାଙ୍ଗୀର…

Airtelର ସୁପରହିଟ ପ୍ଲାନ: ଅନଲିମିଟେଡ ଡାଟା ସହ OTT ଏବଂ Freeର କଲିଙ୍ଗର ମିଳିବ ସୁବିଧା

ଓଡିଶା ଭାସ୍କର: ନିଜ ୟୁଜରମାନଙ୍କୁ ବାନ୍ଧି ରଖିବା ପାଇଁ ଅନେକ ଶସ୍ତା ଏବଂ ଦମଦାର ଅଫର ପ୍ଲାନ କରୁଛି ଲୋକପ୍ରିୟ ଟେଲିକମ ନେଟୱାର୍କ Airtel । ପ୍ରିପେଡ ସହିତ ପୋଷ୍ଟ ପେଡ ପ୍ଲାନା ଗୁଡିକ ଉପରେ ମଧ୍ୟ ଧ୍ୟାନ ଦେଇଛି…

ମହାନତା ଦେଖାଇଲେ ଭାରତୀୟ ଯବାନ, ୩ ବର୍ଷର ପାକିସ୍ତାନୀ ଝିଅକୁ ପଠାଇଲେ ନିଜ ଦେଶକୁ

ନୂଆଦିଲ୍ଲୀ: ପୁଣି ଥରେ ଭଲପାଇବାର ବାର୍ତ୍ତା ବାଣ୍ଟିଲା ଭାରତ । ପାକିସ୍ତାନରୁ ଚାଲି ଆସିଥିବା ୩ ବର୍ଷର ଶିଶୁକୁ ଫେରାଇଲେ ଭାରତୀୟ ଯବାନ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକୃତରେ ଖେଳୁ ଖେଳୁ କୁନି ଛୁଆଟି…

ଅମରାବତୀ ହତ୍ୟାକାଣ୍ଡର ଯାଞ୍ଚ କରିବ ଏନଆଇଏ, କହ୍ନେୟାଲାଲ ହତ୍ୟା ଲିଙ୍କ୍ ନେଇ କରିବ ତଦନ୍ତ

ମହରାଷ୍ଟ୍ରର ଅମରାବତୀରେ ଜଣେ ମେଡିସିନ ଦେକାନୀଙ୍କ ହତ୍ୟାର ଯାଞ୍ଚ ଏନଆଇଏକୁ ହସ୍ତାନ୍ତର କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଏହି ମାମଲାରେ ଏନଆଇଏ ଯାଞ୍ଚ ନେଇ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଅମରାବତୀରେ…

(Video) କହ୍ନେୟାଲାଲଙ୍କ ହତ୍ୟାକାରୀଙ୍କୁ ପିଟିଲେ ଲୋକେ, କୋର୍ଟରେ ହାଜର ସମୟରେ ଚପଲ-ବିଧା ମାଡ଼

ନୂଆଦିଲ୍ଲୀ: ଉଦୟପୁରରେ କହ୍ନେୟାଲାଲ ହତ୍ୟାକାଣ୍ହରେ ଚାରି ଅଭିଯୁକ୍ତଙ୍କୁ ଏନଆଇଏ କୋର୍ଟ ୧୦ ଦିନିଆ ରିମାଣ୍ଡରେ ପଠାଇଛି । ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବାକୁ ଅଣାଯିବା ବେଳେ ଉତ୍ତେଜିତ ଜନତା ଅଭିଯୁକ୍ତ ଉପରେ…

ପେଟ୍ରୋଲ ଶେଷ ହୋଇଯିବାରୁ ରାସ୍ତା ମଝିରେ ଯୁବକ କଲେ ଏମିତି କାମ: ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ବୃଦ୍ଧିକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି । ବର୍ଦ୍ଧିତ ଦର ଏବେ ଗାଡି ଚାଳକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟି ସାରିଲାଣି । ଯାହା ଫଳରେ ଅଧିକାଂଶ ସମୟରେ ଗାଡି ଚାଳକଙ୍କ…

୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହୋଇପାରେ ଲଘୁଚାପ, ରାଜ୍ୟରେ ବଢ଼ିବ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲେ ବି ରାଜ୍ୟରେ ଆଶାନୁରୂପକ ବର୍ଷା ହୋଇନାହିଁ । ତେବେ ଏହାରି ମଧ୍ୟରେ ଖବର ଆସିଛି ଯେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ…

ଜୋସିଲା ଜସପ୍ରୀତ: ନେତୃତ୍ୱ ପାଇବା ମାତ୍ରେ ବ୍ୟାଟିଂରେ କଲେ ବିଶ୍ୱ ରେକର୍ଡ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ୪୧୬ ରନ କରି ମଜବୁତ ସ୍ଥିତିରେ ରହିଛି । ତେବେ ଭାରତ ପକ୍ଷରୁ ଋଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜାଙ୍କ ଦମଦାର ଶତକ ଦଳକୁ…

Wonderla ପ୍ରତିଷ୍ଠା କରିବାକୁ ଯାଉଛି ଆମ୍ୟୁଜମେଣ୍ଟ ପାର୍କ, ମିଳିବ ଢ଼େର୍ ସାରା ମନୋରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବେଙ୍ଗାଲୁର ବେସ୍ଡ କମ୍ପାନୀ ୱଣ୍ଡରଲା ହଲିଡେଜ୍ ଲିମିଟେଡ ଭୁବନେଶ୍ୱର ଉପକଣ୍ଠରେ ଆମ୍ୟୁଜମେଣ୍ଟ ପାର୍କ ନିର୍ମାଣ କରିବାକୁ ଯାଉଛି । ଏହା ଦେଶର ବଡ଼ ଆମ୍ୟୁଜମେଣ୍ଟ ପାର୍କ ମଧ୍ୟରୁ ଗୋଟିଏ ହେବ…

ଏହି ବୈଜ୍ଞାନିକ କରିଥିଲେ ବିଚିତ୍ର ପ୍ରୟୋଗ, ବନେଇଥିଲେ ଦୁଇ ମୁଣ୍ଡିଆ କୁକୁର

ନୂଆଦିଲ୍ଳୀ: ଆଜିକା ସମୟରେ ଚିକିତ୍ସା ବିଜ୍ଞାନ ବହୁତ୍ ଉନ୍ନତି କରିଛି, ପ୍ରତିଦିନ ନୂଆ ନୂଆ ପ୍ରୟୋଗ ଯୋଗୁଁ ଆଜି ହୁଏତ ଲୋକମାନେ ମୃତ୍ୟ ମୁଖରୁ ବଞ୍ଚିଯିବାର ସମ୍ଭାବନା ବଢ଼ିଛି । କିନ୍ତୁ ଏକଥାକୁ ମଧ୍ୟ ଏଡ଼ାଇ…