ମାନସିକ ଚାପ ଦୂର କରିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ: ଅଯଥା ଚିନ୍ତାରୁ ମିଳିବ ମୁକ୍ତି
ଓଡିଶା ଭାସ୍କର: ଆଜିକାଲିର ବିଭିନ୍ନ ସମସ୍ୟା ମଣିଷର ମାନସିକ ଚାପ ବଢାଇ ଦେଇଛି । ଚୋଟ ପିଲାଠୁ ବଢଦ୍ଧ ପର୍ଯ୍ୟନ୍ତ ସମସ୍ତେ ମାନସିକ ଚାପଗ୍ରସ୍ତ ହୋଇ ରହୁଛନ୍ତି । ଏପରିକି ବିଭିନ୍ନ ସମୟରେ କିଛି ଭୁଲ ନିଷ୍ପତ୍ତି ନେଇ…